ବରିଷ୍ଠ ପୁଲିସ ଅଧିକାରୀ ବିନୟତୋଷ ମିଶ୍ରଙ୍କୁ ନୂଆ ନିଯୁକ୍ତି ମିଳିଛି। ୧୯୯୩ ବ୍ୟାଚ୍ର ଆଇପିଏସ୍ ଶ୍ରୀ ମିଶ୍ରଙ୍କୁ ଅନ୍ତରୀଣ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ହେବେ। କ୍ରାଇମବ୍ରାଞ୍ଚ ଡିଜି ଭାବରେ ଶ୍ରୀ ମିଶ୍ର ଏବେ ଅଛନ୍ତି । ସୂଚନା ଆନୁସାରେ ବିନୟତୋଷ ମିଶ୍ର ହେଉଛନ୍ତି ଜଣେ ଦକ୍ଷ ପୁଲିସ ଅଧିକାରୀ । ସେ ରାଜ୍ୟ ସରାକରଙ୍କ ଗୁରୁତ୍ବପୂର୍ଣ୍ଣ ପଦବିରେ ଅବସ୍ଥାପିତ ହୋଇ ନିଜର ଦକ୍ଷତା ଦେଖାଇଛନ୍ତି । ଅତୀତରେ ରାଜ୍ୟ ସରକାର ଶ୍ରୀ ମିଶ୍ରଙ୍କୁ ଅଗ୍ନିଶମ ସେବା, ହୋମଗାର୍ଡ ଏବଂ ସିଭିଲ ଡିଫେନ୍ସର ଡିଜି ଭାବେ ଅତିରିକ୍ତ ଦାୟିତ୍ବ ଦେଇଥିଲେ।
ଅଧିକ ଖବର
-
ଦକ୍ଷିଣ ଓଡ଼ିଶାରେ ଅତିପ୍ରବଳ ବର୍ଷା
September 23, 2026 -
ବିଜେପି ପକ୍ଷରୁ ୩୬ ପ୍ରଦେଶ ପ୍ରଭାରୀ ଘୋଷଣା,ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀଙ୍କୁ ଛତିଶଗଡ଼ ଏବଂ ହରିୟାଣାର ପ୍ରଭାରୀ ନିଯୁକ୍ତ
September 23, 2026 -
ଚୌଦ୍ଵାର ମଣ୍ଡଳ କାରାଗାର ସୂପରିଟେନ୍ଦେଣ୍ଟ ସୁଜିତ୍ ରାଉଳ ଗିରଫ,ଇନ୍ ଆଉଟ୍ ରେଜିଷ୍ଟର ଏବଂ ମିନିଟ୍ ବୁକ୍ ରେ ଜାଲିଆତି ଅଭିଯୋଗ ଆଣିଥିଲେ ଜେଲର୍
September 20, 2026
