କୋରାପୁଟ ଜିଲ୍ଲା ପୋଟାଙ୍ଗୀ ବ୍ଲକ ଅନ୍ତର୍ଗତ କୋଟିଆ ଗ୍ରାମପୁଞ୍ଜ କେବଳ ଭୂଗୋଳର ଖଣ୍ଡେ ଜମି ନୁହେଁ । ଏହି ଜମି ଓଡ଼ିଶାର ଅସ୍ମିତା, ଐତିହାସିକ ଅଧିକାର ଓ ସାର୍ବଭୌମତ୍ୱର ଏକ ଅବିଚ୍ଛେଦ୍ୟ ଅଙ୍ଗ। ୧୯୩୬ ମସିହାରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ସମୟରୁ ହିଁ କୋଟିଆ ଓଡ଼ିଶାର ରହିଛି । ଏହି ଅଞ୍ଚଳ ଓଡ଼ିଶା ପ୍ରଶାସନିକ ସୀମାରେ ସ୍ପଷ୍ଟ ଭାବେ ଚିହ୍ନିତ ଅଛି। ତଥାପି, ପଡ଼ୋଶୀ ଆନ୍ଧ୍ରପ୍ରଦେଶ ପ୍ରଶାସନର ଆଖି ଏହା ଉପରେ ରହିଛି । ଆନ୍ଧ୍ରପ୍ରଦେଶ […]
Continue reading
