ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏସୀୟ ପାରା କ୍ରୀଡ଼ାରେ ପଦକ ବିଜେତାଙ୍କୁ ଭେଟିଛନ୍ତି । ଏହି ସମୟରେ ସେ ଖେଳାଳିଙ୍କୁ କହିଛନ୍ତି ଯେ ସବୁଠାରୁ ଉଚ୍ଚ ଉଡାଣ ସାହସରେ ହୋଇଥାଏ ବୋଲି ଆପଣମାନେ ପୁଣି ଥରେ ପ୍ରମାଣିତ କରିଛନ୍ତି । ଆପଣ ସମସ୍ତଙ୍କୁ ଶୁଭେଚ୍ଛା । ସେ କହିଛନ୍ତି ଯେ ପାରା ଗେମ୍ସରେ ୧୪ରୁ ୧୧୪ ପଦକ ଯାଏଁର ଯାତ୍ରା ଆପଣ ସମସ୍ତଙ୍କ କଠିନ ପରିଶ୍ରମ, ଅତୁଟ ସମର୍ପଣ ଏବଂ ଆପଣଙ୍କ ସଫଳତାକୁ ସାହାରା ଦେବା ପାଇଁ ତିଆରି […]
Continue readingDaily Archives: November 5, 2026
କୋଟିଆରେ ଆନ୍ଧ୍ରପ୍ରଦେଶ ପକ୍ଷରୁ ପଞ୍ଚାୟତ ନିର୍ବାଚନ: ଘରେ ତାଲା ମାରି ଦେଲେ ଭୋଟ୍
କୋଟିଆରେ ଆନ୍ଧ୍ରପ୍ରଦେଶ ପକ୍ଷରୁ ପଞ୍ଚାୟତ ନିର୍ବାଚନ ନେଇ ସୀମାନ୍ତରେ ବିବାଦ ସଂଘର୍ଷ ଦେଖିବାକୁ ମିଳିଛି। ଏହା ମଧ୍ୟରେ ନନ୍ଦପୁର ବ୍ଲକ ସୀମାନ୍ତରେ ଆନ୍ଧ୍ର ପଞ୍ଚାୟତ ନିର୍ବାଚନକୁ ନେଇ ସବୁ କଳ୍ପନା ଜଳ୍ପନା ଶେଷ ହୋଇଛି। ଆନ୍ଧ୍ର ସୀମାକୁ ଲାଗି ରହିଥିବା ବ୍ଲକର ୭ ପଞ୍ଚାୟତର ଦ୍ଵେତ ଭୋଟର କାର୍ଡଧାରୀ ଆନ୍ଧ୍ର ନିର୍ବାଚନରେ ଭାଗ ନନେଇ ଭୋଟ୍ ଦେଇଛନ୍ତି। ରାଜ୍ୟର ସ୍ୱାଭିମାନ ରକ୍ଷା କରିବାକୁ ବ୍ଲକ ପ୍ରଶାସନିକ ଅଧିକାରୀ, ରାଜନୈତିକ ବ୍ୟକ୍ତି ବିଶେଷ ଓ ସ୍ଥାନୀୟ ବୁଦ୍ଧିଜୀବୀ କରିଥିବା […]
Continue reading

