ଭୁବନେଶ୍ୱର ରେ ‘ସୁଭାରିଆ – ଦି ଲଗଜରୀ ଏଡିଟ୍’ର ଶୁଭାରମ୍ଭ: ଐତିହ୍ୟ ଓ ଆଧୁନିକତାର ଅପୂର୍ବ ସମନ୍ୱୟ ରାଜଧାନୀର ହୋଟେଲ ମେ ଫେୟର ଠାରେ ଏକ ଭବ୍ୟ କାର୍ଯ୍ୟକ୍ରମରେ ଦିଲ୍ଲୀର ପ୍ରସିଦ୍ଧ ଖାନାଙ୍କ ଜୁଏଲର୍ସ ଏବଂ ଜି ଷ୍ଟୁଡିଓ ର ମିଳିତ ସହଯୋଗରେ ‘ସୁଭାରିଆ – ଦି ଲଗଜରୀ ଏଡିଟ୍’ ର ଶୁଭାରମ୍ଭ କରାଯାଇଛି। ଏକ ସ୍ୱତନ୍ତ୍ର ଷ୍ଟଲ୍ ଜରିଆରେ ଏହି ଅଭିନବ ପ୍ରଦର୍ଶନୀ ସମ୍ପର୍କରେ ସୂଚନା ଦିଆଯାଇଛି । ଏହା କୁ କଟକ ବାରବାଟୀ ବିଧାୟକ […]
Continue reading
