କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ୭୭ତମ ଗଣତନ୍ତ୍ର ଦିବସ ଅବସରରେ ନୂଆଦିଲ୍ଲୀ ସ୍ଥିତ ନିଜ ବାସଭବନରେ ଗର୍ବର ସହ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି । ଏହି ପବିତ୍ର ଅବସରରେ ସେ ସମସ୍ତ ଦେଶବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇବା ସହ ଭାରତର ଗଣତାନ୍ତ୍ରିକ ମୂଲ୍ୟବୋଧ ଏବଂ ସାମ୍ବିଧାନିକ ଚେତନାକୁ ସମ୍ମାନ ଜଣାଇଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଯେ, “ଆଜିର ଏହି ଦିନ ଆମର ଗଣତାନ୍ତ୍ରିକ ଆଦର୍ଶକୁ ପାଳନ କରିବା, ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ସ୍ମରଣ କରିବା ଏବଂ […]
Continue readingCategory Archives: ଦେଶ ବିଦେଶ
ଭାରତ ଏବଂ ୟୁରୋପୀୟ ସଂଘ ମଧ୍ୟରେ ଐତିହାସିକ ମୁକ୍ତ ବାଣିଜ୍ୟ ଚୁକ୍ତି ସ୍ଵାକ୍ଷରିତ
ଭାରତ ଏବଂ ୟୁରୋପୀୟ ସଂଘ ମଧ୍ୟରେ ଐତିହାସିକ ମୁକ୍ତ ବାଣିଜ୍ୟ ଚୁକ୍ତି ସ୍ଵାକ୍ଷରିତ ହୋଇଛି । ଏହାଦ୍ୱାରା ଭାରତୀୟ ଅର୍ଥବ୍ୟବସ୍ଥାରେ ଏକ ବଡ଼ ପରିବର୍ତ୍ତନ ଆସିବାକୁ ଯାଉଛି । ଏନେଇ ଅନେକ ଆକଳନ କରାଯାଉଥିବା ବେଳେ ଉଭୟ ଦେଶ ପାଇଁ ବଡ ଅର୍ଥନୈତିକ ପରିବର୍ତ୍ତନ ଆଶା କରାଯାଉଛି । ଏହି ଚୁକ୍ତି ପରେ ପ୍ରାୟ ୯୫% ୟୁରୋପୀୟ କମ୍ପାନୀ ଆଗାମୀ ୫ ବର୍ଷ ମଧ୍ୟରେ ଭାରତରେ ନିବେଶ କରି ନିଜର ବ୍ୟବସାୟ ବୃଦ୍ଧି କରିବାକୁ ଯୋଜନା କରିଛନ୍ତି […]
Continue readingଦେଶ ପାଳିଛି ୭୭ତମ ସାଧାରଣ ତନ୍ତ୍ର ଦିବସ,ଦିଲ୍ଲୀ କର୍ତ୍ତବ୍ୟପଥରେ ଓଡ଼ିଲା ତ୍ରିରଙ୍ଗା
ଦେଶ ପାଳଛି ୭୭ତମ ସାଧାରଣ ତନ୍ତ୍ର ଦିବସ । ଦିଲ୍ଲୀ କର୍ତ୍ତବ୍ୟପଥରେ ଦେଖିବାକୁ ମିଳିଛି ଶୌର୍ଯ୍ୟ, ଶକ୍ତି ଓ ସଂସ୍କୃତିର ଅପୂର୍ବ ସମନ୍ୱୟ । ମାଟିକୁ ଥରାଇଥିଲା ଗୋଟିକ ପରେ ଗୋଟିଏ ପରେଡ୍, ଆକାଶ ଚିରିଥିଲା ବାୟୁସେନାର ଲଢ଼ୁଆ ବିମାନ । ଅଭିବାଦନ ଗ୍ରହଣ କରିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ପ୍ରଥମ ଭାରତୀୟ ଭାବେ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରକୁ ଯାଇଥିବା ଗ୍ରୁପ୍ କ୍ୟାପଟେନ ଶୁଭାଂଶୁ ଶୁକ୍ଳାଙ୍କୁ ଅଶୋକ ଚକ୍ର ପ୍ରଦାନ କରାଯାଇଥିବା ବେଳେ, ପ୍ରତିଟି ଓଡ଼ିଆଙ୍କୁ […]
Continue readingବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ସହ ସମସ୍ତ ସମ୍ପର୍କ ଛିନ୍ନ କରିଛି ଆମେରିକା
ଆମେରିକା ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ସହ ସମସ୍ତ ସମ୍ପର୍କ ଛିନ୍ନ କରିଛି । ପୂର୍ବରୁ ରାଷ୍ଟ୍ରପତିଡୋନାଲ୍ଡ ଟ୍ରମ୍ପ୍ ହୁରେ ଅନିୟମିତତା ହେଉଥିବା ନେଇ ୟୁଏସକୁ ଦୂରେଇବାକୁ ଘୋଷଣା କରିଥିଲେ । ଏବେ ବିଦ୍ଧିବଦ୍ଧ ଭାବେ ଆମେରିକା ଏହି ସଙ୍ଗଠନରୁ ନିଜକୁ ଦୂରେଉ ଦେଇଛି । ଆମେରିକାର ସ୍ୱାସ୍ଥ୍ୟ ଏବଂ ବୈଦେଶିକ ବିଭାଗ ଏନେଇ ଘୋଷଣା କରିଛି । ଏହାସହ ଜେନେଭାରେ ହୁ’ର କାର୍ଯ୍ୟାଳୟ ବାହାରେ ଲାଗିଥିବା ନିଜ ଦେଶର ପତାକାକୁ ମଧ୍ୟ ଆମେରିକା ହଟାଇ ଦେଇଛି । […]
Continue readingସଡ଼କ ନିର୍ମାଣରେ ଭାରତର କୀର୍ତ୍ତିମାନ: ଗଡ଼କରୀଙ୍କ ହିଁ ଶ୍ରେୟାଧିକାରୀ
ଭାରତର ପରିବହନ ଏବଂ ଭିତ୍ତିଭୂମି କ୍ଷେତ୍ରରେ ଏକ ନୂତନ ସୂର୍ଯ୍ୟୋଦୟ ଘଟିଛି। ବେଙ୍ଗାଲୁରୁ-କଡ଼ପ୍ପା-ବିଜୟୱାଡା ଆର୍ଥିକ କରିଡର ନିର୍ମାଣରେ ୪ଟି ଗିନିଜ୍ ୱାର୍ଲ୍ଡ ରେକର୍ଡ ସ୍ଥାପନ କରି ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ ସାରା ବିଶ୍ୱକୁ ଚକିତ କରିଦେଇଛି। ଏହି ସଫଳତା ପଛରେ ଯଦି କାହାର ସବୁଠାରୁ ବଡ଼ ହାତ ରହିଛି, ସେ ହେଉଛନ୍ତି କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ଶ୍ରୀ ନିତିନ ଗଡ଼କରୀ। ଯାହାଙ୍କୁ ଆଧୁନିକ ଭାରତର ‘Highway Man’ ବୋଲି କୁହାଯାଏ। ନିତିନ […]
Continue readingଭାରତୀୟ କ୍ଷୁଦ୍ର ଶିଳ୍ପ ବିକାଶ ବ୍ୟାଙ୍କକୁ ଇକ୍ୱିଟି ସହାୟତା ମଞ୍ଜୁର କରିଛନ୍ତି ମୋଦି କ୍ୟାବିନେଟ
ମୋଦି କ୍ୟାବିନେଟ ବୁଧବାର (୨୧ ଜାନୁଆରୀ) ଦିନ ଭାରତୀୟ କ୍ଷୁଦ୍ର ଶିଳ୍ପ ବିକାଶ ବ୍ୟାଙ୍କକୁ ଇକ୍ୱିଟି ସହାୟତା ମଞ୍ଜୁର କରିଛନ୍ତି। ଏହା ଅଟଳ ପେନସନ ଯୋଜନା (APY) ଜାରି ରଖିବା ଏବଂ ୨୦୩୦-୩୧ ପର୍ଯ୍ୟନ୍ତ ବିକାଶମୂଳକ କାର୍ଯ୍ୟକଳାପ ପାଇଁ ପାଣ୍ଠି ବୃଦ୍ଧିକୁ ମଧ୍ୟ ଅନୁମୋଦନ କରିଛି।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ବୁଧବାର (୨୧ ଜାନୁଆରୀ) ଦିନ ଭାରତୀୟ କ୍ଷୁଦ୍ର ଶିଳ୍ପ ବିକାଶ ବ୍ୟାଙ୍କ (SIDBI)କୁ ୫,୦୦୦ କୋଟି ଟଙ୍କାର ଇକ୍ୱିଟି ସହାୟତା ମଞ୍ଜୁର କରିଛି। […]
Continue readingବିଜେପିରେ ନିତିନ ନବୀନଙ୍କ ଯୁଗାରମ୍ଭ
ଆଞ୍ଚଳିକ ଗଡ଼ ଭାଙ୍ଗିବା ହେବ ନୂଆ ସଭାପତିଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ଭାରତୀୟ ଜନତା ପାର୍ଟିର (ବିଜେପି) ସାଂଗଠନିକ ଇତିହାସରେ ଏକ ନୂତନ ଅଧ୍ୟାୟ ଆରମ୍ଭ ହୋଇଛି। ମଙ୍ଗଳବାର ଦିନ ନୂଆଦିଲ୍ଲୀସ୍ଥିତ ଦଳର କେନ୍ଦ୍ରୀୟ ମୁଖ୍ୟାଳୟରେ ଶ୍ରୀ ନିତିନ ନବୀନ ଆନୁଷ୍ଠାନିକ ଭାବେ ବିଜେପିର ୧୨ତମ ରାଷ୍ଟ୍ରୀୟ ସଭାପତି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହି ଐତିହାସିକ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପସ୍ଥିତି ଏବଂ ନୂତନ ସଭାପତିଙ୍କୁ ସେ ଦେଇଥିବା “ବସ୍”ର ଆଖ୍ୟା ଦେଶର ରାଜନୈତିକ […]
Continue readingନୂତନ ବିଜେପି ସଭାପତିଙ୍କୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଶୁଭେଚ୍ଛା:
‘ନିତିନଙ୍କ ନେତୃତ୍ୱରେ ସଫଳ ହେବ ବିକଶିତ ଭାରତର ସଂକଳ୍ପ’ ନୂଆଦିଲ୍ଲୀ, ୨୦/୦୧: ବିଜେପି ରାଷ୍ଟ୍ରୀୟ ସଭାପତି ନିତିନ ନବୀନଙ୍କୁ ବିଶ୍ବର ସର୍ବବୃହତ ରାଜନୈତିକ ଦଳ ବିଜେପିର ରାଷ୍ଟ୍ରୀୟ ସଭାପତି ଭାବେ ନିର୍ବାଚିତ ହୋଇଥିବାରୁ ହାର୍ଦ୍ଦିକ ଅଭିନନ୍ଦନ ଏବଂ ଏକ ଉଜ୍ଜ୍ୱଳ କାର୍ଯ୍ୟକାଳ ପାଇଁ ଅନନ୍ତ ଶୁଭକାମନା ଜଣାଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଶ୍ରୀ ପ୍ରଧାନ କହିଛନ୍ତି ଗଣତନ୍ତ୍ରଣ ପର୍ବ ଅନ୍ତର୍ଗତ ଆପଣଙ୍କର ଏହି ନିର୍ବାଚନ, ଭାଜପାର ସଂସ୍କାର, ଗଣତାନ୍ତ୍ରିକ ଆସ୍ଥା, ସାଂଗଠନିକ ଅନୁଶାସନ ଏବଂ […]
Continue readingନୀତି ଓ ନୈତିକତାର ମହାପୁରୁଷ ଗୁଲଜାରିଲାଲ ନନ୍ଦା
ଜୀବନରେ ନିଜସ୍ୱ ଘରଟିଏ ନଥିବା ପ୍ରଧାନମନ୍ତ୍ରୀ ଆଜି ହେଉଛି ଭାରତର ଜଣେ ବିରଳ ରାଜନେତା, ମହାନ୍ ସ୍ୱାଧୀନତା ସଂଗ୍ରାମୀ ତଥା ଶତାୟୁ ପୁରୁଷ ଗୁଲଜାରିଲାଲ ନନ୍ଦାଙ୍କ ୨୮ତମ ଶ୍ରାଦ୍ଧ ଦିବସ। ୧୮୯୮ ମସିହାରେ ଜନ୍ମିତ ଏହି ମହାନ୍ ଜନନେତା ୧୯୯୮ ମସିହାରେ ଆଖି ବୁଜିଥିଲେ। ତାଙ୍କର ତ୍ୟାଗପୂତ ଜୀବନ ଏବଂ ନୈତିକତା ଆଜିର ରାଜନୈତିକ ବ୍ୟବସ୍ଥା ପାଇଁ ଏକ ବଡ଼ ଶିକ୍ଷା। ଗୁଲଜାରିଲାଲ ନନ୍ଦା କେବଳ ଜଣେ ରାଜନେତା ନଥିଲେ, ସେ ଥିଲେ ଜଣେ ପ୍ରଖର ଅର୍ଥଶାସ୍ତ୍ର […]
Continue readingଆଇଆଇଟି ମାଡ୍ରାସରେ ‘ପୋଙ୍ଗଲ ପର୍ବ’ ପାଳିଲେ କେନ୍ଦ୍ରମନ୍ତ୍ରୀ
କୃତଜ୍ଞତା, ସମୃଦ୍ଧି ଏବଂ ସାଂସ୍କୃତିକ ଐତିହ୍ୟର ପ୍ରତୀକ ପୋଙ୍ଗଲ –ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଚେନ୍ନାଇ ସ୍ଥିତ ଆଇଆଇଟି ମାଡ୍ରାସ ପରିସରରେ ଛାତ୍ରଛାତ୍ରୀ ଏବଂ ଶିକ୍ଷକମାନଙ୍କ ସହ ପାରମ୍ପରିକ ପୋଷାକ ପିନ୍ଧି ତାମିଲନାଡୁର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ପୋଙ୍ଗଲ’ ପର୍ବ ପାଳନ କରିଛନ୍ତି । ପ୍ରତିଷ୍ଠାନର କମ୍ୟୁନିଟି ହଲ୍ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶ୍ରୀ ପ୍ରଧାନ ସାମିଲ ହୋଇ ଅମଳର ଏହି ପର୍ବକୁ ଉପଭୋଗ କରିଥିଲେ । ଏହି ଅବସରରେ ଶ୍ରୀ […]
Continue reading









