ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ପୂର୍ବାହ୍ନରେ ଏନଡିଏରେ ସାମିଲ ନୂଆ ସାଂସଦଙ୍କୁ ବ୍ରେକଫାଷ୍ଟ ମିଟିଂରେ ଭେଟିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ତୃଣ ମୂଳ କଂଗ୍ରେସର ବିଦ୍ରୋହୀ ଓ ଶିବସେନା (ଉଦ୍ଧବ)ର ୬ ଜଣ ସାଂସଦ ଯେଉଁମାନେ ନିକଟରେ ଏକନାଥ ସିନ୍ଦେଙ୍କ ଶିବସେନାରେ ସାମିଲ ହୋଇଛନ୍ତି ସେମାନଙ୍କୁ ଆଶ୍ୱସ୍ତ କରିଛନ୍ତି ଓ କହିଛନ୍ତି ଚିନ୍ତା କରିବାର କୌଣସି କାରଣ ନାହିଁ ଆମେ ଆପଣମାନଙ୍କ ସାଙ୍ଗରେ ଅଛୁ ବୋଲି କହିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏନଡିଏ ଏକ ପରିବାର। ଆମେ […]
Continue readingDaily Archives: August 7, 2026
ବିଶ୍ବ ହସ୍ତତନ୍ତ ଦିବସ,ଏହି ଦିବସକୁ ଗର୍ବର ସହ ପାଳନ କରିବାକୁ ପ୍ରତିଟି ନାଗରିକଙ୍କୁ ଭିଡିଓ ବାର୍ତ୍ତା ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କ ଅପିଲ
ଆଜି ବିଶ୍ବ ହସ୍ତତନ୍ତ ଦିବସ । ପ୍ରତିବର୍ଷ ଅଗଷ୍ଟ ୭ ତାରିଖକୁ ଦେଶରେ ଜାତୀୟ ହସ୍ତତନ୍ତ ଦିବସ ଭାବରେ ପାଳନ କରାଯାଏ । ଦେଶବ୍ୟାପୀ ହସ୍ତତନ୍ତର ପ୍ରଚାର ଓ ପ୍ରସାର କରିବାକୁ ଓ ଏହାର ଲୋକପ୍ରିୟତା ବଢାଇବା ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ । ଭିଡିଓ ପୋଷ୍ଟ କରି ଦେଶବାସୀଙ୍କୁ ହସ୍ତତନ୍ତ ଦିବସର ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । କହିଛନ୍ତି ୧୯୦୫, ଅଗଷ୍ଟ ୭ ତାରିଖକୁ କେବେ ଭୁଲି ହେବନି । ଏହି ଦିବସକୁ ଗର୍ବର […]
Continue readingଆୟୁଷ୍ମାନ ଭାରତ ଜନ ଆରୋଗ୍ୟ ଯୋଜନା’ରୁ ବାଦ ପଡ଼ିଲେ ୨୦୦୦ରୁ ଅଧିକ ଲିଷ୍ଟେଡ ହସ୍ପିଟାଲ, ଜାଣନ୍ତୁ ଏହାର କାରଣ
‘ଆୟୁଷ୍ମାନ ଭାରତ ଜନ ଆରୋଗ୍ୟ ଯୋଜନା’ରେ ୩୧ ମେ ୨୦୨୬ ସୁଦ୍ଧା ୨୦୦୦ରୁ ଅଧିକ ଲିଷ୍ଟେଡ ହସ୍ପିଟାଲଙ୍କୁ ହଟାଇ ଦିଆଯାଇଛି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେ.ପି.ନଡ୍ଡା ଶୁକ୍ରବାର ସଂସଦରେ ଏହି ସୂଚନା ଦେଇଛନ୍ତି। ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସୂଚନା ଅନୁସାରେ ୧,୨୦୦ ଅନ୍ୟ ହସ୍ପିଟାଲଙ୍କୁ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶମାନେ ପ୍ୟାନେଲରୁ ନିଲମ୍ବିତ କରିଛନ୍ତି। ନଡ୍ଡା କହିଛନ୍ତି ଯେ ୫ ଲକ୍ଷଟଙ୍କାର ସ୍ୱାସ୍ଥ୍ୟବୀମା ଯୋଜନା ଗାଇଡଲାଇନ ଉଲ୍ଲଂଘନ ଲାଗି ୨୯ଟି ଏତଲା ରୁଜୁ ହୋଇଛି ଓ ୩୨୮.୪୯ କୋଟି ଟଙ୍କା […]
Continue readingପୂର୍ବତନ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ସାକ୍ଷାତ କଲେ ଛତିଶଗଡ଼ ରାଜ୍ୟପାଳ ରମଣ ଡେକା
ଭୁବନେଶ୍ୱର: ଛତିଶଗଡ଼ର ମାନ୍ୟବର ରାଜ୍ୟପାଳ ଶ୍ରୀଯୁକ୍ତ ରମଣ ଡେକା ତା ୬/୮/୨୬ (ଗୁରୁବାର) ଦିନ ଆନ୍ଧ୍ରପ୍ରଦେଶ ଓ ଛତିଶଗଡ଼ର ପୂର୍ବତନ ରାଜ୍ୟପାଳ ଶ୍ରୀ ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ତାଙ୍କ ବାସଭବନଠାରେ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ଏହି ଆଲୋଚନା ଓ ସାକ୍ଷାତକାର ଅବସରରେ ରାଜ୍ୟପାଳ ଶ୍ରୀ ଡେକା, ବରିଷ୍ଠ ଜନନେତା, ପୂର୍ବତନ ରାଜ୍ୟପାଳ ଶ୍ରୀ ହରିଚନ୍ଦନଙ୍କୁ ତାଙ୍କର (ବିଳମ୍ବିତ) ଜନ୍ମଦିନର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା ଜଣାଇଥିଲେ। ଏହା ସହିତ ସେ ଶ୍ରୀ ହରିଚନ୍ଦନଙ୍କ ସାମ୍ପ୍ରତିକ ସ୍ୱାସ୍ଥ୍ୟବସ୍ଥା ବିଷୟରେ ପଚାରି […]
Continue reading



