ରାଜଧାନୀରେ ଖୋଲିଲା ନୂଆ ସଡ଼କ । ଏକାମ୍ର ପାର୍କରୁ ଏବେ ଇନଫୋସିଟି ଦେଇ ଅନ୍ଧାରୁଆ ଇନଷ୍ଟିଚ୍ୟୁ ଅଫ ମାଥମେଟିକକୁ ଯିବା ହେବ ସହଜ। ଉଦଘାଟିତ ହେଲା ବହୁ ପ୍ରତିକ୍ଷିତ ନୂତନ ସଡ଼କ । ଏକାମ୍ର କାନନ ରୁ ସାଲିଆ ସାହି ଦେଇ ନିର୍ମିତ ଥିବା ଇନଫୋସିଟି ରାସ୍ତାଟି ସମ୍ପୁର୍ଣ୍ଣ ପରେ ଆଜି ଠାରୁ ସର୍ବସାଧାରଣ ନିମନ୍ତେ ଉଦଘାଟିତ ହୋଇଛି । ନୂତନ ରାସ୍ତାକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ରାଜ୍ୟ ସରକାରଙ୍କ ଦୁଇ […]
Continue readingDaily Archives: June 12, 2026
ରାଜ୍ୟରେ ମୋହନ ମାଝୀ ସରକାରଙ୍କୁ ପୁରିଲା ଦୁଇବର୍ଷ,ଗତ ଦୁଇବର୍ଷ ମଧ୍ୟରେ ୧୨୧ଟି ନୂଆ ଯୋଜନା ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ
ରାଜ୍ୟରେ ମୋହନ ମାଝୀ ସରକାରଙ୍କୁ ପୁରିଲା ଦୁଇବର୍ଷ । ଠିକ ଦୁଇ ବର୍ଷ ତଳେ ଆଜିର ଦିନରେ ରାଜ୍ୟରେ ବିଜେପି ସରକାର ଏବଂ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ମୋହନ ମାଝୀ । ଦୁଇ ପୂର୍ତ୍ତି ଅବସରରେ ରାଜ୍ୟବାସୀଙ୍କୁ ସମ୍ବୋଧନ କରି ନିଜର ଉପଲବ୍ଧି ବଖାଣିଛନ୍ତି ମୋହନ ମାଝି । ଗତ ଦୁଇବର୍ଷ ମଧ୍ୟରେ ୧୨୧ଟି ନୂଆ ଯୋଜନା ଆରମ୍ଭ କରିଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ । ଏହା ସହ ଆଗାମୀ ଦିନରେ ନୂଆ ଯୋଜନା ବିଷୟରେ କହିଛନ୍ତି […]
Continue readingମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ଆରମ୍ଭ ଶୁଭାରମ୍ଭ କଲେ ମୋହନ ସରକାର , ପ୍ରତି ବ୍ୟକ୍ତିଙ୍କୁ ଅତିରିକ୍ତ ୫ କିଲୋଗ୍ରାମ ଚାଉଳ ଏହି ଯୋଜନାରେ ନିଶୁଳ୍କ ଆକାରରେ ମିଳିବ
ଓଡ଼ିଶାର କୌଣସି ପରିବାର ଭୋକରେ ରହିବେ ନାହିଁ । କୌଣସି ଶିଶୁ ଅପପୁଷ୍ଟିର ଶିକାର ହେବେ ନାହିଁ । କୌଣସି ବୟୋଜ୍ୟଷ୍ଠ ଅନ୍ନ ଅଭାବରୁ କଷ୍ଟ ପାଇବେ ନାହିଁ । ଏହି ମହାନ୍ ଉଦ୍ଦେଶ୍ୟ ରଖି ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ଆରମ୍ଭ କରାଯାଇଛି ବୋଲି ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ସମାରୋହ ଅବସରରେ ଜନକଲ୍ୟାଣକାରୀ ଯୋଜନା ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାର ଶୁଭାରମ୍ଭ ଅବସରରେ କହିଛନ୍ତି । ଭୁବନେଶ୍ୱର ୟୁନିଟ୍-୩, ଇଡ୍କୋ […]
Continue readingଫ୍ରାନ୍ସରେ ଚମକିବ ଭାରତୀୟ ପ୍ରତିଭା: ‘ଭାରତ ଇନୋଭେଟ୍ସ’ ରଣନୀତି ଦସ୍ତାବିଜ୍ ଉନ୍ମୋଚନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଭାରତର ବଢୁଥିବା ଇନୋଭେସନ ଓ ଟେକ୍ନୋଲୋଜି କ୍ଷମତାକୁ ବିଶ୍ୱ ଦରବାରରେ ପ୍ରଦର୍ଶିତ କରିବା ପାଇଁ ଏକ ବଡ଼ ପଦକ୍ଷେପ ନିଆଯାଇଛି। ଫ୍ରାନ୍ସର ନିସ୍ ସହରରେ ଆୟୋଜିତ ହେବାକୁ ଥିବା ‘ଭାରତ ଇନୋଭେଟ୍ସ’ ଆନ୍ତର୍ଜାତୀୟ ପ୍ରଦର୍ଶନୀ ପୂର୍ବରୁ ଆଜି ନୂଆଦିଲ୍ଲୀଠାରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାର ରଣନୀତିକ ଦସ୍ତାବିଜ୍କୁ ଆନୁଷ୍ଠାନିକ ଭାବେ ଉନ୍ମୋଚନ କରିଛନ୍ତି। କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ‘ଭାରତ ଇନୋଭେଟ୍ସ’ କେବଳ ଏକ ପ୍ରଦର୍ଶନୀ ନୁହେଁ, ବରଂ ବିଶ୍ୱ ସମ୍ମୁଖରେ ଭାରତର ଅଭିନବ ସୃଜନଶକ୍ତିର […]
Continue reading



