ପରଲୋକରେ ବିଶିଷ୍ଟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକ। ରବିବାର ସନ୍ଧ୍ୟାରେ କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ହୋଇଥିଲା। ଗୁରୁବାର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବେଳେ ହଠାତ୍ ତାଙ୍କର ବ୍ରେନ୍ ଷ୍ଟ୍ରୋକ୍ ହୋଇଥିଲା। ଯାହାପରେ ତାଙ୍କୁ କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ହେଲେ ରବିବାର ସନ୍ଧ୍ୟା ୬.୧୮ ମିନିଟରେ ତାଙ୍କର ଦେହାନ୍ତ ହୋଇଥିବା ପରିବାର ଲୋକଙ୍କ ସୂତ୍ରରୁ ଜଣାପଡ଼ିଛି । […]
Continue readingCategory Archives: ମନୋରଞ୍ଜନ
ସମୃଦ୍ଧ ସଂସ୍କୃତି ଓ ଇତିହାସର ସୁନ୍ଦର ସେତୁ ‘ରାଜାରାଣୀ ସଙ୍ଗୀତ ଉତ୍ସବ’ – ଧର୍ମେନ୍ଦ୍ର ପ୍ରଧାନ
ରାଜାରାଣୀ ସଙ୍ଗୀତ ମହୋତ୍ସବ କେବଳ ଏକ ସଙ୍ଗୀତ କାର୍ଯ୍ୟକ୍ରମ ନୁହେଁ, ବରଂ ଏହା ଆମର ସମୃଦ୍ଧ ସଂସ୍କୃତି, କଳା ଏବଂ ଇତିହାସ ମଧ୍ୟରେ ଏକ ସୁନ୍ଦର ସେତୁ ସଦୃଶ ବୋଲି ଶୁକ୍ରବାର ମନ୍ଦିରମାଳିନୀ ସହର ଭୁବନେଶ୍ୱରର ଐତିହାସିକ ‘ରାଜାରାଣୀ ମନ୍ଦିର’ ପ୍ରାଙ୍ଗଣରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀ ପ୍ରଧାନ କହିଛନ୍ତି, ରାଜାରାଣୀ ମନ୍ଦିରର ନିର୍ମାଣଶୈଳୀକୁ ଲୋକଲୋଚନକୁ ଆଣିବା ତଥା ଏହାର ଐତିହ୍ୟକୁ […]
Continue readingମହାଭାରତର ପୁନଃ-ପରିକଳ୍ପନା କରିବା ପାଇଁ ପ୍ରସାର ଭାରତୀ ଓ କଲେକ୍ଟିଭ୍ ମିଡିଆ ନେଟୱାର୍କର ନୂଆ ପଦକ୍ଷେପ
କଲେକ୍ଟିଭ୍ ମିଡିଆ ନେଟୱାର୍କ ଏଆଇ ମାଧ୍ୟମରେ ଭାରତର ସବୁଠାରୁ ପ୍ରସିଦ୍ଧ ମହାକାବ୍ୟ, ମହାଭାରତର ଏକ ଅଭୂତପୂର୍ବ ପୁନଃ-ପରିକଳ୍ପନା ଘୋଷଣା କରିଛି। ଏହି ସିରିଜ ୨୫ ଅକ୍ଟୋବର, ୨୦୨୫ରେ ଓ୍ବେଭ୍ସ ଓଟିଟିରେ ଏକ ସ୍ୱତନ୍ତ୍ର ଡିଜିଟାଲ ପ୍ରିମିୟର ହେବ, ଏବଂ ତା’ପରେ ୨ ନଭେମ୍ବର, ୨୦୨୫ ଠାରୁ ପ୍ରତି ରବିବାର ସକାଳ ୧୧.୦୦ରେ ଦୂରଦର୍ଶନରେ ପ୍ରସାରିତ ହେବ। ଏହି ସିରିଜ୍ ଭାରତ ଏବଂ ସାରା ବିଶ୍ୱରେ ଡିଜିଟାଲ ଦର୍ଶକଙ୍କ ପାଇଁ ଓ୍ବେଭ୍ସ ଓଟିଟିରେ ଏକକାଳୀନ ଉପଲବ୍ଧ ହେବ। ଏହି […]
Continue readingଭାରତ ରତ୍ନ ଲତା ମଙ୍ଗେସକର ଙ୍କ ୯୭ ତମ ଜୟନ୍ତୀ
ବିଶ୍ବ ସଙ୍ଗୀତାକାଶର ଉଜ୍ଜ୍ୱଳ ସ୍ବାକ୍ଷର ,କୋକିଳ କଣ୍ଠି, ଭାରତ ରତ୍ନ ଲତା ମଙ୍ଗେସକର ଙ୍କ ୯୭ ତମ ଜୟନ୍ତୀ ଅବସରରେ ତାଙ୍କର ଅମୃତ ଅମ୍ଲାନ ସ୍ମୃତି ପ୍ରତି କୋଟି କୋଟି ପ୍ରଣାମ ଜଣାଉଛୁ । ଚିର ବନ୍ଦନୀୟା ଲତା ମଙ୍ଗେସକର ମଧ୍ୟ ପ୍ରଦେଶର ଇନ୍ଦୋରରେ ୧୯୨୯ ମସିହା ସେପ୍ଟେମ୍ବର ୨୮ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ପିତା ଦିନାନାଥ ମଙ୍ଗେସକର ଜଣେ ଶାସ୍ତ୍ରୀୟ ସଙ୍ଗୀତ ଗାୟକ ଓ ମଞ୍ଚ କଳାକାର ଥିଲେ । ଲତା ୫ବର୍ଷ […]
Continue reading୨୫ରୁ ଷଷ୍ଠ ଭାରତୀୟ ପ୍ରାମାଣିକ ଚଳଚ୍ଚିତ୍ର ଉତ୍ସବ
ଭୁବନେଶ୍ଵର ଫିଲ୍ମ ସୋସାଇଟି ତରଫରୁ ଷଷ୍ଠ ଭାରତୀୟ ପ୍ରାମାଣିକ ଚଳଚ୍ଚିତ୍ର ଉତ୍ସବ ଆସନ୍ତା ୨୫ ତାରିଖରୁ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ପ୍ରେକ୍ଷାଳୟରେ ଅନୁଷ୍ଠିତ ହେବ। ୪ ଦିନ ଧରି ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ବର୍ଲିନ, ସଣ୍ଡାନ୍ସ, ରଟରଡାମ, ଥିରୁଭାନନ୍ଥପୂରମ, ବୁସାନ ଓ ନ୍ୟୁୟର୍କରେ ଆୟୋଜିତ ବିଶ୍ଵର ପ୍ରସିଦ୍ଧ ଚଳଚ୍ଚିତ୍ର ଉତ୍ସବଗୁଡ଼ିକରେ ପ୍ରଶଂସା ସାଉଁଟିଥିବା ୪୦ଟି ବୃତ୍ତଚିତ୍ର ପ୍ରଦର୍ଶିତ ହେବ। ଏହି ଉତ୍ସବରେ ୧୪ ଥର ଜାତୀୟ ପୁରସ୍କାର ବିଜେତା ପଦ୍ମଶ୍ରୀ ଗିରିଶ୍ […]
Continue readingଲିଟିଲ କର: ସ୍ମୃତିର ଅବତାରଣା
ଗୁରୁବାର ଚାରି ତାରିଖ ସନ୍ଧ୍ୟାାରେ ଓଡିଶା ସଂଗୀତ ଜଗତର ମହାନ ଯୁବ ଜ୍ୟୋତିଷ୍କ, ଅଭିନେତ୍ରୀ, ନୃତ୍ୟଶିଳ୍ପୀ,ଗାୟିକା ବହୁମୁଖୀ ପ୍ରତିଭା ସମ୍ପନ୍ନ ବ୍ୟକ୍ତିତ୍ୱର ଅଧିକାରିଣୀ ସ୍ୱର୍ଗତା ଲିଟିଲ କରଙ୍କ ପ୍ରଥମ ସ୍ମୃତିଚାରଣ ଓ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ସ୍ଥାନୀୟ ଗୀତଗୋବିନ୍ଦ ପରିସରରେ \”ଲିଟିଲ କର ସ୍ମୃତି ନ୍ୟାସ’ ଓ \”ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ’ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଲିଟିଲ କର ଗାନ କରିଥିବା ସଂଗୀତ ବିଭିନ୍ନ କଣ୍ଠଶିଳ୍ପୀମାନଙ୍କ ଦ୍ୱାରା ପରିବେଷଣ କରାଯାଇଥିଲା ।
Continue readingନୂଆ ଖାଇ ଜୁହାର
ଓଡ଼ିଶାର ଗଣ ପର୍ବ ପବିତ୍ର ନୂଆଖାଇ ର ଶୁଭାବସରରେ ବିଶ୍ଵର କୋଣ ଅନୁକୋଣରେ ଥିବା ପ୍ରତ୍ୟେକ ଓଡିଆଙ୍କୁ ନୂଆଖାଇ ଜୁହାର । ମନେପଡେ ତୃଣମୂଳ ର କମଳ, ମହାନ୍ କବି ପଦ୍ମଶ୍ରୀ ହଳଧର ନାଗ ଙ୍କ ସେହି କ୍ଷୁଦ୍ର ପଂକ୍ତି -;“ଜୀଇଁଛୁ ବେଲକେ ଆସି ଭାଏ ବନ୍ଧୁହେମା ନୂଆଖାଇ ଭେଟ୍ସଂସାର ଡୋର୍ ଥି ବନ୍ଧା ହୋଇଥିମାଗାଁ ଯାକର ହେଇ ମେଟ୍ ।”
Continue reading


