ଜମ୍ମୁ- କାଶ୍ମୀର ସୀମାରେ ପୁଣି ଥରେ ପାକିସ୍ତାନର କଳା କାରନାମା ସାମ୍ନାକୁ ଆସିଛି। ଭାରତୀୟ ସୀମାକୁ ଏକ ପାକିସ୍ତାନୀ ଡ୍ରୋନ୍ ଅନୁପ୍ରବେଶ କରିବା ପରେ ସମଗ୍ର ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ସୀମାନ୍ତବର୍ତ୍ତୀ କଠୁଆ ଜିଲ୍ଲାରେ ଏହି ସନ୍ଦିଗ୍ଧ ଡ୍ରୋନକୁ ଉଡ଼ୁଥିବା ଦେଖିବାକୁ ମିଳିଥିଲା। ଯାହା ପରେ ସ୍ଥାନୀୟ ପ୍ରଶାସନ ଓ ସୁରକ୍ଷାବଳ ସତର୍କ ହୋଇପଡ଼ିଛନ୍ତି। ରିପୋର୍ଟ ଅନୁଯାୟୀ, ଦିନ ୨ଟା ବେଳେ କଠୁଆ ଜିଲ୍ଲାର ହିରାନଗର ସେକ୍ଟର ଅନ୍ତର୍ଗତ ବୋବିୟାନ୍ ଅଞ୍ଚଳର ଶୁକମାଲ, ଦେବୀନ୍ଦ୍ରା […]
Continue readingDaily Archives: August 4, 2026
ତପ୍ତପାଣିରେ ମା’ କନ୍ଧୁଣୀ ଦେବୀ ମନ୍ଦିରରେ ପୂଜାର୍ଚ୍ଚନା କଲେ ରାଷ୍ଟ୍ରପତି
ସ୍ବତନ୍ତ୍ର ଟ୍ରେନ ଯୋଗେ ବ୍ରହ୍ମପୁରରେ ପହଞ୍ଚିବା ପରେ କାର ଯୋଗେ ତପ୍ତପାଣି ଗଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ତପ୍ତପାଣିରେ ମା’ କନ୍ଧୁଣୀ ଦେବୀ ମନ୍ଦିରରେ ପୂଜାର୍ଚ୍ଚନା କଲେ ରାଷ୍ଟ୍ରପତି। ରାସ୍ତାରେ ଯିବା ବେଳେ ରାସ୍ତାରେ ଅଟକି ଚକୋଲେଟ୍ ବାଣ୍ଟିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଦିଗପହଣ୍ଡି କଲେଜ ଆଗରେ ଛାତ୍ରୀ ମାନଙ୍କୁ ନିଜେ ଚକୋଲେଟ୍ ବାଣ୍ଟିଲେ।ସୂଚନାନୁସାରେ, ଦର୍ଶନ ପରେ ରାଷ୍ଟ୍ରପତି ପୁଣି ଏହି ରାସ୍ତାରେ ବ୍ରହ୍ମପୁର ଫେରି ଗୋଳାବନ୍ଧ ଆର୍ମି ଏୟାର ଡିଫେନ୍ସ କଲେଜରେ ରାତ୍ରିଯାପନ କରିବେ। ବୁଧବାର […]
Continue reading

