ଆସନ୍ତାକାଲି ଅର୍ଥାତ ମାର୍ଚ୍ଚ ୩୧ସୁଦ୍ଧା ଦେଶକୁ ନକ୍ସଲବାଦରୁ ସମ୍ପୂର୍ଣ୍ଣ ମୁକ୍ତ କରିବା ପାଇଁ ପ୍ରତିଶୃତି ଦେଇଥିଲେ ଗୃହମନ୍ତ୍ରୀ ଅମିତ ଶାହ। ଯାହାକୁ ନେଇ ସେ ଆଜି ସଂସଦରେ ନିଜର ଅଭିଭାଷଣ ରଖିଛନ୍ତି। ଏଥିରେ ସେ କଂଗ୍ରେସକୁ ନିଶାଣ କରି ବର୍ଷିଛନ୍ତି। ଶାହ କହିଛନ୍ତି, ଶେଷରେ ସଂସଦରେ ୧୯୭୦ ରୁ ୨୦୨୬ ପର୍ଯ୍ୟନ୍ତ ଘଟିଥିବା ଅନେକ ଘଟଣାକ୍ରମ ସମ୍ପର୍କରେ ଆଲୋଚନା ହେଉଛି। ଯାହା ଆମ ଦେଶ ଏବଂ ଆମ ସମସ୍ତଙ୍କ ପାଇଁ ଗଭୀର ମହତ୍ତ୍ୱ ରଖେ। ଆଜି ବସ୍ତରରୁ […]
Continue readingTag Archives: dharmendra
ସାଇବର ଅପରାଧୀଙ୍କ ବିରୁଦ୍ଧରେ ଏକ ବ୍ୟାପକ “ଡିଜିଟାଲ୍ ଷ୍ଟ୍ରାଇକ୍” ଆରମ୍ଭ,୮୩, ୮୬୭ଟି ହ୍ବାଟ୍ସ ଆକାଉଣ୍ଟକୁ ବ୍ୟାନ
ବଢ଼ୁଥିବା ଡିଜିଟାଲ୍ ଆରେଷ୍ଟ ଏବଂ ନିବେଶ ନାଁରେ ଠକେଇ ରୋକିବା ଦିଗରେ ପୁଣି ବଡ଼ କାର୍ଯ୍ୟାନୁଷ୍ଠାନ। ସୋମବାର ଗୃହ ମନ୍ତ୍ରଣାଳୟ ସାଇବର ଶାଖା ଏବଂ ଭାରତୀୟ ସାଇବର ଅପରାଧ ସମନ୍ୱୟ କେନ୍ଦ୍ର (I4C), ସାଇବର ଅପରାଧୀଙ୍କ ବିରୁଦ୍ଧରେ ଏକ ବ୍ୟାପକ “ଡିଜିଟାଲ୍ ଷ୍ଟ୍ରାଇକ୍” ଆରମ୍ଭ କରିଛି। ମିଳିଥିବା ସୂଚନା ଅନୁସାରେ, ସାଇବର ଶାଖା ଚଳିତ ବର୍ଷରେ ଏପର୍ଯ୍ୟନ୍ତ ୩,୯୬୨ଟି ସ୍କାଇପ୍ ଆଇଡି ଏବଂ ୮୩, ୮୬୭ଟି ହ୍ବାଟ୍ସ ଆକାଉଣ୍ଟକୁ ବ୍ୟାନ କରିଛି। ଦୂରସଂଚାର ବିଭାଗ (DoT), ପୋଲିସ […]
Continue readingଆମେରିକା ବିନା ନୋଟୋ କେବଳ ଏକ ‘କାଗଜ ବାଘ’ – ଟ୍ରମ୍ପ
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ବିରୋଧରେ ହୋର୍ମୁଜ ଷ୍ଟ୍ରେଟ୍ କୁ ସୁରକ୍ଷିତ କରିବାରେ ସହାୟତା ନ କରିବା କାରଣରୁ ଉତ୍ତର ଆଟଲାଣ୍ଟିକ୍ ଚୁକ୍ତି ସଂଗଠନ (ନାଟୋ) ଉପରେ ବର୍ଷିଛନ୍ତି। ସେ ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥ ସୋସାଲରେ ନାଟୋକୁ ଭୟାଳୁ ବୋଲି କହିଥିବା ବେଳେ ଆମେରିକା ବିନା ନୋଟୋ କେବଳ ଏକ ‘କାଗଜ ବାଘ’ ବୋଲି କହିଛନ୍ତି। ଟ୍ରମ୍ପ ଅଭିଯୋଗ କରିଛନ୍ତି ଯେ ସହଯୋଗୀ ଦେଶ ଇରାନର ପରମାଣୁ ବିପଦକୁ ରୋକିବା ଲଢେଇରେ ସାମିଲ […]
Continue readingଦଳ ବିରୋଧୀ କର୍ଯ୍ୟ ପାଇଁ ୧୦ ଜଣ ବିଜୁ ଯୁବ ଏବଂ ଛାତ୍ର ନେତାଙ୍କୁ ଧଳରୁ ନିଲମ୍ବିତ କଲା ବିଜେଡି
ଦଳ ବିରୋଧୀ କର୍ଯ୍ୟ ପାଇଁ ୧୦ ଜଣ ବିଜୁ ଯୁବ ଏବଂ ଛାତ୍ର ନେତାଙ୍କୁ ଧଳରୁ ନିଲମ୍ବିତ କଲା ବିଜେଡି। ଶୁକ୍ରବାର ଏନେଇ ଦଳ ପକ୍ଷରୁ ବିବୃତ୍ତି ଜାରି କରାଯାଇ ସୂଚନା ଦିଆଯାଇଛି। ନିଲମ୍ବିତଙ୍କ ମଧ୍ୟରୁ ୭ ଜଣ ଛାତ୍ର ନେତା ହୋଇଥିବା ବେଳେ ୩ ଯୁବ ନେତା ଅଛନ୍ତି। ବିଜେଡିରୁ ନିଲମ୍ବିତ ହୋଇଥିବା ୩ ଯୁବ ନେତା ହେଲେ- ସାଧାରଣ ସମ୍ପାଦକ ଅଶୋକ ମିଶ୍ର,ଶୋଭନ ମହାନ୍ତି ଏବଂ ଅନୁପମ ଶତପଥି। ସେହିଭଳି ନିଲମ୍ବିତ ହୋଇଥିବା ବିଜୁ […]
Continue readingନବୀନ ନିବାସରେ ଦଳର ବଡ ବୈଠକ,ବୈଠକ ପରେ ପ୍ରୀତିରଞ୍ଜନ ଘଡାଇଙ୍କ ବିସ୍ପୋରକ ବୟାନ
ବିଜେଡିରେ ପୁଣି ହଲଚଲ । କାରଣ ନବୀନ ନିବାସରେ ଦଳର ବଡ ବୈଠକ ବସିଛି । ଏହି ବୈଠକରେ ପ୍ରମିଳା ମଲ୍ଲିକ, ସଞ୍ଜୟ ଦାସବର୍ମା, ପ୍ରତାପ ଜେନାଙ୍କ ସମେତ ବରିଷ୍ଠ ନେତା ଉପସ୍ଥିତ ରହିଛନ୍ତି । ନିକଟରେ ଦଳ ଦୁଇ ଜଣ ସିଟିଂ ବିଧାୟକଙ୍କୁ ନିଲମ୍ବନ କରିବା ପରେ ଦଳରେ କମ୍ପନ ସୃଷ୍ଟି ହୋଇଥିଲା । ଦୁଇ ବିଧାୟକ ଅରବିନ୍ଦ ମହାପାତ୍ର ଓ ସନାତନ ମହାକୁଡଙ୍କୁ ନିଲମ୍ବନ କରାଯିବା ପରେ ଆଜି ନବୀନ ନିବାସରେ ଏହି ବଡ […]
Continue readingଓଡ଼ିଶାରେ ଏପ୍ରିଲ୍ ୧୬ରୁ ପ୍ରଥମ ପର୍ଯ୍ୟାୟ ଜନଗଣନା ଆରମ୍ଭ ହେବ
ଜନଗଣନା ନେଇ ରାଜସ୍ବ ବିଭାଗ ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି । ଓଡ଼ିଶାରେ ଏପ୍ରିଲ୍ ୧୬ରୁ ପ୍ରଥମ ପର୍ଯ୍ୟାୟ ଜନଗଣନା ଆରମ୍ଭ ହେବ । ପ୍ରଥମ ପର୍ଯ୍ୟାୟରେ ୩୦ ଦିନ ଧରି ଚାଲିବ ଗଣନା । ଏପ୍ରିଲ୍ ୧୬ରୁ ମେ ୧୫ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ଜନଗଣନା ହେବ । ତେବେ ଦ୍ବିତୀୟ ପର୍ଯ୍ୟାୟ ଜନଗଣନା କେବେ ହେବ ସେନେଇ ତାରିଖ ଘୋଷଣା କରାଯାଇ ନାହିଁ । ଜନଗଣନା କାର୍ଯ୍ୟ ପାଇଁ ରାଜ୍ୟରେ ପ୍ରାୟ ଏକ ଲକ୍ଷ […]
Continue readingଓଡ଼ିଶା ଆଜି ‘ପୂର୍ବୋଦୟର ଗେଟୱେ’ ଭାବେ ଛିଡ଼ା ହୋଇଛି
‘ବିକଶିତ ଭାରତ’ ପାଇଁ ‘ପୂର୍ବୋଦୟ’ ହେଉଛି ଅଭିବୃଦ୍ଧିର ଇଞ୍ଜିନ । ଏହି ଆହ୍ୱାନ ମଧ୍ୟରେ ଥିବା ସମ୍ଭାବନାକୁ ବାସ୍ତବର ରୂପ ଦେବା ସହ ସୁଯୋଗର ସମ୍ପୂର୍ଣ୍ଣ ଲାଭ ନେବା ପାଇଁ ସମସ୍ତେ ମିଳିତ ଭାବେ ଆଗେଇ ଆସିବା ଦରକାର ବୋଲି ଭୁବନେଶ୍ୱର ଠାରେ ‘ପୂର୍ବୋଦୟ ଦୃଷ୍ଟିକୋଣ – ୨୦୨୫’ ଉପରେ ଆୟୋଜିତ ଆନ୍ତର୍ଜାତୀୟ ସମ୍ମିଳନୀର ତୃତୀୟ ସଂସ୍କରଣରେ ଭିଡ଼ିଓ ବାର୍ତ୍ତା ମାଧ୍ୟମରେ ସମ୍ବୋଧିତ କରି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବୈଦେଶିକ ବ୍ୟାପାର […]
Continue reading






