ବଙ୍ଗଳାର ନିର୍ବାଚନ ଫଳାଫଳ ପୂର୍ବରୁ, ଭାଜପା ର ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକରା

ବଙ୍ଗଳାର ନିର୍ବାଚନ ଫଳାଫଳ ପୂର୍ବରୁ, ଭାଜପା ର ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକରା

ପଶ୍ଚିମବଙ୍ଗ ସମେତ ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନର ଫଳାଫଳ ସୋମବାର, ମେ ୪ ତାରିଖରେ ଘୋଷଣା ହେବାକୁ ଯାଉଛି। ପଶ୍ଚିମବଙ୍ଗ ଭାଜପା ପାଇଁ ଗୁରୁତ୍ୱପୂର୍ଣ୍ଣ ରାଜ୍ୟ। ତେଣୁ, ବଙ୍ଗଳାର ନିର୍ବାଚନ ଫଳାଫଳ ପୂର୍ବରୁ, ଭାଜପା ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଛି। ବିଶେଷକରି, ମେ ୪ ତାରିଖରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ବିଧାନସଭା ନିର୍ବାଚନ ପାଇଁ ଭୋଟ ଗଣନା ପୂର୍ବରୁ ଭାଜପା ଏହାର ପ୍ରସ୍ତୁତି ସମୀକ୍ଷା କରିବା ପାଇଁ ଶନିବାର କୋଲକାତାରେ ଏକ ଉଚ୍ଚସ୍ତରୀୟ ବୈଠକ କରିଛି।ଏହି ବୈଠକ […]

Continue reading
ଇଭିଏମ୍ ସୁରକ୍ଷାକୁ ନେଇ ନିର୍ବାଚନ କମିଶନଙ୍କୁ କଡ଼ା ଚେତାବନୀ ଦେଲେ ମମତା

ଇଭିଏମ୍ ସୁରକ୍ଷାକୁ ନେଇ ନିର୍ବାଚନ କମିଶନଙ୍କୁ କଡ଼ା ଚେତାବନୀ ଦେଲେ ମମତା

ପଶ୍ଚିମବଙ୍ଗ ନିର୍ବାଚନର ଭୋଟ୍ ଗଣତି ପୂର୍ବରୁ ଷ୍ଟ୍ରଙ୍ଗ୍ ରୁମ୍ ସୁରକ୍ଷାକୁ ନେଇ ରାଜନୈତିକ ପାରଦ ଗରମ ହୋଇଛି। ଶୁକ୍ରବାର ଦକ୍ଷିଣ କୋଲକାତାର ଏକ ଷ୍ଟ୍ରଙ୍ଗ୍ ରୁମରେ ପ୍ରାୟ ୩ ଘଣ୍ଟାରୁ ଅଧିକ ସମୟ ବିତାଇବା ପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କଡ଼ା ଚେତାବନୀ ଦେଇ କହିଛନ୍ତି ଯେ, ଯଦି କେହି ଇଭିଏମ୍ ସହ ହେରଫେର କିମ୍ବା ଭୋଟ୍ ଗଣତିରେ କୌଣସି ପ୍ରକାରର ଜାଲିଆତି କରିବାକୁ ଚେଷ୍ଟା କରେ, ତେବେ ତୃଣମୂଳ କଂଗ୍ରେସ ଏକ “ଜୀବନ-ମରଣ” ଲଢ଼େଇ ଲଢ଼ିବ।ମମତା […]

Continue reading
ପଣ୍ଡିତ ରଘୁନାଥ ମୁର୍ମୁ ଙ୍କ ପବିତ୍ର ଜୟନ୍ତୀ

ପଣ୍ଡିତ ରଘୁନାଥ ମୁର୍ମୁ ଙ୍କ ପବିତ୍ର ଜୟନ୍ତୀ

ଆଜି ଅବିସ୍ମରଣୀୟ ମହାନ୍ ପ୍ରତିଭା ତଥା ଅତୁଳନୀୟ ଭାଷା ପ୍ରାଣ ପଣ୍ଡିତ ରଘୁନାଥ ମୁର୍ମୁ ଙ୍କ ପବିତ୍ର ଜୟନ୍ତୀ ଅବସରରେ ତାଙ୍କର ଅମୃତ ଅମ୍ଲାନ ସ୍ମୃତି ପ୍ରତି କୋଟି କୋଟି ପ୍ରଣାମ ଜଣାଉଛୁ । ୧୯୦୫ ମସିହା, ବୈଶାଖ ପୂର୍ଣ୍ଣିମା ବା ବୁଦ୍ଧ ପୂର୍ଣ୍ଣିମା ଅବା ଚନ୍ଦନ ପୂର୍ଣ୍ଣିମା , ଇଂରାଜୀ ତାରିଖ ମେ ମାସ ୧୮ ତାରିଖରେ ଏହି ଲିପି ଓ ଭାଷା ଗବେଷକ ଡହରଡିହା ଗାଁ (ଦାଣ୍ଡବୋସ) ରେ ଏକ ସାନ୍ତାଳ ପରିବାରରେ ଜନ୍ମଗ୍ରହଣ […]

Continue reading