ଭାରତୀୟ ବାୟୁସେନାରୁ ବିଦାୟ ନେଇ ବେସାମରିକ ବିମାନ ଚଳାଚଳ କ୍ଷେତ୍ରରେ ନିଜର ନୂଆ ଇନିଂସ ଆରମ୍ଭ କ୍ୟାପଟେନ୍ ଅଭିନନ୍ଦନ ବର୍ଦ୍ଧମାନ

ଭାରତୀୟ ବାୟୁସେନାରୁ ବିଦାୟ ନେଇ ବେସାମରିକ ବିମାନ ଚଳାଚଳ କ୍ଷେତ୍ରରେ ନିଜର ନୂଆ ଇନିଂସ ଆରମ୍ଭ କ୍ୟାପଟେନ୍ ଅଭିନନ୍ଦନ ବର୍ଦ୍ଧମାନ

୨୦୧୯ର ଭାରତ-ପାକିସ୍ତାନ ଆକାଶ ଲଢ଼େଇ ପରେ ସାରା ଦେଶରେ ପରିଚିତ ହୋଇଥିବା ଗ୍ରୁପ୍ କ୍ୟାପଟେନ୍ ଅଭିନନ୍ଦନ ବର୍ଦ୍ଧମାନ ଏବେ ଭାରତୀୟ ବାୟୁସେନାରୁ ବିଦାୟ ନେଇଛନ୍ତି। ପ୍ରାୟ ୨୨ ବର୍ଷର ସେବା ପରେ ସେ ୨୦୨୬ ମାର୍ଚ୍ଚ ୩୧ରେ ସମୟ ପୂର୍ବରୁ ଅବସର ନେଇଥିଲେ। ଏବେ ସେ ବେସାମରିକ ବିମାନ ଚଳାଚଳ କ୍ଷେତ୍ରରେ ନିଜର ନୂଆ ଇନିଂସ ଆରମ୍ଭ କରିଛନ୍ତି। ରିପୋର୍ଟ ଅନୁସାରେ, ଅଭିନନ୍ଦନ ଅଗଷ୍ଟରେ ଗୋଆ ଭିତ୍ତିକ ଆଞ୍ଚଳିକ ବିମାନ କମ୍ପାନୀ FLY91ରେ କମର୍ସିଆଲ୍ ପାଇଲଟ୍ ଭାବେ […]

Continue reading
ପୁରୀ ଗସ୍ତରେ ଆସି ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ଭେଟିଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ,ବିଭିନ୍ନ ପ୍ରସଙ୍ଗରେ ଜଗଦଗୁରୁଙ୍କ ସହିତ କଲେ ଆଲୋଚନା

ପୁରୀ ଗସ୍ତରେ ଆସି ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ଭେଟିଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ,ବିଭିନ୍ନ ପ୍ରସଙ୍ଗରେ ଜଗଦଗୁରୁଙ୍କ ସହିତ କଲେ ଆଲୋଚନା

ପୁରୀ ଗସ୍ତରେ ଆସି ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ଭେଟିଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ପବିତ୍ର ଜନ୍ମାଷ୍ଟମୀ ଅବସରରେ ମହାପ୍ରଭୁଙ୍କ ଦର୍ଶନ କରିବାକୁ ଆସିଥିବା ଅବସରରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୋବର୍ଦ୍ଧନ ପୀଠ ଯାଇ ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ସାକ୍ଷାତ କରିଥିଲେ। ଧର୍ମେନ୍ଦ୍ରଙ୍କ ସହ ତାଙ୍କ ଧର୍ମପତ୍ନୀ ମଧ୍ୟ ଶଙ୍କରାଚାର୍ଯ୍ୟଙ୍କୁ ଭେଟିଥିଲେ। ତେବେ ଉଭୟ ଏହି ଅବସରରେ ବିଭିନ୍ନ ପ୍ରସଙ୍ଗରେ ଜଗଦଗୁରୁଙ୍କ ସହିତ ଆଲୋଚନା କରି ମାର୍ଗଦର୍ଶନ ନେଇଥିଲେ। ବିଶେଷ କରି ଜଣେ ସାମାଜିକ କାର୍ଯ୍ୟକର୍ତ୍ତାର କାର୍ଯ୍ୟ କିଭଳି […]

Continue reading