କେଉଁଠି ଲୋକେ ଦୁଇ ଓଳି ଖାଇବାକୁ ପାଉନାହାନ୍ତି, ତ ଆଉ କେଉଁଠି ଟନ୍ ଟନ୍ ଖାଦ୍ୟ ଫିଙ୍ଗା ହେଉଛି। ଅଧିକାଂଶ ତ ଭୋକରେ ଶୋଉଛନ୍ତି ନଚେତ୍ ଅପଚୟ ହେଉଛି କୋଟି କୋଟି ଟନ୍ ଖାଦ୍ୟ। ବିଶ୍ୱରେ ସବୁଠୁ ଅଧିକ ଖାଦ୍ୟ ନଷ୍ଟ କରୁଛି କେଉଁ ଦେଶ? ଏହି ତାଲିକାରେ ଭାରତର ସ୍ଥାନ କେତେ?ବିଶ୍ୱରେ ଖାଦ୍ୟ ଅପଚୟ ଏବେ ଏକ ବଡ଼ ସମସ୍ୟା। ଗୋଟିଏ ପଟେ ଭୋକ ଓ ଦାରିଦ୍ର୍ୟ ସହ ଲଢ଼ୁଛନ୍ତି ଅନେକ ଲୋକ, ଅନ୍ୟପଟେ ପ୍ରତିବର୍ଷ […]
Continue readingDaily Archives: November 19, 2026
କମ୍ପାନୀମାନେ ଅଧିକ ନିଯୁକ୍ତି ସୃଷ୍ଟି କରନ୍ତୁ ଏବଂ କର୍ମଚାରୀଙ୍କ ଦରମା ମଧ୍ୟ ବୃଦ୍ଧି କରନ୍ତୁ ବୋଲି ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ ମୋଦୀ
ଦେଶରେ ବ୍ୟବସାୟକୁ ପ୍ରୋତ୍ସାହନ ଦେବା ଏବଂ କମ୍ପାନୀଗୁଡ଼ିକୁ ଆଶ୍ୱସ୍ତି ଦେବା ପାଇଁ ସରକାର କର୍ପୋରେଟ୍ ଟ୍ୟାକ୍ସଠାରୁ ଆରମ୍ଭ କରି ଆୟକର ପର୍ଯ୍ୟନ୍ତ ଅନେକ ବଡ଼ ନିଷ୍ପତ୍ତି ନେଇଛନ୍ତି। ବ୍ୟବସାୟ କରିବାକୁ ସହଜ କରିବା ପାଇଁ ନିୟମରେ ମଧ୍ୟ ପରିବର୍ତ୍ତନ କରାଯାଇଛି। ଏଥିସହ ଅନ୍ୟ ଦେଶଗୁଡ଼ିକ ସହ ବାଣିଜ୍ୟ ଚୁକ୍ତି ମଧ୍ୟ କରାଯାଇଛି। ତେଣୁ କମ୍ପାନୀମାନେ କେବଳ ନିଜର ଲାଭ ବଢ଼ାଇବା ଉପରେ ଧ୍ୟାନ ନଦେଇ ଦେଶରେ ଅଧିକ ନିଯୁକ୍ତି ସୃଷ୍ଟି କରନ୍ତୁ ଏବଂ କର୍ମଚାରୀଙ୍କ ଦରମା ମଧ୍ୟ […]
Continue reading

