ଗିରଫ ହେଲେ ଜେଲ ଅଧୀକ୍ଷକ । ଚୌଦ୍ଵାର ମଣ୍ଡଳ କାରାଗାର ସୂପରିଟେନ୍ଦେଣ୍ଟ ସୁଜିତ୍ ରାଉଳ ଗିରଫ । ଗିରଫ କଲା ଚୌଦ୍ଵାର ଥାନା ପୋଲିସ । ନିକଟ ଅତୀତରେ ସୁଜିତ୍ ରାଉଳଙ୍କ ଉପରୁ ଅନ୍ତରୀଣ ସୁରକ୍ଷା ହଟାଇ ଦେଇଥିଲେ ହାଇକୋର୍ଟ । ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ ସୁଜିତ୍ । ତାଙ୍କ ବିରୁଦ୍ଧରେ ଚୌଦ୍ଵାର ଥାନାରେ ଲିଖିତ ଅଭିଯୋଗ କରିଥିଲେ ତତ୍କାଳୀନ ଜେଲର ସନ୍ତୋଷୀନି ଦାସ । ଇନ୍ ଆଉଟ୍ ରେଜିଷ୍ଟର ଏବଂ ମିନିଟ୍ ବୁକ୍ […]
Continue readingDaily Archives: September 20, 2026
ମହାନଦୀ ଜଳ ନେଇ ବିବାଦ ନାହିଁ କିମ୍ବା ସମସ୍ୟା ନାହିଁ , ବହୁତ ଶୀଘ୍ର ଏହି ସମସ୍ୟାର ସମାଧାନ ହେବ -ଛତିଶଗଡ ମୁଖ୍ୟମନ୍ତ୍ରୀ
ମହାନଦୀ ଜଳ ସମସ୍ୟାର ସମାଧାନ ଖୁବଶୀଘ୍ର । ଛତିଶଗଡ ମୁଖ୍ୟମନ୍ତ୍ରୀ ଓଡିଶା ଗସ୍ତରେ ଆସି ମହାନଦୀ ବିବାଦ ନାହିଁ କିମ୍ବା ସମସ୍ୟା ନାହିଁ ବୋଲି କହିଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବାସଭବନରେ ଏକ ଘଣ୍ଟାରୁ ଅଧିକ ସମୟ ଆଲୋଚନା କରିଛନ୍ତି ଦୁଇ ମୁଖ୍ୟମନ୍ତ୍ରୀ । ଦୁଇ ରାଜ୍ୟର ଉନ୍ନତି ଓ ଜନକଲ୍ୟାଣ ପାଇଁ ସମନ୍ୱୟ ଏବଂ ସହଯୋଗକୁ ଆହୁରି ସୁଦୃଢ଼ କରିବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି ବୋଲି କହିଛନ୍ତି ଛତିଶଗଡ ମୁଖ୍ୟମନ୍ତ୍ରୀ । […]
Continue reading

