ଭାରତୀୟ ସେନା ପାଇଁ ପ୍ରାୟ ୧.୧୦ ଲକ୍ଷ କୋଟି ଟଙ୍କାର କ୍ରୟ ପ୍ରସ୍ତାବକୁ ନୀତିଗତ ମଞ୍ଜୁରି

ଭାରତୀୟ ସେନା ପାଇଁ ପ୍ରାୟ ୧.୧୦ ଲକ୍ଷ କୋଟି ଟଙ୍କାର କ୍ରୟ ପ୍ରସ୍ତାବକୁ ନୀତିଗତ ମଞ୍ଜୁରି

ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ ବୈଠକରେ ଭାରତୀୟ ସେନା ପାଇଁ ପ୍ରାୟ ୧.୧୦ ଲକ୍ଷ କୋଟି ଟଙ୍କାର କ୍ରୟ ପ୍ରସ୍ତାବକୁ ନୀତିଗତ ମଞ୍ଜୁରି ପ୍ରଦାନ କରାଯାଇଛି । ଏହି ମୋଟ ଅଧିଗ୍ରହଣର ପ୍ରାୟ ୯୮ ପ୍ରତିଶତ ସାମଗ୍ରୀ ଭାରତୀୟ ଉଦ୍ୟୋଗଗୁଡ଼ିକରୁ କ୍ରୟ କରାଯିବ । ସୋମବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଥିଲା । ପ୍ରତିରକ୍ଷା ମନ୍ତ୍ରଣାଳୟ ଅନୁଯାୟୀ, ଭାରତୀୟ ସ୍ଥଳ ସେନା, ନୌସେନା  ଏବଂ ବାୟୁସେନା ପାଇଁ ବିଭିନ୍ନ ଅଧିଗ୍ରହଣ ପ୍ରସ୍ତାବକୁ […]

Continue reading
ସରିଲା ରାଜ୍ୟ କାର୍ଯ୍ୟକାରିଣୀ,ପଂଚାୟତ ଓ ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ଗାଁକୁ ଫୋକସ କରିବାକୁ ପରାମର୍ଶ ଦେଲେ କେନ୍ଦ୍ରୀୟ ନେତୃତ୍ୱ

ସରିଲା ରାଜ୍ୟ କାର୍ଯ୍ୟକାରିଣୀ,ପଂଚାୟତ ଓ ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ଗାଁକୁ ଫୋକସ କରିବାକୁ ପରାମର୍ଶ ଦେଲେ କେନ୍ଦ୍ରୀୟ ନେତୃତ୍ୱ

ସରିଲା ରାଜ୍ୟ କାର୍ଯ୍ୟକାରିଣୀ | ଦିଲ୍ଲୀ ଗଲେ ଶୀର୍ଷ ନେତୃତ୍ୱ, ଗାଁକୁ ବାହାରିଲେ ନେତା | ଦୁଇ ଦିନିଆ ରାଜ୍ୟ କାର୍ଯ୍ୟକାରିଣୀରେ ପ୍ରସ୍ତୁତ ହେଲା ରାଜ୍ୟ ବିଜେପିର ତିନି ମାସିଆ ରୋଡ଼ ମ୍ୟାପ | ପଂଚାୟତ ଓ ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ଗାଁକୁ ଫୋକସ କରିବାକୁ ପରାମର୍ଶ ଦେଇଥିଲେ କେନ୍ଦ୍ରୀୟ ନେତୃତ୍ୱ | ପଂଚାୟତ ପୌର ନିର୍ବାଚନକୁ ମାସ କେଇଟା ବାକି ଥିବାବେଳେ ଏବେଠାରୁ ଗାଁ ମୁହାଁ ହେଲେଣି ବିଜେପି ନେତା | ଆଗାମୀ ପଂଚାୟତ, […]

Continue reading