NEET ପେପର ଲିକ୍ ପରେ ଜୁନ୍ ୨୧ରେ ପୁନଃ ନିଟ୍ ପରୀକ୍ଷା ହେଉଛି । ୨୨ ଲକ୍ଷରୁ ଅଧିକ ଛାତ୍ର ଏହି ପରୀକ୍ଷା ଦେଉଛନ୍ତି । ଏହାରି ଭିତରେ ଜଣେ ଛାତ୍ରୀଙ୍କ କାହାଣୀ ସାମନାକୁ ଆସିଛି । ଛାତ୍ରୀ ଜଣକ ବଡ଼ ଦୁର୍ଘଟଣାର ଶିକାର ହେବା ପରେ ବି ହାର ନ ମାନି ନିଟ୍ ପରୀକ୍ଷା ଦେବାକୁ ଆସିଛନ୍ତି । କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜେ ଏହି ଛାତ୍ରୀଙ୍କ ନିବେଦନକୁ ଗ୍ରହଣ କରିଥିଲେ ଏବଂ […]
Continue readingDaily Archives: June 21, 2026
୧୨ତମ ‘ଆନ୍ତର୍ଜାତୀୟ ଯୋଗ ଦିବସ’,କୋଲକାତାର ଐତିହାସିକ ‘ରେଡ୍ ରୋଡ୍ ଠାରେ ଆୟୋଜିତ ଜାତୀୟ ଯୋଗ ଦିବସ କାର୍ଯ୍ୟକ୍ରମରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ଆଜି ଦେଶ ତଥା ସମଗ୍ର ବିଶ୍ୱରେ ୧୨ତମ ‘ଆନ୍ତର୍ଜାତୀୟ ଯୋଗ ଦିବସ’ (International Day of Yoga) ମହାସମାରୋହରେ ପାଳିତ ହେଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୋଲକାତାର ଐତିହାସିକ ‘ରେଡ୍ ରୋଡ୍’ (Red Road) ଠାରେ ଆୟୋଜିତ ଜାତୀୟ ଯୋଗ ଦିବସ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଏହାର ନେତୃତ୍ୱ ନେଇଛନ୍ତି। ୧. ଚଳିତ ବର୍ଷର ଥିମ୍: ‘ସୁସ୍ଥ ବାର୍ଦ୍ଧକ୍ୟ ପାଇଁ ଯୋଗ’ (Yoga for Healthy Ageing) ଚଳିତ ବର୍ଷ ୧୨ତମ ଯୋଗ ଦିବସର ବିଷୟବସ୍ତୁ ବା […]
Continue readingସରିଲା ନିଟ୍-ୟୁଜି ପୁନଃ ପରୀକ୍ଷା, ୨୨ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀଙ୍କ ଡାକ୍ତର ହେବାର ସ୍ୱପନ ଓଏମଆର ସିଟ୍ ରେ ବନ୍ଦ
ଡାକ୍ତରୀ ପାଠ୍ୟକ୍ରମରେ ଆଡମିସନ ସହ ଜଡ଼ିତ ନିଟ୍-ୟୁଜି ପୁନଃ ପରୀକ୍ଷା ସାରା ଦେଶରେ ରବିବାର ଅନୁଷ୍ଠିତ ହୋଇଯାଇଛି। ଏହା ସହିତ ୨୨ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀଙ୍କ ଡାକ୍ତର ହେବାର ସ୍ୱପନ ଅପ୍ଟିକାଲ ମାର୍କ ରିକଗ୍ନିଶନ (ଓଏମଆର) ସିଟ୍ ରେ ବନ୍ଦ ହୋଇଛି। ଏହି ପରୀକ୍ଷା ପେନ-ପେପର ଏବଂ ଓଏମଆର ମାଧ୍ୟମରେ ହୋଇଛି। ତେବେ ଆାଗାମୀ ବର୍ଷରୁ ଏହି ପରୀକ୍ଷା କମ୍ପ୍ୟୁଟର ବେସଡ୍ (ସବିଟି) କରାଇବାକୁ ନିଷ୍ପତ୍ତି ନିଆଯାଇଛି। ଏହା ପୂର୍ବରୁ ନିଟ୍-ୟୁଜୀ ପରୀକ୍ଷା ଗତ ମେ ୩ […]
Continue readingଭାରତୀୟ ନୌସେନାରେ ସାମିଲ ହେଲା ୩ ଯୁଦ୍ଧ ଜାହାଜ,INS ଅଗ୍ରୟ, INS ସଂଶୋଧନ ଏବଂ INS ଦୁନାଗିରିକୁ ଭାରତୀୟ ନୌସେନାକୁ ହସ୍ତାନ୍ତର କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି
ଭାରତୀୟ ନୌସେନାରେ ସାମିଲ ହେଲା ୩ ଯୁଦ୍ଧ ଜାହାଜ । INS ଅଗ୍ରୟ, INS ସଂଶୋଧନ ଏବଂ INS ଦୁନାଗିରିକୁ ଭାରତୀୟ ନୌସେନାକୁ ହସ୍ତାନ୍ତର କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଯାହା ଭାରତୀୟ ନୌସେନାର କାର୍ଯ୍ୟକ୍ଷମ କ୍ଷମତାକୁ ଆହୁରି ମଜବୁତ କରିବ । ପ୍ରଧାନମନ୍ତ୍ରୀ ମୋଦି କୋଲକାତାର ଏକ ବନ୍ଦରରେ କମିଶନିଂ ଉତ୍ସବରେ ଯୋଗ ଦେଇଛନ୍ତି । ଭାରତୀୟ ନୌସେନା ଅଧିକାରୀଙ୍କ ଉପସ୍ଥିତିରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତୀୟ ନୌସେନାରେ ସ୍ୱଦେଶୀ ଭାବରେ ଡିଜାଇନ୍ ଏବଂ ନିର୍ମିତ […]
Continue reading



