ସମାଜର ଅସହାୟ, ଆର୍ଥିକ ଦୁର୍ବଳ ଓ ଅବହେଳିତ ବର୍ଗଙ୍କୁ ସାମାଜିକ ସୁରକ୍ଷା ଯୋଗାଇଦେବା ଲକ୍ଷ୍ୟରେ ରାଜ୍ୟ ସରକାରଙ୍କ ମଧୁବାବୁ ପେନସନ୍ ଯୋଜନା (MBPY) ଅଧୀନରେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ଅଞ୍ଚଳର ଆଉ ୫,୩୨୪ ଜଣ ଯୋଗ୍ୟ ହିତାଧିକାରୀଙ୍କୁ ନୂତନ ଭାବେ ସାମିଲ କରାଯାଇଛି। ଏହାକୁ ମିଶାଇ ବିଏମ୍ସି ଅଞ୍ଚଳରେ ଏହି ଯୋଜନାର ମୋଟ ହିତାଧିକାରୀଙ୍କ ସଂଖ୍ୟା ୨୭,୧୧୨ରେ ପହଞ୍ଚିଛି। ପୂର୍ବରୁ ବିଏମସି ଅଞ୍ଚଳର ୨୧,୭୮୮ ଜଣ ହିତାଧିକାରୀ ଏହି ଯୋଜନାରେ ପେନ୍ସନ୍ ପାଉଥିଲେ। ଦୀର୍ଘ ଦୁଇ ବର୍ଷ […]
Continue readingDaily Archives: November 14, 2026
ଚିନି ଋତୁ ଆରମ୍ଭରେ ରେକର୍ଡ ଉତ୍ପାଦନ ସତ୍ତ୍ୱେ ଖୁଚୁରା ବଜାରରେ ମୂଲ୍ୟ ହ୍ରାସ ହେବାର ନାଁ ଧରୁ ନାହିଁ
ଚିନି ଋତୁ ଆରମ୍ଭରେ ରେକର୍ଡ ଉତ୍ପାଦନ ସତ୍ତ୍ୱେ ଖୁଚୁରା ବଜାରରେ ମୂଲ୍ୟ ହ୍ରାସ ହେବାର ନାଁ ଧରୁ ନାହିଁ । ଘରୋଇ ବଜାରରେ ପର୍ଯ୍ୟାପ୍ତ ଷ୍ଟକ୍ ଏବଂ ଯୋଗାଣ ଉନ୍ନତ ଥାଇ ମଧ୍ୟ ଚିନି ମୂଲ୍ୟ ଉଚ୍ଚ ସ୍ତରରେ ରହିଛି । ବଜାରର ବର୍ତ୍ତମାନ ସ୍ଥିତି ଉପରେ କେନ୍ଦ୍ର ସରକାରଙ୍କ କଡ଼ା ନଜର ରହିଛି । ସରକାର ସମ୍ୱନ୍ଧୀୟ ଅଧିକାରୀଙ୍କୁ ବଜାରରେ କଡ଼ା ନଜର ରଖିବା ଏବଂ ଠିକ୍ ସମୟରେ ଜରୁରି ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ […]
Continue reading

