କଳିଙ୍ଗପଟନମ୍ ନିକଟରେ କରିବ ଲ୍ୟାଣ୍ଡଫଲ,ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା

କଳିଙ୍ଗପଟନମ୍ ନିକଟରେ କରିବ ଲ୍ୟାଣ୍ଡଫଲ,ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା

ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ଏବେ ଉପକୂଳ ଆଡ଼କୁ ଦ୍ରୁତ ଗତିରେ ଅଗ୍ରସର ହେଉଛି। ଭାରତୀୟ ପାଣିପାଗ ବିଭାଗର ସଦ୍ୟତମ ସୂଚନା ଅନୁସାରେ, ଗଭୀର ଅବପାତଟି ଉତ୍ତର ଆନ୍ଧ୍ରପ୍ରଦେଶ ଓ ସଂଲଗ୍ନ ଦକ୍ଷିଣ ଓଡ଼ିଶା ଉପକୂଳ ଆଡ଼କୁ ଗତି କରୁଛି । କଳିଙ୍ଗପଟନମ୍‌ ନିକଟରେ ଏହା ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି । ସଦ୍ୟତମ IMD ବୁଲେଟିନ୍ ଅନୁସାରେ, ୨୩ ସେପ୍ଟେମ୍ବର ସନ୍ଧ୍ୟା ୫ଟା ୩୦ ସୁଦ୍ଧା ଗଭୀର ଅବପାତଟି କଳିଙ୍ଗପଟନମ୍‌ଠାରୁ ପ୍ରାୟ ୩୦ କିମି […]

Continue reading
ବିଜେପି ପକ୍ଷରୁ ୩୬ ପ୍ରଦେଶ ପ୍ରଭାରୀ ଘୋଷଣା,ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀଙ୍କୁ ଛତିଶଗଡ଼ ଏବଂ ହରିୟାଣାର ପ୍ରଭାରୀ ନିଯୁକ୍ତ

ବିଜେପି ପକ୍ଷରୁ ୩୬ ପ୍ରଦେଶ ପ୍ରଭାରୀ ଘୋଷଣା,ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀଙ୍କୁ ଛତିଶଗଡ଼ ଏବଂ ହରିୟାଣାର ପ୍ରଭାରୀ ନିଯୁକ୍ତ

ବିଜେପି ପକ୍ଷରୁ ୩୬ ପ୍ରଦେଶ ପ୍ରଭାରୀ ଘୋଷଣା କରିଛି । ବୁଧବାର ଦିନ ସାଂଗଠନିକ ପୁନର୍ଗଠନର ଅଂଶ ସ୍ୱରୂପ ୨୮ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ନୂତନ ପ୍ରଭାରୀ ଏବଂ ସହ-ପ୍ରଭାରୀ ନିଯୁକ୍ତ କରିଛି । ବିଜେପି ସଭାପତି ନୀତିନ ନବୀନ ଏହି ନିଯୁକ୍ତି ଦେଇଛନ୍ତି । ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀଙ୍କୁ ଛତିଶଗଡ଼ ଏବଂ ହରିୟାଣାର ପ୍ରଭାରୀ ନିଯୁକ୍ତ କରାଯାଇଛି, ହରିଶ ଦ୍ୱିବେଦୀଙ୍କୁ ବିହାର ପ୍ରଭାରୀ ନିଯୁକ୍ତ କରାଯାଇଛି । ଓଡ଼ିଶା ପ୍ରଭାରୀ […]

Continue reading