ବାଂଲାଦେଶକୁ ଆଉ ଏକ ଝଟକା ଦେଇଛି ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ । ଆଗାମୀ ଟ୍ବେଣ୍ଟି-୨୦ ବିଶ୍ବକପରୁ ବାଂଲାଦେଶ ଦଳକୁ ବାହାର କରିବା ପରେ ଏବେ ବାଂଲାଦେଶୀ କ୍ରୀଡ଼ା ସାମ୍ବାଦିକମାନଙ୍କୁ ଅନୁମତି ଦେବାକୁ ମନାକରିଦେଇଛି ।ସୂଚନା ଅନୁସାରେ ବାଂଲାଦେଶର ବିଭିନ୍ନ ଗଣମାଧ୍ୟମ ପାଇଁ କାମ କରୁଥିବା ପ୍ରାୟ ୧୫୦ ଜଣ କ୍ରୀଡ଼ା ସାମ୍ବାଦିକ ବିଶ୍ବକପ୍ ରିପୋର୍ଟ ନିମନ୍ତେ ଅଧିସ୍ବୀକୃତି ପାଇଁ ଆଇସିସି ନିକଟରେ ଆବେଦନ କରିଥିଲେ । କିନ୍ତୁ ଆଇସିସି ସେମାନଙ୍କ ଆବେଦନଗୁଡ଼ିକୁ ଖାରଜ କରିଦେଇଛି । ଇ-ମେଲ୍ […]
Continue readingCategory Archives: ଖେଳ
ଖେଳରେ କେହି ହାରନ୍ତି ନାହିଁ ; ଜଣେ ଜିତେ, ଅନ୍ୟଜଣେ ଶିଖେ – ଧର୍ମେନ୍ଦ୍ର ପ୍ରଧାନ
ଖେଳରେ କେହି ହାରନ୍ତି ନାହିଁ; ଜଣେ ଜିତେ, ନଚେତ୍ ଅନ୍ୟଜଣେ ଶିଖେ । ଏହି ମନ୍ତ୍ରକୁ ଆଧାର କରି ଆଜିର ଯୁବ ଖେଳାଳିମାନେ ଆଗକୁ ବଢ଼ିବା ଉଚିତ୍ ବୋଲି ଶନିବାର ସମ୍ବଲପୁରର ୪ସି ପଡ଼ିଆରେ ଆୟୋଜିତ ‘ଚତୁର୍ଥ ବାଜି ରାଉତ କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ୨୦୨୫-୨୬’ର ଉଦଯାପନୀ ସମାରୋହରେ ଯୋଗଦେବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଅବସରରେ ସେ କହିଛନ୍ତି ଯେ, ଆମ ଦେଶର […]
Continue readingବନ୍ଧୁ ସ୍ମୃତିରେ କ୍ରିକେଟ ମହାକୁମ୍ଭ
ଆସନ୍ତା ୧୭ରୁ ଆରମ୍ଭ ହେବ ‘ଗୁରୁପ୍ରସାଦ ମେମୋରିଆଲ ନାଇଟ୍ ଟୁର୍ନାମେଣ୍ଟ ନିରାକାରପୁର: ନିଜ ପ୍ରିୟ ବନ୍ଧୁ ଗୁରୁପ୍ରସାଦ (ଗଗି)ଙ୍କ ଅମ୍ଲାନ ସ୍ମୃତିକୁ ଜୀବନ୍ତ ରଖିବା ପାଇଁ ଆୟୋଜିତ ହେବାକୁ ଯାଉଛି ଏକ ଭବ୍ୟ ନାଇଟ୍ କ୍ରିକେଟ ଟୁର୍ନାମେଣ୍ଟ। ଆସନ୍ତା ଜାନୁୟାରୀ ୧୭ ତାରିଖ (ଶନିବାର) ସନ୍ଧ୍ୟାରେ ଏହି ‘ଗୁରୁପ୍ରସାଦ ମେମୋରିଆଲ ନାଇଟ୍ କ୍ରିକେଟ ଟୁର୍ନାମେଣ୍ଟ’ର ଶୁଭାରମ୍ଭ ହେବ। କ୍ରିକେଟର ରୋମାଞ୍ଚ ସହିତ ସାଂସ୍କୃତିକ କାର୍ଯ୍ୟକ୍ରମର ଆସର ଦେଖିବାକୁ ମିଳିବ। ୧୭ ତାରିଖ ସନ୍ଧ୍ୟା ୫ଟାରୁ ରଙ୍ଗାରଙ୍ଗ ସାଂସ୍କୃତିକ […]
Continue readingଦ୍ୱିତୀୟ ଦିନିକିଆ ବଦଳିବ ଟିମ ଇଣ୍ଡିଆର ରୂପ , ଡେବ୍ୟୁ କରିବେ ଆୟୁଷ
ରାଜକୋଟରେ ବୁଧବାର ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ସିରିଜର ଦ୍ୱିତୀୟ ଦିନିକିଆ ଖେଳାଯିବ । ଭାରତ ୩ଟି ମ୍ୟାଚ ବିଶିଷ୍ଟ ସିରିଜରେ ୧-୦ରେ ଆଗୁଆ ରହିଛି । ଦଳ ଦ୍ୱିତୀୟ ଦିନିକିଆ ଜିତି ସିରିଜ୍ ଉପରେ ଆଗୁଆ କବଜା କରିବାକୁ ଲକ୍ଷ୍ୟ ରଖିବ । ନ୍ୟୁଜିଲାଣ୍ଡ ଦଳ ଦ୍ୱିତୀୟ ମ୍ୟାଚ୍ ଜିତି ସିରିଜକୁ ଫେରିବାକୁ ପ୍ରୟାସ କରିବ । ଏଥିପାଇଁ ଭାରତୀୟ ଟିମ ମଜବୁତ ପ୍ଲେଇଂ ଇଲେଭେନ ସହିତ ମଇଦାନକୁ ଓହ୍ଲାଇବ । ଦ୍ୱିତୀୟ ଦିନିକିଆ ପୂର୍ବରୁ […]
Continue reading



