ଅଗ୍ନିତେଜସ୍ବିନୀ ,ବିପ୍ଲବିଣୀ ସରଳା————-+ ଆଜି ମହାନ୍ ସ୍ଵାଧୀନତା ସଂଗ୍ରାମୀ,ବିପ୍ଲବିଣୀ, ସ୍ପର୍ଦ୍ଧିତ ବହ୍ନିଶିଖା, ପ୍ରଚଣ୍ଡ ଆଗ୍ନେୟ ବହୁମୁଖି ପ୍ରତିଭାଦୀପ୍ତା, ଦେଶର ପ୍ରଥମ ବିଧାୟିକା ଚିର ବନ୍ଦନୀୟା ସରଳା ଦେବୀଙ୍କ ୧୨୨ତମ ଜୟନ୍ତୀ । ଏହି ଐତିହାସିକ ଵୀରାଙ୍ଗନା ୧୯୦୪ ମସିହା, ଅଗଷ୍ଟ ୧୯ ତାରିଖରେ ( ଅଗଷ୍ଟ ୯ ନୁହେଁ) ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଶ୍ରୀ ବାସୁଦେବ କାନୁନଗୋ ଓ ମାଙ୍କ ନାମ ପଦ୍ମାବତୀ ଦେବୀ । ତାଙ୍କ ଘର ହେଉଛି ଜଗତସିଂହପୁର ଜିଲ୍ଲାର ବାଲିକୁଦା ଥାନା […]
Continue readingCategory Archives: ସମ୍ପାଦକୀୟ
ଏ ଦାୟିତ୍ୱ କାହାର ? (୨)
ଏ ଦାୟିତ୍ୱ କାହାର ? (୨)ଉତ୍କୃଷ୍ଟ କଳାର ରାଜ୍ୟ ଆମ ଉତ୍କଳ ର ହଜାର ହଜାର ବର୍ଷ ର ଗୈାରବମୟ ଇତିହାସ ସହ ଆଜି ର ଏହି କ୍ଷେତ୍ର ସମୂହ ର ସ୍ଥିତି ଦେଖି ଏକ ତୁଳନାତ୍ମକ ଚିତ୍ର ଦେଖିଲେ ଜଣେ ଖାଣ୍ଟି ଭାବପ୍ରବଣ ଓଡ଼ିଆ ର ହୃଦାଘାତ ହେବା ସମ୍ଭାବନା ଅଧିକ ରହିଛି । ଓଡ଼ିଶାର ଲୋକନୃତ୍ୟ, ଓଡ଼ିଶାର କଳା ଓ ସଂସ୍କୃତିର ପରିଚାୟକ କେବଳ ନୁହେଁ ଅଧିକନ୍ତୁ ଓଡ଼ିଆ ଜନଜୀବନ ର ଆତ୍ମା । ଓଡ଼ିଆ […]
Continue readingଅନାଲୋଚିତ ପ୍ରତିଭା
ସେ ଥିଲେ ଜୀବନଯୁଦ୍ଧର ଜଣେ ଅସାଧାରଣ ନାୟକ ଆଜି ମହାନ୍ ନାଟ୍ୟକାର ନିରଞ୍ଜନ ଶତପଥୀ ( ୧୯୨୭-୬-୧-୨୦୧୫) ଙ୍କ ଜୟନ୍ତୀ ଅବସରରେ ତାଙ୍କର ଅମୃତ ଅମ୍ଲାନ ସ୍ମୃତି ପ୍ରତି କୋଟି କୋଟି ପ୍ରଣାମ ଜଣାଉଛି । ୨୦୧୫, ଜାନୁଆରୀ ୬ ତାରିଖରେ ତାଙ୍କର ତିରୋଧାନ ପରେ ଶ୍ରଦ୍ଧାବଚନାର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଦେଇ ଅନ୍ୟତମ ପ୍ରତିଭାଧର ଓଡ଼ିଆ , ଅତୁଳନୀୟ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ଓ ପରମ୍ପରା ପ୍ରାଣ ପରମ ସମ୍ମାନନୀୟ ମନ୍ମଥ ଶତପଥୀଙ୍କ ଆବେଗ ଥିଲା […]
Continue readingଦକ୍ଷିଣା ପବନ
ଦକ୍ଷିଣା ପବନ ସବୁରି ହିତଉତ୍ତରା ପବନ ଆଣଇ ଶୀତପୁବେଇ ପବନ ଧାନକୁ ଭଲପଶ୍ଚିମା ପବନ ଜରର ମୂଳ ପାଣି,ପବନକୁ ନେଇ ଯେ ବେପାର ବଣିଜ କରିହେବ , କରିହେବ କ’ଣ , ସର୍ବାଧିକ ପରିମାଣରେ ଆୟ କରିହେବ , ଏକଥା ଯେତେବେଳେ ପଶ୍ଚିମାପଣ୍ଡିତମାନେ ଜାଣି ନଥିଲେ , ସେତେବେଳେ ଛ ଶହ ବର୍ଷ ତଳେ ମହାନ୍ ଓଡିଆ ସନ୍ଥମାନେ ଭବିଷ୍ୟତ ମାଳିକା ବା କଥନ, ବଚନରେ କହିଯାଇଛନ୍ତି । ଏବେ ତ ପବନବିକାମାନେ ବିଶ୍ବର ଶ୍ରେଷ୍ଠ ଧନୀ […]
Continue readingଏ ଦାୟିତ୍ବ କାହାର
ଉତ୍କୃଷ୍ଟ କଳାର ରାଜ୍ୟ ଆମ ଉତ୍କଳର ହଜାର ହଜାର ବର୍ଷର ଗୈାରବମୟ ଇତିହାସ ସହ ଆଜିର ଏହିକ୍ଷେତ୍ର ସମୂହର ସ୍ଥିତି ଦେଖି ଏକ ତୁଳନାତ୍ମକ ଚିତ୍ର ଦେଖିଲେ ଜଣେ ଖାଂଟି ଭାବପ୍ରବଣ ଓଡ଼ିଆରହୃଦାଘାତ ହେବା ସମ୍ଭାବନା ଅଧିକ ରହିଛି । ଓଡ଼ିଶାର ଲୋକନୃତ୍ୟ, ଓଡ଼ିଶାର କଳା ଓ ସଂସ୍କୃତିରପରିଚାୟକ କେବଳ ନୁହେଁ ଅଧିକନ୍ତୁ ଓଡ଼ିଆ ଜନଜୀବନର ଆତ୍ମା । ଓଡ଼ିଆ ଜୀବନ ଶୈଳୀ ଏବଂ ପ୍ରଥାସହିତ ଶହଶହ ପ୍ରକାରର ନୃତ୍ୟ ଅଙ୍ଗାଙ୍ଗୀ ଭାବେ ଜଡ଼ିତ । ମୁଖ୍ୟତଃ […]
Continue reading


