ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଏବେ ଶକ୍ତିଶାଳୀ ହୋଇ ବାତ୍ୟାର ରୂପ ନେବାକୁ ଯାଉଛି। ଏହି ସମ୍ଭାବ୍ୟ ବାତ୍ୟା ଓ ଅତି ପ୍ରବଳ ବର୍ଷାର ମୁକାବିଲା ପାଇଁ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ହୋଇପଡ଼ିଛନ୍ତି। ପରିସ୍ଥିତିକୁ ଗୁରୁତ୍ୱର ସହ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ୮ଟି ଗୁରୁତ୍ୱପୂର୍ଣ୍ଣ ଜିଲ୍ଲା ପାଇଁ ୮ ଜଣ ମନ୍ତ୍ରୀଙ୍କୁ ମୈଦାନକୁ ଓହ୍ଲାଇଛନ୍ତି। ୮ ମନ୍ତ୍ରୀଙ୍କୁ ୮ ଜିଲ୍ଲାର ଦାୟିତ୍ୱ ସିଧାସଳଖ ସ୍ଥିତି ଅନୁଧ୍ୟାନ ଓ ତଦାରଖ ପାଇଁ […]
Continue readingDaily Archives: October 25, 2026
ଖଣି କ୍ଷେତ୍ରରୁ ଆରମ୍ଭ କରି ଟେକ୍ନୋଲୋଜି ପର୍ଯ୍ୟନ୍ତ ଓଡ଼ିଶା ଦ୍ରୁତ ଅଗ୍ରଗତି କରୁଛି-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ଖଣିଜ ସମ୍ପଦରୁ ମାଇକ୍ରୋଚିପ୍, ପାରମ୍ପରିକ ଶିଳ୍ପରୁ ଆଧୁନିକ ପ୍ରଯୁକ୍ତି । ଓଡ଼ିଶା ଏବେ ବିକାଶର ଏକ ନୂଆ ଅଧ୍ୟାୟ ଲେଖିବାକୁ ଯାଉଛି। ଖଣି କ୍ଷେତ୍ରରୁ ଆରମ୍ଭ କରି ଟେକ୍ନୋଲୋଜି ପର୍ଯ୍ୟନ୍ତ ଓଡ଼ିଶା ଦ୍ରୁତ ଅଗ୍ରଗତି କରୁଛି। ଆଗାମୀ ଦିନରେ ଓଡ଼ିଶା ନିଜର ନୂଆ ଭବିଷ୍ୟତ ନିର୍ମାଣ କରିବ ଏବଂ ରାଜ୍ୟର ଯୁବପିଢ଼ିଙ୍କ ସ୍ୱପ୍ନ ସାକାର ହେବ। ଜଟଣୀରେ ଭାରତୀୟ ରିଜର୍ଭ ବ୍ୟାଙ୍କର ନୂତନ ଡାଟା ସେଣ୍ଟର ଓ ସାଇବର ସୁରକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନର ଉଦଘାଟନ ଅବସରରେ ଏଭଳି […]
Continue readingବିଶିଷ୍ଟ ସାହିତ୍ୟିକ ଡଃ ପୂର୍ଣ୍ଣ ଚନ୍ଦ୍ର ଦାଶଙ୍କୁ ସମ୍ମାନଜନକ‘ଓଡ଼ିଶା ଗୌରବ ସମ୍ମାନ’ ପ୍ରଦାନ
ନିରାକାରପୁର: ଓଡ଼ିଆ ଭାଷା, ସାହିତ୍ୟ ତଥା ସଂସ୍କୃତିର ସଂରକ୍ଷଣ ଏବଂ ପ୍ରଚାର ପ୍ରସାର କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବିଶିଷ୍ଟ ଲେଖକ ତଥା ସାହିତ୍ୟିକ ଡଃ ପୂର୍ଣ୍ଣ ଚନ୍ଦ୍ର ଦାଶଙ୍କୁ ସମ୍ମାନଜନକ ‘ଓଡ଼ିଶା ଗୌରବ ସମ୍ମାନ’ ପ୍ରଦାନ କରାଯାଇଛି।ବ୍ରହ୍ମପୁରଠାରେ ଆୟୋଜିତ ଏକ ବର୍ଣ୍ଣାଢ଼୍ୟ ରାଜ୍ୟସ୍ତରୀୟ ସମାରୋହରେ ‘ୱାର୍ଲ୍ଡ ଚାରିଟି ୱେଲଫେୟାର ଫାଉଣ୍ଡେସନ’ ପକ୍ଷରୁ ତାଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଇଛି। ଉତ୍ସବରେ ଉପସ୍ଥିତ ଅତିଥିମାନେ ଡଃ ଦାଶଙ୍କୁ ଉତ୍ତରୀୟ, ମାନପତ୍ର ଓ ସ୍ମାରକୀ ପ୍ରଦାନ କରି ସମ୍ବର୍ଦ୍ଧିତ […]
Continue reading


