ଭାରତୀୟ ଦଳର ଦୁଇ ସିନିୟର ଷ୍ଟାର ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ଜବରଦସ୍ତ ପ୍ରଦର୍ଶନ ବଳରେ ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ତଥା ଅନ୍ତିମ ଦିନିକିଆ କ୍ରିକେଟ୍ ମ୍ୟାଚ୍କୁ ଭାରତ ସହଜରେ ୯ ଉଇକେଟରେ ଜିତି ନେଇଛି। ସିରିଜ୍ ଆରମ୍ଭରୁ ପ୍ରଦର୍ଶନ ଲାଗି ଚାପରେ ଥିବା ରୋହିତ ଅପରାଜିତ ୧୨୧ ଓ କୋହଲି ଅପରାଜିତ ୭୪ ରନର ଇନିଂସ ଖେଳି ସମାଲୋଚକଙ୍କୁ ଚୁପ କରି ଦେଇଛନ୍ତି। ଅଷ୍ଟ୍ରେଲିଆ ପକ୍ଷରୁ ପ୍ରଦତ୍ତ ୨୩୭ ରନର ଟାର୍ଗେଟକୁ ଭାରତ ୩୮.୩ […]
Continue readingCategory Archives: ଖେଳ
ମହିଳା ବିଶ୍ୱକପ୍ ୨୦୨୫ ସେମିଫାଇନାଲରେ ଭାରତ
ICC ମହିଳା ବିଶ୍ୱକପ୍ ୨୦୨୫ର ସେମି ଫାଇନାଲରେ ଭାରତ । ଏକ ହାଇଭୋଲଟେଜ୍ ମ୍ୟାଚ୍ରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ସେମିଫାଇନାଲରେ ନିଜ ସ୍ଥାନ ପକ୍କା କରିଛି ଟିମ୍ ଇଣ୍ଡିଆ । ହରମନପ୍ରୀତ କୌରଙ୍କ ନେତୃତ୍ୱାଧୀନ ଟିମ୍ ଇଣ୍ଡିଆ ଡକୱର୍ଥ-ଲୁଇସ୍ ପଦ୍ଧତିରେ ନ୍ୟୁଜିଲାଣ୍ଡକୁ ୫୩ ରନରେ ପରାସ୍ତ କରି ସୁପର-୪ରେ ପ୍ରବେଶ କରିଛି । ଏହା ପୂର୍ବରୁ ଅଷ୍ଟ୍ରେଲିଆ, ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା ସେମିଫାଇନାଲରେ ପ୍ରବେଶ କରିସାରିଛନ୍ତି । ଆଇସିସି ମହିଳା ବିଶ୍ବକପ୍ ୨୦୨୫ର ପ୍ରଥମ ସେମିଫାଇନାଲ […]
Continue readingଅହମ୍ମଦାବାଦରେ ୨୦୩୦ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆୟୋଜନକୁ ଅନୁମୋଦନ
କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ ଅହମ୍ମଦାବାଦରେ ୨୦୩୦ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଆୟୋଜନ ପାଇଁ ଭାରତର ପ୍ରୟାସକୁ ରାଜ୍ୟଗୋଷ୍ଠୀ ସଂଘର ମଞ୍ଜୁରୀ ମିଳିବା ନେଇ ଖୁସି ବ୍ୟକ୍ତ କରିଛନ୍ତି। ଏକ୍ସ ପ୍ଲାଟଫର୍ମରେ ଏକ ପୋଷ୍ଟରେ ଶ୍ରୀ ଶାହ କହିଛନ୍ତି, “ଭାରତ ପାଇଁ ଏହା ଏକ ଅପାର ଆନନ୍ଦ ଏବଂ ଗର୍ବର ଦିନ। ଅହମ୍ମଦାବାଦରେ ରାଜ୍ୟଗୋଷ୍ଠୀ କ୍ରୀଡା ୨୦୩୦ ଆୟୋଜନ ପାଇଁ ଭାରତର ପ୍ରୟାସକୁ ରାଜ୍ୟଗୋଷ୍ଠୀ କ୍ରୀଡା ସଂଘ ଅନୁମୋଦନ କରିଥିବାରୁ ଭାରତର ପ୍ରତ୍ୟେକ […]
Continue readingପୂର୍ବତନ ଭାରତୀୟ କ୍ରିକେଟର କପିଲ ଦେବଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ
କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ନୂଆଦିଲ୍ଲୀ ଠାରେ ଭାରତର ପୂର୍ବତନ କ୍ରିକେଟ୍ ଅଧିନାୟକ ତଥା ମହାନ ଅଲରାଉଣ୍ଡର କପିଲ ଦେବ ଏବଂ ପ୍ରଫେସନାଲ ଗଲ୍ଫ ଟୋର୍ ଅଫ୍ ଇଣ୍ଡିଆ(ପିଜିଟିଆଇ)ର ସିଇଓ ଅମନଦୀପ ସିଂହ ଜୋହଲଙ୍କୁ ସାକ୍ଷାତ୍ କରିବା ସହ ବିଭିନ୍ନ ବିଷୟରେ ଆଲୋଚନା କରିଛନ୍ତି । ଏହି ଅବସରରେ କ୍ରୀଡ଼ାଭିତ୍ତିକ ଶିକ୍ଷା, ଶାରୀରିକ ସୁସ୍ଥତା, ଖେଳ ପରମ୍ପରାକୁ ସୁଦୃଢ଼ କରିବା ଉପରେ ଚର୍ଚ୍ଚା ହୋଇଥିଲା । ନୂତନ ଜାତୀୟ ଶିକ୍ଷା ନୀତି ୨୦୨୦ କିପରି […]
Continue readingଭାରତର ସେମିକଣ୍ଡକ୍ଟର ଯାତ୍ରାରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ
କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ଗୁଜରାଟ ମୁଖ୍ୟମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ର ପଟେଲଙ୍କ ଉପସ୍ଥିତିରେ ଗୁଜରାଟର ସାନନ୍ଦଠାରେ ଭାରତର ପ୍ରଥମ ଏଣ୍ଡ-ଟୁ-ଏଣ୍ଡ ସେମିକଣ୍ଡକ୍ଟର ଓଏସଏଟି ପାଇଲଟ୍ ଲାଇନ୍ ପ୍ଲାଣ୍ଟକୁ ଉଦଘାଟନ କରିଛନ୍ତି। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟିପୂର୍ଣ୍ଣ ନେତୃତ୍ୱରେ ଭାରତର ସେମିକଣ୍ଡକ୍ଟର ଯାତ୍ରାରେ ଏହା ଏକ ଐତିହାସିକ ଆରମ୍ଭ।ଏହି ଅବସରରେ ମନ୍ତ୍ରୀ କହିଛନ୍ତି, ପାଇଲଟ୍ ଲାଇନ ପ୍ଲାଣ୍ଟର ଉଦଘାଟନ ଭାରତର ସେମିକଣ୍ଡକ୍ଟର ଡିଜାଇନ୍, ଉତ୍ପାଦନ ଏବଂ ଡାଉନଷ୍ଟ୍ରିମ୍ କ୍ଷମତା […]
Continue readingଜାତୀୟ କ୍ରୀଡା ଦିବସରେ ବିହାରର ରାଜଗିରଠାରେ ପୁରୁଷ ହକି ଏସିଆ କପ ୨୦୨୫ ଆରମ୍ଭ ହେବା ଅବସରରେ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା
ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପୁରୁଷ ହକି ଏସିଆ କପ ୨୦୨୫ର ପୂର୍ବ ସନ୍ଧ୍ୟାରେ ଏସିଆର ସମସ୍ତ ଅଂଶଗ୍ରହଣକାରୀ ଦଳ, ଖେଳାଳୀ, ଅଧିକାରୀ ଏବଂ ସମର୍ଥକଙ୍କୁ ତାଙ୍କର ହୃଦୟସ୍ପର୍ଶୀ ଶୁଭକାମନା ଜଣାଇଛନ୍ତି । ଏହା ଆସନ୍ତା କାଲି, ଅଗଷ୍ଟ ୨୯ ତାରିଖରେ ବିହାରର ଐତିହାସିକ ସହର ରାଜଗିରରେ ଆରମ୍ଭ ହେବ । ଏହି ଅବସରରେ ଶ୍ରୀ ମୋଦୀ ବିହାରକୁ ପ୍ରଶଂସା କରି କହିଛନ୍ତି ଯେ, ସାମ୍ପ୍ରତିକ ସମୟରେ ଏକ ସ୍ପନ୍ଦନଶୀଳ କ୍ରୀଡା କେନ୍ଦ୍ର ଭାବରେ ନିଜର […]
Continue reading
