ଆଜି ପବିତ୍ର ଅକ୍ଷୟ ତୃତୀୟା ତଥା ଓଡ଼ିଆ ଜାତିର ଗର୍ବ ଗୈାରବ , ମେଧା ପତାକା ଉତ୍ତୋଳକ କବିରାଜ ଜୟଦେବଙ୍କ ପବିତ୍ର ଜୟନ୍ତୀ । ବିଶେଷ କରି ବ୍ୟକ୍ତିଗତ ଭାବେ ଆମ ପାଇଁ ମଧ୍ୟ ଏକ ସ୍ମରଣୀୟ ତିଥି । ଆଜି ର ତିଥି ରେ ଆମ ଜନ୍ମଦାତ୍ରୀ ଜନ୍ମ ଗ୍ରହଣ କରିଥିଲା । ବୋଉ ବଞ୍ଚିଥିଲେ ଆଜି ଆମେ ତା’ର ଜନ୍ମ ଶତବାର୍ଷିକୀ ପାଳନ କରିବାର ସୌଭାଗ୍ୟ ଲାଭ କରିଥାନ୍ତୁ । ପ୍ରଭୁ ଆମକୁ ସେ […]
Continue readingDaily Archives: April 20, 2026
ଅକ୍ଷୟ ତୃତୀୟା: ସମୃଦ୍ଧି ଓ ପରମ୍ପରାର ମହାମିଳନ
ବୈଶାଖ ମାସ ଶୁକ୍ଳପକ୍ଷ ତୃତୀୟା ତିଥିରେ ପାଳିତ ହୁଏ ପବିତ୍ର ‘ଅକ୍ଷୟ ତୃତୀୟା’। ଭାରତୀୟ ସଂସ୍କୃତିରେ ଏହା ଏକ ଅତ୍ୟନ୍ତ ଶୁଭ ମୁହୂର୍ତ୍ତ ଭାବେ ଗଣ୍ୟ ହୁଏ। ‘ଅକ୍ଷୟ’ର ଅର୍ଥ ହେଉଛି ଯାହାର କେବେ କ୍ଷୟ ହୁଏ ନାହିଁ। ମାନ୍ୟତା ରହିଛି ଯେ, ଏହି ଦିନ କରାଯାଇଥିବା ଶୁଭ କାର୍ଯ୍ୟ ବା ଦାନର ଫଳ ଅନନ୍ତ କାଳ ପର୍ଯ୍ୟନ୍ତ ରହିଥାଏ। ଓଡ଼ିଆ ପରମ୍ପରାରେ ଅକ୍ଷୟ ତୃତୀୟାର ମହତ୍ତ୍ୱ ସବୁଠୁ ନିଆରା। ଏହି ଦିନଠାରୁ ହିଁ ବିଶ୍ୱପ୍ରସିଦ୍ଧ ରଥଯାତ୍ରା […]
Continue readingପାକିସ୍ତାନକୁ ବିଶ୍ୱାସ କରିବା ବିପଜ୍ଜନକ
ପଶ୍ଚିମ ଏସିଆରେ ବଢ଼ୁଥିବା ଯୁଦ୍ଧାବସ୍ଥା ମଧ୍ୟରେ ପାକିସ୍ତାନ ସେନାମୁଖ୍ୟ ଫିଲ୍ଡ ମାର୍ଶଲ ଅସୀମ ମୁନିରଙ୍କ ଇରାନ ଗସ୍ତ ବିଶ୍ୱ ସମୁଦାୟର ନଜରକୁ ଆକର୍ଷିତ କରିଛି। ଆମେରିକା ଓ ଇରାନ ମଧ୍ୟରେ ତିକ୍ତତା ଚରମ ସୀମାରେ ଥିବା ବେଳେ ମୁନିର ଜଣେ ମଧ୍ୟସ୍ଥି ଭାବେ ଉଭୟ ଦେଶ ସହ ସମ୍ପର୍କ ରଖିଛନ୍ତି। ମାତ୍ର ଏହି ସମ୍ପର୍କକୁ ନେଇ ଆମେରିକାର ଗୁଇନ୍ଦା ଓ ପ୍ରତିରକ୍ଷା ବିଶ୍ଳେଷକମାନେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ସତର୍କ କରାଇ ଦେଇଛନ୍ତି। ଅସୀମ ମୁନିର ହେଉଛନ୍ତି ପ୍ରଥମ […]
Continue readingଓଡିଶାରେ ୯୦,୦୦୦ କୋଟି ଟଙ୍କାର ରେଳ ଭିତ୍ତିଭୂମି ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି : ଶ୍ରୀ ଅଶ୍ୱିନୀ ବୈଷ୍ଣବ
ଭୁବନେଶ୍ୱରରେ ଭାରତର ପ୍ରଥମ ଉନ୍ନତ ୩ଡି ଗ୍ଲାସ୍ ସେମିକଣ୍ଡକ୍ଟର ପ୍ୟାକେଜିଂ ୟୁନିଟର ଭିତ୍ତିପ୍ରସ୍ତର ସ୍ଥାପନ ସମାରୋହ ଅବସରରେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓଡ଼ିଶାରେ ରେଳ ଭିତ୍ତିଭୂମିର ଦ୍ରୁତ ପରିବର୍ତ୍ତନ ଉପରେ ଗୁରୁତ୍ୱାରୋପ କରି ସମଗ୍ର ରାଜ୍ୟରେ ସଂଯୋଗ ଏବଂ କ୍ଷମତା ବୃଦ୍ଧି ଉପରେ ସରକାର ସର୍ବାଧିକ ଗୁରୁତ୍ବ ଦେଉଥିବା କହିଛନ୍ତି ।କାର୍ଯ୍ୟକାରୀ ହେଉଥିବା ୯୦,୦୦୦ କୋଟି ଟଙ୍କାର ରେଳ ପ୍ରକଳ୍ପ ଶ୍ରୀ ବୈଷ୍ଣବ ସୂଚନା ଦେଇଛନ୍ତି ଯେ ଓଡ଼ିଶାରେ ବର୍ତ୍ତମାନ ୯୦,୦୦୦ କୋଟି ଟଙ୍କାରୁ ଅଧିକ […]
Continue reading



