ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ନାଁ ନନେଇ କଂଗ୍ରେସ ନେତା ତଥା ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ୍ କରିଛନ୍ତି । ପ୍ରଧାନମନ୍ତ୍ରୀ କଟାକ୍ଷ କରି କହିଛନ୍ତି, କିଛି ଲୋକ ସମ୍ବିଧାନକୁ ନିଜ ପକେଟ୍ରେ ଧରି ବୁଲୁଛନ୍ତି ଏବଂ ସମ୍ବିଧାନ ସହ ଦେଶର ଜନତା ମଧ୍ୟ ସେମାନଙ୍କ ପକେଟରେ ଅଛନ୍ତି ବୋଲି ଭାବୁଛନ୍ତି । ଇଣ୍ଡିଆ ଟୁଡେ ଗ୍ରୁପ୍ ପକ୍ଷରୁ ଆୟୋଜିତ ‘କିସାନ ଟକ୍ ଭାରତ ଏଗ୍ରିକଲଚର କନଫରେନ୍ସ ୨୦୨୬’ରେ ଯୋଗଦେଇ ପ୍ରଧାନମନ୍ତ୍ରୀ ଏଭଳି […]
Continue readingDaily Archives: November 12, 2026
ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ସୁରଭି : ଶିଶୁମାନଙ୍କ ମନରେ ଆତ୍ମବିଶ୍ୱାସ ଭରିବାର ଏକ ମାଧ୍ୟମ ‘ସୁରଭି’ : ମୁଖ୍ୟମନ୍ତ୍ରୀ
ସୁରଭି ମହୋତ୍ସବ କେବଳ ଏକ ଉତ୍ସବ ନୁହେଁ, ବରଂ ଶିଶୁମାନଙ୍କ ମନରେ ଆତ୍ମବିଶ୍ୱାସ ଭରିବାର ଏକ ମାଧ୍ୟମ । ପିଲାମାନଙ୍କ ଭିତରେ ଲୁଚି ରହିଥିବା ଅନ୍ତର୍ନିହିତ ପ୍ରତିଭାକୁ ଲୋକଲୋଚନକୁ ଆଣିବାର ଏହା ଏକ ପ୍ରୟାସ । ସୁରଭି ମହୋତ୍ସବର ମଞ୍ଚରୁ ଏଭଳି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଭୁବନେଶ୍ୱର ୟୁନିଟ୍-୩ ସ୍ଥିତ କ୍ୟାପିଟାଲ୍ ହାଇସ୍କୁଲ ପଡ଼ିଆରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଆରମ୍ଭ ହୋଇଛି ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ସୁରଭି-୨୦୨୬ । ମୁଖ୍ୟମନ୍ତ୍ରୀ […]
Continue reading

