ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କିର୍ଗିଜସ୍ତାନର ବିଶକେକରେ ଅନୁଷ୍ଠିତ ସାଂଘାଇ ସହଯୋଗ ସଂଗଠନ (ଏସସିଓ) ରାଷ୍ଟ୍ରମୁଖ୍ୟ ପରିଷଦର ୨୬ତମ ଶିଖର ବୈଠକରେ ଅଂଶଗ୍ରହଣ କରିଛନ୍ତି । ଏସସିଓ ସମ୍ମିଳନୀ ୩୧ ଅଗଷ୍ଟ ଏବଂ ୧ ସେପ୍ଟେମ୍ବର ଦୁଇ ଦିନ ଧରି ଅନୁଷ୍ଠିତ ହୋଇଛି । ଚଳିତ ବର୍ଷ ଏସସିଓର ୨୫ତମ ବର୍ଷ ପୂରଣ ହୋଇଛି । ଏହି ଅବସରରେ, ନେତାମାନେ ବିଭିନ୍ନ କ୍ଷେତ୍ରରେ ପ୍ରଗତି ସମୀକ୍ଷା କରିଥିଲେ । ସେମାନେ କ୍ଷେତ୍ରୀୟ ଶାନ୍ତି, ସୁରକ୍ଷା, ସ୍ଥିରତା ଏବଂ ସମୃଦ୍ଧି ପାଇଁ ଏସସିଓର ଭୂମିକାକୁ ଅଧିକ ବିସ୍ତାର କରିବା ଉପରେ ମତ ବିନିମୟ କରିଥିଲେ। ପ୍ରଧାନମନ୍ତ୍ରୀ ତାଙ୍କ ଭାଷଣ ଆରମ୍ଭରେ କିର୍ଗିଜ୍ସ୍ତାନର ରାଷ୍ଟ୍ରପତି ସାଦିର ଝାପାରୋଭଙ୍କୁ ତାଙ୍କର ସହୃଦୟତାପୂର୍ଣ୍ଣ ଆତିଥ୍ୟ ପାଇଁ […]
Continue reading
