ପ୍ରଧାନମନ୍ତ୍ରୀ କିଷାନ ଯୋଜନା ନାଁରେ ନକଲି ମୋବାଇଲ୍ ଆପ୍ (ଏପିକେ) ମାଧ୍ୟମରେ ସାଇବର ଠକେଇ ଚଳାଇଥିବା ଏକ ଅନ୍ତଃରାଜ୍ୟ ଗ୍ୟାଙ୍ଗ୍କୁ ଧରିବାରେ ରାଉରକେଲା ପୁଲିସ ସଫଳ ହୋଇଛି। ମାମଲାର ତଦନ୍ତକୁ ଆଗକୁ ବଢ଼ାଇ ମାମଲାର ତଦନ୍ତ କରୁଥିବା ଉଦିତନଗର ପୁଲିସ ଝାଡ଼ଖଣ୍ଡର ଦେଓଘରରୁ କିଙ୍ଗପିନ୍ ସମେତ ୪ ଜଣଙ୍କୁ ଗିରଫ କରିଛି। ସାଇବର ଠକେଇ ତଦନ୍ତ ସମୟରେ ଗତ ୬ ଅଗଷ୍ଟ ୨୦୨୬ ରେ ଏହି ନେଟୱର୍କ ସମ୍ପର୍କରେ ପୁଲିସକୁ ଗୁରୁତ୍ୱପୂର୍ଣ୍ଣ ସୁରାକ ମିଳିଥିଲା। ଅଭିଯୁକ୍ତମାନେ ସରକାରୀ […]
Continue readingDaily Archives: August 12, 2026
“କେହି ରହି ନାହିଁ ରହିବେ ନାହିଁଟି ଭବରଙ୍ଗ ଭୂମି ତଳେ, ସର୍ବେ ନିଜ ନିଜ ଅଭିନୟ ସାରି ବାହୁଡ଼ିବେ କାଳ ବଳେ “
ଧର୍ମୀୟ ଓ ଦାର୍ଶନିକ ଉକ୍ତି “କେହି ରହି ନାହିଁ ରହିବେ ନାହିଁଟି ଭବରଙ୍ଗ ଭୂମି ତଳେ, ସର୍ବେ ନିଜ ନିଜ ଅଭିନୟ ସାରି ବାହୁଡ଼ିବେ କାଳ ବଳେ ” ହିଁ ନିର୍ବିବାଦୀୟ ସତ୍ୟ , ଯାହା ମଣିଷ ଜୀବନର ନଶ୍ୱରତା ଏବଂ ସଂସାରର ଅସ୍ଥାୟୀ ରୂପକୁ ସୂଚେଇ ଦେଇଥାଏ । ଏହି ଅସୀମ ନାଟକର ମଞ୍ଚ ହେଉଛି ଆମର ଏହି ପୃଥିବୀ, ଆଉ ଆମେ ସମସ୍ତେ ନିଜ ନିଜର ଭୂମିକା ତୁଲାଉଥିବା ଜଣେ ଜଣେ କଳାକାର ବା ଅଭିନେତା ବା […]
Continue readingଯୁବବର୍ଗଙ୍କ ସ୍ୱାର୍ଥକୁ ନେଇ ବାରମ୍ବାର ମିଥ୍ୟା ଓ ବିଭ୍ରାନ୍ତିକର ତଥ୍ୟ ପ୍ରଚାର କରୁଛନ୍ତି ରାହୁଲ ଗାନ୍ଧୀ – ଧର୍ମେନ୍ଦ୍ର ପ୍ରଧାନ
କଂଗ୍ରେସ ଦଳ ଏବଂ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଛାତ୍ର ଏବଂ ଯୁବବର୍ଗଙ୍କ ସ୍ୱାର୍ଥକୁ ନେଇ କ୍ରମାଗତ ଭାବେ ମିଥ୍ୟା ଓ ଭ୍ରାନ୍ତିକର ତଥ୍ୟ ପ୍ରସାରଣ କରୁଛନ୍ତି ବୋଲି ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଯେ, ରାହୁଲ ଗାନ୍ଧୀଙ୍କ ପାଖରେ କୌଣସି ପ୍ରାମାଣିକ ତଥ୍ୟ ନାହିଁ। ନିୟମିତ ଭାବେ ମିଛ କହିବା ଅଭ୍ୟାସରେ ପରିଣତ କରିଥିବା ଏହି ବିରୋଧୀ ଦଳ ନେତା ନା ସଂସଦକୁ […]
Continue reading


