ଆଜି ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ୧୮ତମ ବାର୍ଷିକୀ । ୨୦୦୮ ମସିହା ନଭେମ୍ବର ୨୬ ତାରିଖର ସେହି ଭୟଙ୍କର ଘଟଣାକୁ ଆଜି ବି ଭୁଲିପାରିନି ଦେଶ । ଭାରତର ବାଣିଜ୍ୟିକ ରାଜଧାନୀ ମୁମ୍ବାଇରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ସମଗ୍ର ବିଶ୍ୱକୁ ସ୍ତବ୍ଧ କରିଦେଇଥିଲା । ୧୮ ବର୍ଷ ବିତିଯାଇଥିଲେ ମଧ୍ୟ ସେହି ଆକ୍ରମଣର କ୍ଷତ ଆଜି ବି ଅନେକ ପରିବାରଙ୍କ ମନରେ ତାଜା ରହିଛି । ପାକିସ୍ତାନରେ ସକ୍ରିୟ ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତୋଏବା ଏହି ଆକ୍ରମଣ […]
Continue readingDaily Archives: November 26, 2026
ସମ୍ବିଧାନ ଗ୍ରହଣକୁ ପୂରିଲା ୭୭ ବର୍ଷ
ସମ୍ବିଧାନ ଗ୍ରହଣକୁ ପୂରିଲା ୭୭ ବର୍ଷ । ନ୍ୟାୟ, ସ୍ୱାଧୀନତା, ସମାନତା ଓ ଭାତୃତ୍ୱର ଆଦର୍ଶକୁ ସ୍ମରଣ କରୁଛି ଦେଶ । ପ୍ରତିବର୍ଷ ନଭେମ୍ବର ୨୬କୁ ସମ୍ବିଧାନ ଦିବସ ବା ଜାତୀୟ ଆଇନ ଦିବସ ଭାବେ ପାଳନ କରାଯାଏ । ୧୯୪୯ ମସିହା ଆଜିର ଦିନରେ ସମ୍ବିଧାନ ସଭା ଭାରତୀୟ ସମ୍ବିଧାନକୁ ଗ୍ରହଣ କରିଥିଲା । ପରବର୍ତ୍ତୀ ସମୟରେ ୧୯୫୦ ଜାନୁଆରୀ ୨୬ରେ ସମ୍ବିଧାନ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକାରୀ ହୋଇଥିଲା । ସମ୍ବିଧାନ ଦିବସ ଅବସରରେ ପ୍ରଧାନମନ୍ତ୍ରୀ […]
Continue readingମରୁଡ଼ି ସ୍ଥିତି ଆଣିବ ଖାଦ୍ୟ ସଙ୍କଟ
ଦେଶରେ ଚଳିତ ବର୍ଷ ମୌସୁମୀ ସମୟରେ କମ୍ ବର୍ଷାର ପ୍ରଭାବ ଚାଷ ଉପରେ ସ୍ପଷ୍ଟ ଦେଖିବାକୁ ମିଳୁଛି । କମ ବର୍ଷା ଏବଂ ଅନେକ ଅଞ୍ଚଳରେ ମାଟିର ଆଦ୍ରତା ହ୍ରାସ ପକାଇବା କାରଣରୁ ଚାଷୀଙ୍କ ସମସ୍ୟା ବଢ଼ିଯାଇଛି । ଏହାର ପ୍ରଭାର ଏବେ ରବି ଫସଲର ଚାଷ ଉପରେ ଦେଖିବାକୁ ମିଳିଛି । ଆଇଆଇଟି ଗାନ୍ଧୀନଗର ଇଣ୍ଡିଆ ଡ୍ରାଉଟ୍ ମନିଟର୍ ରିପୋର୍ଟ ଅନୁସାରେ, ଦେଶର ମୋଟ ଭୌଗଳିକ କ୍ଷେତ୍ରର ପ୍ରାୟ ୪୭.୨ ପ୍ରତିଶତ ଅଞ୍ଚଳ ମରୁଡ଼ିର ଭିନ୍ନ […]
Continue reading


