ଗଣତନ୍ତ୍ରର ସୁରକ୍ଷା ପାଇଁ ଜରୁରୀ ନିର୍ଭୁଲ ଭୋଟର ତାଲିକା?

ଗଣତନ୍ତ୍ରର ସୁରକ୍ଷା ପାଇଁ ଜରୁରୀ ନିର୍ଭୁଲ ଭୋଟର ତାଲିକା?

ଭାରତୀୟ ନିର୍ବାଚନ କମିଶନ ଦେଶର ଭୋଟର ପଞ୍ଜୀକରଣ ପ୍ରକ୍ରିୟାକୁ ଅଧିକ ସ୍ୱଚ୍ଛ, ନିର୍ଭୁଲ କରିବା ପାଇଁ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ବର୍ତ୍ତମାନ ଚାଲୁ ରହିଥିବା ବିଶେଷ ସଂଶୋଧନ ପ୍ରକ୍ରିୟା ଅଧୀନରେ, ନୂତନ ଭୋଟରମାନେ ନାମ ପଞ୍ଜୀକରଣ ପାଇଁ ଫର୍ମ-୬ ଆବେଦନ କରିବା ସମୟରେ ସେମାନଙ୍କ ପିତାମାତା କିମ୍ବା ଜେଜେବାପା/ଜେଜେମା’ଙ୍କ ପୂର୍ବ SIR ତାଲିକାରେ ଥିବା ବିବରଣୀ ପ୍ରଦାନ କରିବା ବାଧ୍ୟତାମୂଳକ କରାଯାଇଛି। କମିଶନଙ୍କ ସୂଚନା ଅନୁଯାୟୀ, ମୂଳ ଫର୍ମ-୬ରେ କୌଣସି ଆଇନଗତ ସଂଶୋଧନ କରାଯାଇ […]

Continue reading
ଆମରଣ ଅନଶନ ବେଳେ ଅସୁସ୍ଥ ହେଲେ ଚାମେଲି ଓଝା,କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହେଲେ ଚାମେଲି

ଆମରଣ ଅନଶନ ବେଳେ ଅସୁସ୍ଥ ହେଲେ ଚାମେଲି ଓଝା,କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହେଲେ ଚାମେଲି

ଆମରଣ ଅନଶନ ବେଳେ ଅସୁସ୍ଥ ହେଲେ ଚାମେଲି ଓଝା ।  କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହେଲେ ଚାମେଲି। ଆମରଣ ଅନଶନରେ ବସିଥିବା ସମୟରେ ହଠାତ୍ ଅସୁସ୍ଥ ହୋଇପଡ଼ିଛନ୍ତି ।ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଦୁଇ ଦଫା ଦାବି ନେଇ ଭୁବନେଶ୍ୱର ଲୋୟର ପିଏମଜିରେ ଆମରଣ ଅନଶନ ଚଳାଇଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ତିଖିରି ପଞ୍ଚାୟତର ସରପଞ୍ଚ ଚାମେଲି ଓଝା। ତାଙ୍କ ପ୍ରତି ହୋଇଥିବା ଅନ୍ୟାୟ ଓ ଅତ୍ୟାଚାରର […]

Continue reading
ପ୍ରଶାସନିକ ବଡ଼ ବାବୁ ଓ ସଚିବଙ୍କୁ ନହଟାଇଲେ ଲୋକ ହସିବେ ସାର୍!

ପ୍ରଶାସନିକ ବଡ଼ ବାବୁ ଓ ସଚିବଙ୍କୁ ନହଟାଇଲେ ଲୋକ ହସିବେ ସାର୍!

ଓଡ଼ିଶାର ପ୍ରାଥମିକ ଶିକ୍ଷା ବ୍ୟବସ୍ଥାରେ ସ୍କୁଲ ବହି ମୁଦ୍ରଣରେ ହୋଇଥିବା ମାତ୍ରାଧିକ ଭୁଲ୍ ପ୍ରସଙ୍ଗ ଏବେ ଅପରାଧିକ ତଦନ୍ତ ପରିସରଭୁକ୍ତ ହୋଇଛି। SCERT ନିର୍ଦ୍ଦେଶିକା ମଧୁସ୍ମିତା ସାହୁଙ୍କ ଲିଖିତ ଅଭିଯୋଗ ଆଧାରରେ କ୍ରାଇମବ୍ରାଞ୍ଚରେ ଏକ ଆଧିକାରିକ ମାମଲା ଦାୟର କରାଯାଇଛି। ଭାରତୀୟ ନ୍ୟାୟ ସଂହିତା ୨୦୨୩ (BNS) ର ଧାରା ୩୧୬(୫), ୨୦୧, ୩(୫) ଏବଂ ୬୧(୨) ଅନୁଯାୟୀ ରୁଜୁ ହୋଇଥିବା ଏହି ସମ୍ବେଦନଶୀଳ ମାମଲାର ପ୍ରତ୍ୟକ୍ଷ ତତ୍ତ୍ୱାବଧାନ କ୍ରାଇମବ୍ରାଞ୍ଚ ଏସପି କରୁଥିବା ବେଳେ ଡିଏସପି ନରେନ୍ଦ୍ର […]

Continue reading