ଭୁବନେଶ୍ୱର: ରାଜ୍ୟବାସୀଙ୍କ ପାଇଁ ପୁଣି ଏକ ଚିନ୍ତାଜନକ ଖବର। ବଙ୍ଗୋପସାଗରରେ ଏକ ସମ୍ଭାବ୍ୟ ବାତ୍ୟା ସୃଷ୍ଟି ହେବାର ଆଶଙ୍କା ଘନେଇବାରେ ଲାଗିଛି। ଭାରତୀୟ ପାଣିପାଗ ବିଭାଗ (IMD) ର ସୂଚନା ଅନୁଯାୟୀ, ଗତ ୧୧ ତାରିଖରୁ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି, ଯାହା ଧିରେ ଧିରେ ଶକ୍ତିଶାଳୀ ହେବାରେ ଲାଗିଛି। ଏହାର ପ୍ରଭାବ ଓଡ଼ିଶା ଉପରେ କେତେ ପଡ଼ିବ, ତାହା ଆସନ୍ତା ୧୩ ତାରିଖ ସୁଦ୍ଧା ସ୍ପଷ୍ଟ ହେବ। ପାଣିପାଗ ବିଜ୍ଞାନୀଙ୍କ ଅନୁମାନ ଅନୁଯାୟୀ, […]
Continue readingDaily Archives: May 11, 2026
ଭାରତ-ବାଂଲାଦେଶ ସୀମା ବାଡ଼: ଜାତୀୟ ସୁରକ୍ଷା ଓ ଅସ୍ମିତା ରକ୍ଷାର ସୁରକ୍ଷା କବଚ
୪୫ ଦିନ ମଧ୍ୟରେ ବାଂଲାଦେଶ ସୀମା ବାଡ଼ ପାଇଁ ବିଏସ୍ଏଫକୁ ଜମି ହସ୍ତାନ୍ତର କରାଯିବ ଭାରତ ଏବଂ ବାଂଲାଦେଶ ମଧ୍ୟରେ ପ୍ରାୟ ୪,୦୯୬ କିଲୋମିଟର ଦୀର୍ଘ ସୀମା ରହିଛି, ଯାହା ବିଶ୍ୱର ପଞ୍ଚମ ଦୀର୍ଘତମ ସୀମାରେଖା। ଏହି ସୀମାରେ କଣ୍ଟା ବାଡ଼ ନିର୍ମାଣ କରିବା କେବଳ ଏକ ପ୍ରଶାସନିକ କାର୍ଯ୍ୟ ନୁହେଁ, ବରଂ ଭାରତର ସୁରକ୍ଷା ପାଇଁ ଏହା ଅତ୍ୟନ୍ତ ଜରୁରୀ। ବାଂଲାଦେଶ ସୀମାରୁ ବେଆଇନ ଅନୁପ୍ରବେଶ ଭାରତ ପାଇଁ ଏକ ବଡ଼ ସମସ୍ୟା। କଣ୍ଟା ବାଡ଼ […]
Continue readingସୁନା, ଇନ୍ଧନ, ଖାଇବା ତେଲ, ସାର ଓ ବିଦେଶ ଯାତ୍ରା ଆଦି ବାବଦରେ ଖର୍ଚ୍ଚ କମ୍ କରିବାକୁ ପ୍ରଧାନମନ୍ତ୍ରୀଙ୍କ ନିବେଦନ
ସୁନାଠାରୁ ସାର ପର୍ଯ୍ୟନ୍ତ ଖର୍ଚ୍ଚ କମାଇବାକୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ ପଛର କାରଣ ଭାରତ ଏବେ ଏକ ଜଟିଳ ବିଶ୍ୱ ପରିସ୍ଥିତି ଦେଇ ଗତି କରୁଛି। ଗୋଟିଏ ପଟେ ମଧ୍ୟ-ପ୍ରାଚ୍ୟରେ ଯୁଦ୍ଧ ସଙ୍କଟ ଏବଂ ଅନ୍ୟପଟେ ବିଶ୍ୱ ଅର୍ଥନୀତିରେ ଅସ୍ଥିରତା। ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ନିଜର ଦୈନିକ ଜୀବନଶୈଳୀ ଓ ଖର୍ଚ୍ଚରେ କିଛି ପରିବର୍ତ୍ତନ ଆଣିବାକୁ ଅନୁରୋଧ କରିଛନ୍ତି। ଭାରତ ତାର ଆବଶ୍ୟକତାର ଅଧିକାଂଶ ସୁନା ଏବଂ ଅଶୋଧିତ ତୈଳ ବିଦେଶରୁ ଆମଦାନୀ କରେ। […]
Continue reading

