କ୍ରିକେଟ ଜଗତରେ ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କ ଐତିହାସିକ କାରନାମା। ଗୋଟିଏ ଇନିଂସରେ ଭାଙ୍ଗିଲେ ଏକାଧିକ ବିଶ୍ୱ ରେକର୍ଡ। ମାତ୍ର ୫୨ ବଲରେ ଦ୍ୱିଶତକ ହାସଲ କରି ଲିଷ୍ଟ-ଏ କ୍ରିକେଟ ଇତିହାସରେ ନୂଆ ଅଧ୍ୟାୟ ଯୋଡ଼ିଛନ୍ତି ଏହି ଯୁବ ବ୍ୟାଟର୍ । ବୈଭବ ସୂର୍ଯ୍ୟବଂଶୀଙ୍କ ୫୩ ବଲରେ ୨୦୪ ରନ୍ ରେ ରହିଛି ୨୮ ଛକା, ୭ ଚୌକା । ୧୫ ବର୍ଷରେ ବିଶ୍ୱ ରେକର୍ଡ । ଗୋଟିଏ ଇନିଂସରେ ୪ ବିଶ୍ୱ ରେକର୍ଡ । ୧୫ […]
Continue readingDaily Archives: November 24, 2026
ଅତୀତର ଗୌରବରୁ ପ୍ରେରଣା ନେଇ ଉଜ୍ଜ୍ୱଳ ଭବିଷ୍ୟତ ଗଢ଼ିବା ଆମର କର୍ତ୍ତବ୍ୟ-ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ
ମହାନଦୀ ପଠାରେ ଆରମ୍ଭ ହୋଇଛି ଓଡ଼ିଶାର ଗୌରବମୟ ନୌବାଣିଜ୍ୟ ପରମ୍ପରାର ପ୍ରତୀକ ଐତିହାସିକ କଟକ ବାଲିଯାତ୍ରା। ଚଳିତ ବର୍ଷ ପ୍ରଥମ ଥର ପାଇଁ ଦେଶର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଏହି ମହୋତ୍ସବକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି। ଅତୀତର ଗୌରବରୁ ପ୍ରେରଣା ନେଇ ଉଜ୍ଜ୍ୱଳ ଭବିଷ୍ୟତ ଗଢ଼ିବା ଆମର କର୍ତ୍ତବ୍ୟ ହେବା ଉଚିତ ବୋଲି ରାଷ୍ଟ୍ରପତି ନିଜ ଉଦଘାଟନୀ ଅଭିଭାଷଣରେ ଆହ୍ୱାନ ଦେଇଛନ୍ତି। ‘ମେକ୍ ଇନ୍ ଇଣ୍ଡିଆ’ ଏବେ ବିଶ୍ୱ ବ୍ରାଣ୍ଡ୍: ରାଷ୍ଟ୍ରପତି ବାଲିଯାତ୍ରାରେ ଉପସ୍ଥିତ […]
Continue reading

