ଲୋକସଭାର ଆସନ ସଂଖ୍ୟାକୁ ବର୍ତ୍ତମାନର ୫୪୩ରୁ ସର୍ବାଧିକ ୮୫୦କୁ ବୃଦ୍ଧି କରିବାର ପ୍ରସ୍ତାବ

ଲୋକସଭାର ଆସନ ସଂଖ୍ୟାକୁ ବର୍ତ୍ତମାନର ୫୪୩ରୁ ସର୍ବାଧିକ ୮୫୦କୁ ବୃଦ୍ଧି କରିବାର ପ୍ରସ୍ତାବ

ଡିସେମ୍ବର ପ୍ରଥମ ସପ୍ତାହରେ ସଂସଦରେ ଶୀତକାଳୀନ ଅଧିବେଶନ ଆରମ୍ଭ ହେବାର ସମ୍ଭାବନା ରହିଛି । ଏହି ଅଧିବେଶନରେ ସୀମା ପୁନଃନିର୍ଦ୍ଧାରଣ (Delimitation) ସହ ମହିଳା ସଂରକ୍ଷଣ ବିଲ୍‌କୁ ପାରିତ କରିବାକୁ କେନ୍ଦ୍ର ସରକାର ଜୋର ଲଗାଇପାରନ୍ତି । ୨୦୨୯ ସାଧାରଣ ନିର୍ବାଚନ ପୂର୍ବରୁ ସଂସଦ ଏବଂ ରାଜ୍ୟ ବିଧାନସଭାଗୁଡ଼ିକରେ ମହିଳାମାନଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ଲାଗୁ କରିବା ଉଦ୍ଦେଶ୍ୟରେ ସରକାର ଏହି ସମ୍ବିଧାନ ସଂଶୋଧନ ବିଲ୍‌ ଆଣିବାକୁ ଯାଉଛନ୍ତି । ଏହି ବିଲ୍‌ ଜରିଆରେ ଲୋକସଭାର […]

Continue reading →
ମାଲକାନଗିରିରେ ହେବ ଶିଳ୍ପ ପ୍ରତିଷ୍ଠା, ଯୁବକଙ୍କ ପାଇଁ ଖୋଲିବ ରୋଜଗାରର ରାସ୍ତା

ମାଲକାନଗିରିରେ ହେବ ଶିଳ୍ପ ପ୍ରତିଷ୍ଠା, ଯୁବକଙ୍କ ପାଇଁ ଖୋଲିବ ରୋଜଗାରର ରାସ୍ତା

ମାଲକାନଗିରିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଜନଜାତୀୟ ଗୌରବ ଦିବସ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ସାରା ଦେଶରେ ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୧ତମ ଜନ୍ମଜୟନ୍ତୀ ପାଳନ କରାଯାଉଛି । ଡିଏନକେ ଖେଳ ପଡିଆରେ ଜନଜାତୀୟ ଦିବସ ଆୟୋଜନ ହୋଇଛି । ମାଲକାନଗିରି ଜିଲ୍ଲାର ପ୍ରାୟ ୩୦ ହଜାର ଆଦିବାସୀ ପାରମ୍ପରିକ ବେଶରେ ଜନଜାତୀୟ ଦିବସରେ ସାମିଲ ହୋଇଛନ୍ତି ।ମାଲକାନଗିରି ଏୟାରପୋର୍ଟରେ ପହଞ୍ଚିବା ପରେ ସେଠାରୁ ସିଧା ସଳଖ ଡିଏନକେ ଖେଳ ପଡିଆରେ ପହଞ୍ଚି […]

Continue reading →