ମୁଖ୍ୟ ଖବର

ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ‘ନିଶାମୁକ୍ତ କ୍ୟାମ୍ପସ ଅଭିଯାନ’ର ଶୁଭାରମ୍ଭ

ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ‘ନିଶାମୁକ୍ତ କ୍ୟାମ୍ପସ ଅଭିଯାନ’ର ଶୁଭାରମ୍ଭ

‘ନିଶାମୁକ୍ତ କ୍ୟାମ୍ପସ ଅଭିଯାନ’କୁ ସଫଳ କରିବା ପାଇଁ ନେବା ଦୃଢ଼ ସଂକଳ୍ପ – ଧର୍ମେନ୍ଦ୍ର ପ୍ରଧାନ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ପରିସରରେ ଆଜି ଭାରତର ମାନ୍ୟବର ଉପରାଷ୍ଟ୍ରପତି ଶ୍ରୀ ସି.ପି. ରାଧାକ୍ରିଷ୍ଣନ ଏବଂ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କରକମଳରେ ‘ନିଶାମୁକ୍ତ କ୍ୟାମ୍ପସ ଅଭିଯାନ’ ଶୁଭାରମ୍ଭ ହୋଇଯାଇଛି । ଶିକ୍ଷା ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ, ଏହା କେବଳ ଏକ ଅଭିଯାନ ନୁହେଁ, ବରଂ ଆମର ଯୁବଶକ୍ତି, ସମାଜ ଏବଂ ରାଷ୍ଟ୍ର ପ୍ରତି ଏକ […]

ଆଇଆଇଟି ମାଡ୍ରାସରେ ‘ପୋଙ୍ଗଲ ପର୍ବ’ ପାଳିଲେ କେନ୍ଦ୍ରମନ୍ତ୍ରୀ

ଆଇଆଇଟି ମାଡ୍ରାସରେ ‘ପୋଙ୍ଗଲ ପର୍ବ’ ପାଳିଲେ କେନ୍ଦ୍ରମନ୍ତ୍ରୀ

କୃତଜ୍ଞତା, ସମୃଦ୍ଧି ଏବଂ ସାଂସ୍କୃତିକ ଐତିହ୍ୟର ପ୍ରତୀକ ପୋଙ୍ଗଲ –ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଚେନ୍ନାଇ ସ୍ଥିତ ଆଇଆଇଟି ମାଡ୍ରାସ ପରିସରରେ ଛାତ୍ରଛାତ୍ରୀ ଏବଂ ଶିକ୍ଷକମାନଙ୍କ ସହ ପାରମ୍ପରିକ ପୋଷାକ ପିନ୍ଧି ତାମିଲନାଡୁର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ପୋଙ୍ଗଲ’ ପର୍ବ ପାଳନ କରିଛନ୍ତି । ପ୍ରତିଷ୍ଠାନର କମ୍ୟୁନିଟି ହଲ୍‌ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶ୍ରୀ ପ୍ରଧାନ ସାମିଲ ହୋଇ ଅମଳର ଏହି ପର୍ବକୁ ଉପଭୋଗ କରିଥିଲେ । ଏହି ଅବସରରେ ଶ୍ରୀ […]

ମକର ସଂକ୍ରାନ୍ତି, ବ୍ୟାସକବି ଜୟନ୍ତୀ

ମକର ସଂକ୍ରାନ୍ତି, ବ୍ୟାସକବି ଜୟନ୍ତୀ

ଆଧ୍ୟାତ୍ମିକତା ଓ ଅସ୍ମିତାର ମହାମିଳନ: ପବିତ୍ର ମକର ସଂକ୍ରାନ୍ତି ଓ ବ୍ୟାସକବି ଜୟନ୍ତୀ ପବିତ୍ର ମକର ସଂକ୍ରାନ୍ତି, ଯାହା ହଜାର ହଜାର ବର୍ଷ ଧରି ସମଗ୍ର ଭାରତ ବର୍ଷରେ କେବଳ ନୁହେଁ, ଅବିଭକ୍ତ ଭାରତ ତଥା ବିଦେଶର ଅନେକ ଦେଶରେ ସୂର୍ଯ୍ୟ ଉପାସନା ର କେବଳ ପର୍ବ ନୁହେଁ ଅଧିକନ୍ତୁ ବହୁବିଧ ଦର୍ଶନ ଆଧାରିତ ପର୍ବ ଭାବେ ପାଳିତ ହୋଇଆସୁଛି । ଆଜି ମହାଭାରତର ପିତାମହ ଭୀଷ୍ମଙ୍କ ମହାଭାରତମହାପ୍ରୟାଣ ଦିବସ ହୋଇଥିବା ବେଳେ ଓଡ଼ିଆ ଭାଷା ଆନ୍ଦୋଳନର […]

ବନ୍ଧୁ ସ୍ମୃତିରେ କ୍ରିକେଟ ମହାକୁମ୍ଭ

ବନ୍ଧୁ ସ୍ମୃତିରେ କ୍ରିକେଟ ମହାକୁମ୍ଭ

ଆସନ୍ତା ୧୭ରୁ ଆରମ୍ଭ ହେବ ‘ଗୁରୁପ୍ରସାଦ ମେମୋରିଆଲ ନାଇଟ୍ ଟୁର୍ନାମେଣ୍ଟ ନିରାକାରପୁର: ନିଜ ପ୍ରିୟ ବନ୍ଧୁ ଗୁରୁପ୍ରସାଦ (ଗଗି)ଙ୍କ ଅମ୍ଲାନ ସ୍ମୃତିକୁ ଜୀବନ୍ତ ରଖିବା ପାଇଁ ଆୟୋଜିତ ହେବାକୁ ଯାଉଛି ଏକ ଭବ୍ୟ ନାଇଟ୍ କ୍ରିକେଟ ଟୁର୍ନାମେଣ୍ଟ। ଆସନ୍ତା ଜାନୁୟାରୀ ୧୭ ତାରିଖ (ଶନିବାର) ସନ୍ଧ୍ୟାରେ ଏହି ‘ଗୁରୁପ୍ରସାଦ ମେମୋରିଆଲ ନାଇଟ୍ କ୍ରିକେଟ ଟୁର୍ନାମେଣ୍ଟ’ର ଶୁଭାରମ୍ଭ ହେବ। କ୍ରିକେଟର ରୋମାଞ୍ଚ ସହିତ ସାଂସ୍କୃତିକ କାର୍ଯ୍ୟକ୍ରମର ଆସର ଦେଖିବାକୁ ମିଳିବ। ୧୭ ତାରିଖ ସନ୍ଧ୍ୟା ୫ଟାରୁ ରଙ୍ଗାରଙ୍ଗ ସାଂସ୍କୃତିକ […]

ଶ୍ରୀକ୍ଷେତ୍ରରେ ସାହିତ୍ୟ ଓ ସଂସ୍କୃତିର ମହାମିଳନ: ‘ଶ୍ରୀପର୍ଣ୍ଣା’ର ୩୯ତମ ମକର ଉତ୍ସବରେ ପୁସ୍ତକ “ଆରବୀୟ ରଜନୀ କାହାଣୀ” ଲୋକାର୍ପିତ

ଶ୍ରୀକ୍ଷେତ୍ରରେ ସାହିତ୍ୟ ଓ ସଂସ୍କୃତିର ମହାମିଳନ: ‘ଶ୍ରୀପର୍ଣ୍ଣା’ର ୩୯ତମ ମକର ଉତ୍ସବରେ ପୁସ୍ତକ “ଆରବୀୟ ରଜନୀ କାହାଣୀ” ଲୋକାର୍ପିତ

ପୁରୀ, ୧୪/୦୧ : ପବିତ୍ର ମକର ସଂକ୍ରାନ୍ତି ଅବସରରେ ଶ୍ରୀକ୍ଷେତ୍ର ପୁରୀସ୍ଥିତ ୟୁଥ୍ ହଷ୍ଟେଲ ସଭାକକ୍ଷରେ ଅନୁଷ୍ଠାନ ‘ଶ୍ରୀପର୍ଣ୍ଣା’ ପକ୍ଷରୁ ୩୯ତମ ମକର ମିଳନ, କବିତା ପାଠ ଓ ପୁସ୍ତକ ଲୋକାର୍ପଣ ଉତ୍ସବ ଅତ୍ୟନ୍ତ ଆଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଶ୍ରୀମତୀ ସୁଜାତା ସିହ୍ନାଙ୍କ ଦ୍ୱାରା ଇଂରାଜୀର ବିଖ୍ୟାତ ଶିଶୁ କିଶୋର ଗଳ୍ପ ପୁସ୍ତକ “ଆରବୀୟ ରଜନୀ”ର ଓଡ଼ିଆ ଅନୁବାଦ “ଆରବୀୟ ରଜନୀ କାହାଣୀ” ଲୋକାର୍ପିତ ହୋଇଛି। ସାରସ୍ୱତ ଆସରର ଶୁଭାରମ୍ଭ ପ୍ରଖ୍ୟାତ ପ୍ରାବନ୍ଧିକ […]

Wheather

BHUBANESWAR PUR WEATHER
January 2026
M T W T F S S
 1234
567891011
12131415161718
19202122232425
262728293031