ବହୁ ସଂଘର୍ଷ ରକ୍ତପାତ ପରେ ଖୋଲିଲା ବିବାଦୀୟ ହର୍ମୁଜ ପ୍ରଣାଳୀ । ଏବେ ଏହି ପ୍ରଣାଳୀ ଦେଇ ସବୁ ଜାହାଜ ଯାତାୟତ କରିପାରିବେ। ଏନେଇ ଇରାନର ବୈଦେଶିକ ମନ୍ତ୍ରୀ ଆବ୍ବାସ ଆରାଘଚି ଘୋଷଣା କରିଛନ୍ତି । ତେବେ ଲେବାନନ ଏବଂ ଇସ୍ରାଏଲ ମଧ୍ୟରେ ଅସ୍ତ୍ରବିରତି ଅବଧି ଶେଷ ହେବା ଯାଏଁ ଖୋଲା ରହିବ ହର୍ମୁଜ ପ୍ରଣାଳୀ । ଫେବୃଆରୀ ୨୮ରେ ଆମେରିକା ଆକ୍ରମଣ କରିବା ପରେ ମାର୍ଚ୍ଚ ୬ରେ ହର୍ମୁଜକୁ ବନ୍ଦ କରି ଦେଇଥିଲା ଇରାନ ।ଏକ ପୋଷ୍ଟରେ ବୈଦେଶିକ […]
Continue readingDaily Archives: April 18, 2026
ଲୋକସଭାରେ କାଟ୍ ଖାଇଛି ମହିଳା ସଂରକ୍ଷଣ ଏବଂ ସୀମା ପୁନଃନିର୍ଦ୍ଧାରଣ ବିଲ୍
ଲୋକସଭାରେ ଶୁକ୍ରବାର କାଟ୍ ଖାଇଛି ମହିଳା ସଂରକ୍ଷଣ ଏବଂ ସୀମା ପୁନଃନିର୍ଦ୍ଧାରଣ ବିଲ୍ । ସଂସଦରେ ବିଜେପିର ପରାଜୟ ହୋଇଛି, ହେଲେ ଏବେ ସଡ଼କରେ ହୋଇପାରେ ଅସଲି ସଂଗ୍ରାମ । ଲୋକସଭାରେ ଦୁଇ ଦିନ ଆଲୋଚନା ପରେ, ମହିଳା ସଂରକ୍ଷଣ ବିଲ୍ ଉପସ୍ଥାପିତ ହୋଇଥିଲା। ବିଲ୍ ସପକ୍ଷରେ ୨୯୮ ଏବଂ ବିପକ୍ଷରେ ୨୩୦ ଭୋଟ ପଡ଼ିଥିଲା । ଅର୍ଥାତ୍ ବିଲ୍ ଦୁଇ-ତୃତୀୟାଂଶ ବହୁମତ ହାସଲ କରିପାରିନଥିଲା। ମହିଳା ସଂରକ୍ଷଣ ବିଲ୍ ସଂସଦରେ ଫେଲ୍ ହୋଇଥିଲେ ମଧ୍ୟ, ବିଜେପି […]
Continue reading

