ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ବ୍ରଜ ମୋହନ ରାମଙ୍କୁ ନିଯୁକ୍ତ,ରାଷ୍ଟ୍ରପତି ଭବନ ପକ୍ଷରୁ ବିଜ୍ଞପ୍ତି ଜାରି

ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ବ୍ରଜ ମୋହନ ରାମଙ୍କୁ ନିଯୁକ୍ତ,ରାଷ୍ଟ୍ରପତି ଭବନ ପକ୍ଷରୁ ବିଜ୍ଞପ୍ତି ଜାରି

ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ବ୍ରଜ ମୋହନ ରାମଙ୍କୁ ନିଯୁକ୍ତ କରାଯାଇଛି। ଏନେଇ ସୋମବାର ରାଷ୍ଟ୍ରପତି ଭବନ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ସେ ବର୍ତ୍ତମାନର ରାଜ୍ୟପାଳ ହରିବାବୁ କମ୍ଭମପାଟୀଙ୍କ ସ୍ଥାନ ନେବେ। ବ୍ରଜ ମୋହନ ରାମଙ୍କ ନିଯୁକ୍ତି ସହିତ ଓଡ଼ିଶାର ରାଜ୍ୟପାଳ ପଦରେ ପରିବର୍ତ୍ତନ ହୋଇଛି। ତେବେ ସେ କେବେ ନୂଆ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିବେ, ସେନେଇ ପରବର୍ତ୍ତୀ ସମୟରେ ସୂଚନା ଦିଆଯିବ । ସୂଚନାଥାଉକି, ବ୍ରଜ ମୋହନ ରାମ ଭାରତୀୟ ଜନତା […]

Continue reading →
ସଂଗଠନକୁ ଗୁରୁତ୍ବ ଦିଅ, ସଙ୍ଗଠନ ରହିଲେ ଦଳ ରହିବ ,ବିଜେପି କାର୍ଯ୍ୟାଳୟରେ  ନେତାଙ୍କୁ ସିଧା ସିଧା ଶୁଣାଇଛନ୍ତି ସୌଦାନ ସିଂ

ସଂଗଠନକୁ ଗୁରୁତ୍ବ ଦିଅ, ସଙ୍ଗଠନ ରହିଲେ ଦଳ ରହିବ ,ବିଜେପି କାର୍ଯ୍ୟାଳୟରେ ନେତାଙ୍କୁ ସିଧା ସିଧା ଶୁଣାଇଛନ୍ତି ସୌଦାନ ସିଂ

ଓଡ଼ିଶା ବିଜେପିର ସଂଗଠନ ସଜାଡ଼ିବେ ସୌଦାନ ସିଂ | ବିଜେପିର ରାଷ୍ଟ୍ରୀୟ ସହ ସଂଗଠନ ମହାମନ୍ତ୍ରୀ ଦାୟିତ୍ବ ନେବା ପରେ ତିନିଦିନିଆ ଗସ୍ତରେ ଆସି ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ବିଧାୟକ ଓ ଦଳୀୟ ନେତାଙ୍କୁ ଭେଟିଛନ୍ତି ସୌଦାନ ସିଂ | ମୁଖ୍ୟମନ୍ତ୍ରୀଙ୍କ ସହିତ  ୱାନ ଟୁ ୱାନ ଆଲୋଚନା କରିଛନ୍ତି | ମୁଖ୍ୟମନ୍ତ୍ରୀ କହିଛନ୍ତି, ସୌଦାନ ସିଂଙ୍କର ଦୀର୍ଘ ସାଙ୍ଗଠନିକ ଅଭିଜ୍ଞତା ଓ ମାର୍ଗଦର୍ଶନ ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ନୂତନ ଶକ୍ତି ଓ ଉତ୍ସାହ ପ୍ରଦାନ କରିବ | ସେପଟେ […]

Continue reading →