ବିଶ୍ୱ ଅସ୍ଥିରତା ମଧ୍ୟରେ ମୋଦୀ ସରକାରଙ୍କ ନିଷ୍ପତି ସମୟୋଚିତ ଓ ସାହସିକ – ଧର୍ମେନ୍ଦ୍ର ପ୍ରଧାନ

ପଶ୍ଚିମ ଏସିଆରେ ବଢୁଥିବା ଭୂ-ରାଜନୈତିକ ତିକ୍ତତା ଏବଂ ବିଶ୍ୱ ଉର୍ଜା ବଜାରରେ ଦେଖାଦେଇଥିବା ଅସ୍ଥିରତା ମଧ୍ୟରେ ଭାରତ ସରକାରଙ୍କ ଜନକଲ୍ୟାଣକାରୀ ପଦକ୍ଷେପକୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଚ୍ଚ ପ୍ରଶଂସା କରିଛନ୍ତି । ପେଟ୍ରୋଲ ଓ ଡିଜେଲ ଉପରୁ କେନ୍ଦ୍ରୀୟ ଅବକାରୀ ଶୁଳ୍କ ହ୍ରାସ ଏବଂ ବାଣିଜ୍ୟିକ କ୍ଷେତ୍ର ପାଇଁ ଏଲପିଜି ଆବଣ୍ଟନ ବୃଦ୍ଧି ନିଷ୍ପତ୍ତିକୁ ସେ ଏକ “ସମୟୋଚିତ ଓ ସାହସିକ” ପଦକ୍ଷେପ ଭାବେ ଅଭିହିତ କରିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି […]

Continue reading
ବିଶ୍ୱର ସବୁଠୁ ଉଚ୍ଚ ବିଲ୍ଡିଂ ବୁର୍ଜ ଖଲିଫା ଉପରେ ବଜ୍ରପାତ, ଭିଡ଼ିଓ ଭାଇରାଲ

ବିଶ୍ୱର ସବୁଠୁ ଉଚ୍ଚ ବିଲ୍ଡିଂ ବୁର୍ଜ ଖଲିଫା ଉପରେ ବଜ୍ରପାତ, ଭିଡ଼ିଓ ଭାଇରାଲ

ଉପସାଗରୀୟ କ୍ଷେତ୍ରରେ ଜାରି ଉତ୍ତେଜନା ମଧ୍ୟରେ ଶୁକ୍ରବାର ରାତିରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖାଯାଇଛି। ବିଶ୍ୱର ସବୁଠୁ ଉଚ୍ଚ ବିଲ୍ଡିଂ ବୁର୍ଜ ଖଲିଫା ଉପରେ ବଜ୍ରପାତ ହୋଇଛି। ବର୍ଷା ଓ ଝଡତୋଫାନ ମଧ୍ୟରେ ଘଟିଥିବା ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଅପଲୋଡ ହୋଇଥିବା ବେଳେ ତାହା ଭାଇରାଲ ହୋଇଯାଇଛି। ଶୁକ୍ରବାର ୟୁଏଇର ଅନେକ ଅଞ୍ଚଳରେ ପାଗ ବଦଳି ଯାଇଛି। ଆବୁଧାବୀ, ସାରଜାହ ଓ ଦୁବାଇରେ ଭୀଷଣ ବର୍ଷା ସହ ଝଡ଼ତୋଫାନ ହୋଇଛି। ଏଥିରେ ବୁର୍ଜ […]

Continue reading
ଇରାନକୁ ଚେତାବନୀ ଦେଲେ ଟ୍ରମ୍ପ , ଚୁକ୍ତି ପାଳନ ନ କଲେ ଭୟଙ୍କର ପରିଣାମ ଭୋଗିବାକୁ ପଡ଼ିବ

ଇରାନକୁ ଚେତାବନୀ ଦେଲେ ଟ୍ରମ୍ପ , ଚୁକ୍ତି ପାଳନ ନ କଲେ ଭୟଙ୍କର ପରିଣାମ ଭୋଗିବାକୁ ପଡ଼ିବ

ମଧ୍ୟପ୍ରାଚ୍ୟରେ ଜାରି ଯୁଦ୍ଧ କେବେ ବନ୍ଦ ହେବ, ସେନେଇ କାହା ପାଖରେ କିଛି ତଥ୍ୟ ନାହିଁ । ମିଡିଲ୍ ଇଷ୍ଟର ଏହି ସଙ୍କଟ କରୋନା ମହାମାରୀ ଭଳି ଭୟଙ୍କର । ଏହା କହିଛନ୍ତି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ । ମସ୍କୋରେ ଏକ ବ୍ୟବସାୟ ଫୋରମକୁ ସମ୍ବୋଧିତ କରି ପୁଟିନ କହିଛନ୍ତି ଯେ, ଏହି ସଂଘର୍ଷ ଲଜିଷ୍ଟିକ୍ସ, ଉତ୍ପାଦନ ଏବଂ ଯୋଗାଣ ଶୃଙ୍ଖଳାକୁ ବାଧା ଦେଇଛି । ହାଇଡ୍ରୋକାର୍ବନ, ମେଟାଲ ଏବଂ ସାର କ୍ଷେତ୍ର ଉପରେ ଚାପ […]

Continue reading
ସର୍ବଦଳୀୟ ବୈଠକ ସଂପନ୍ନ,ଭରସା ଦେଲେ ସରକାର ,ଦେଶରେ ଉର୍ଜା ସୁରକ୍ଷାର ସ୍ଥିତି ସ୍ଥିର ଏବଂ ନିୟନ୍ତ୍ରଣରେ ରହିଛି

ସର୍ବଦଳୀୟ ବୈଠକ ସଂପନ୍ନ,ଭରସା ଦେଲେ ସରକାର ,ଦେଶରେ ଉର୍ଜା ସୁରକ୍ଷାର ସ୍ଥିତି ସ୍ଥିର ଏବଂ ନିୟନ୍ତ୍ରଣରେ ରହିଛି

ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଉତ୍ତେଜନାପୂର୍ଣ୍ଣ ସ୍ଥିତିକୁ ଦେଖି ବୁଧବାର ବସିଥିବା ସର୍ବଦଳୀୟ ବୈଠକ ସଂପନ୍ନ ହୋଇଛି। ଦେଢ ଘଣ୍ଟା ଧରି ଚାଲିଥିବା ବୈଠକରେ ସରକାର ଭରସା ଦେଇଛନ୍ତି ଯେ ଦେଶରେ ପର୍ଯ୍ୟାପ୍ତ ଉର୍ଜା ଭଣ୍ଡାର ମହଜୁଦ ରହିଛି। ଏହା ସହିତ ଅନେକ ଜାହାଜ ଏବେ ବି ଭାରତ ଅଭିମୁଖେ ଆସୁଛନ୍ତି। ବୈଠକରେ ସରକାର ବିରୋଧୀଙ୍କ ଅନେକ ପ୍ରଶ୍ନର ଉତ୍ତର ମଧ୍ୟ ରଖିଛନ୍ତି। ସରକାର ସମସ୍ତ ବିରୋଧୀ ଦଳର ନେତାଙ୍କୁ ଭରସା ଦେଇଛନ୍ତି ଯେ, ଦେଶରେ ଉର୍ଜା ସୁରକ୍ଷାର ସ୍ଥିତି […]

Continue reading
ମଧ୍ୟପ୍ରାଚ୍ୟରେ ମହାସମର: ବିନାଶ ନୁହେଁ, ସମାଧାନ ପାଇଁ ଲୋଡ଼ା ଆଲୋଚନା ଓ ବିଶ୍ୱ ଶାନ୍ତି

ମଧ୍ୟପ୍ରାଚ୍ୟରେ ମହାସମର: ବିନାଶ ନୁହେଁ, ସମାଧାନ ପାଇଁ ଲୋଡ଼ା ଆଲୋଚନା ଓ ବିଶ୍ୱ ଶାନ୍ତି

ମଧ୍ୟପ୍ରାଚ୍ୟରେ ସୃଷ୍ଟି ହୋଇଥିବା ଯୁଦ୍ଧର ଲେଲିହାନ ଶିଖା ଦିନକୁ ଦିନ ଭୟଙ୍କର ରୂପ ଧାରଣ କରୁଛି। ଇରାନ ଓ ଆମେରିକା-ଇସ୍ରାଏଲ୍ ମଧ୍ୟରେ ଜାରି ରହିଥିବା  ଆକ୍ରମଣ ବିଶ୍ୱକୁ ଏକ ତୃତୀୟ ବିଶ୍ୱଯୁଦ୍ଧର ଦ୍ୱାରଦେଶରେ ଛିଡ଼ା କରିଛି। ଆଜି ଇରାନ ପୁଣିଥରେ ଆମେରିକାର ସାମରିକ ଭିତ୍ତିଭୂମି ଉପରେ ଟାର୍ଗେଟ୍ ଆକ୍ରମଣ କରିଥିବା ବେଳେ ଇରାନ ଉପରେ ଆମେରିକା ଓ ଇସ୍ରାଏଲର ପ୍ରଚଣ୍ଡ ପ୍ରତିଶୋଧ ଜାରି ରଖିଛନ୍ତି। ଏଭଳି ଏକ ବିସ୍ଫୋରକ ସ୍ଥିତିରେ ବନ୍ଧୁକର ଗୁଳି ନୁହେଁ, ବରଂ ଆଲୋଚନାର […]

Continue reading
ଆଗାମୀ ୫ ଦିନ ପର୍ଯ୍ୟନ୍ତ ଇରାନର ପାୱାର ପ୍ଲାଣ୍ଟ ଆକ୍ରମଣ ନିଷ୍ପତ୍ତିକୁ ଟାଳିଛନ୍ତି ଟ୍ରମ୍ପ, ଉପହାସ କଲା ତେହେରାନ

ଆଗାମୀ ୫ ଦିନ ପର୍ଯ୍ୟନ୍ତ ଇରାନର ପାୱାର ପ୍ଲାଣ୍ଟ ଆକ୍ରମଣ ନିଷ୍ପତ୍ତିକୁ ଟାଳିଛନ୍ତି ଟ୍ରମ୍ପ, ଉପହାସ କଲା ତେହେରାନ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଘୋଷଣାରେ ଆଗାମୀ ୫ ଦିନ ପର୍ଯ୍ୟନ୍ତ ଇରାନର ପାୱାର ପ୍ଲାଣ୍ଟ ଆକ୍ରମଣ ନିଷ୍ପତ୍ତିକୁ ଟାଳିଛନ୍ତି। ଟ୍ରମ୍ପ ଶନିବାର ଘୋଷଣା କରିଥିଲେ ଯେ ଯଦି ହୋର୍ମୁଜକୁ ଇରାନ ଆଗାମୀ ୪୮ ଘଣ୍ଟାରେ ନ ଖୋଲେ ତେବେ ଆମେରିକା ତାର ପାୱାର ପ୍ଲାଣ୍ଟ ଓ ଭିତ୍ତିଭୂମି ଉପରେ ଆକ୍ରମଣ କରିବ। ଟ୍ରମ୍ପଙ୍କ ଏହି ଘୋଷଣା ବିଶ୍ୱର ଉଦବେଗ ବଢାଇ ଦେଇଥିଲା। କାରଣ ଟ୍ରମ୍ପ ଦେଇଥିବା ମହଲତ ୨୩ ମାର୍ଚ୍ଚ ସୋମବାର ସମାପ୍ତ ହେଉଥଲା। […]

Continue reading
ଭାରତର ସବୁଠାରୁ ଦୀର୍ଘକାଳୀନ ଶାସନ ମୁଖ୍ୟ। ଶାସନ ମୁଖ୍ୟ ଭାବରେ ୮,୯୩୧ ଦିନ ପୂରଣ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଭାରତର ସବୁଠାରୁ ଦୀର୍ଘକାଳୀନ ଶାସନ ମୁଖ୍ୟ। ଶାସନ ମୁଖ୍ୟ ଭାବରେ ୮,୯୩୧ ଦିନ ପୂରଣ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନୂଆ ରେକର୍ଡ ।  ଭାରତର ସବୁଠାରୁ ଦୀର୍ଘକାଳୀନ ଶାସନ ମୁଖ୍ୟ। ଶାସନ ମୁଖ୍ୟ ଭାବରେ ୮,୯୩୧ ଦିନ ପୂରଣ କରିଛନ୍ତି । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତର ରାଜନୈତିକ ଇତିହାସରେ ଏକ ନୂଆ ମାଇଲଖୁଣ୍ଟ ସ୍ଥାପନ କରିଛନ୍ତି। ଜଣେ ‘ଶାସନ ମୁଖ୍ୟ’ ଭାବରେ ସେ ସବୁଠାରୁ ଅଧିକ ଦିନ କାର୍ଯ୍ୟ କରିବାର ରେକର୍ଡ ନିଜ ନାମରେ କରିଛନ୍ତି। ମୋଦୀଙ୍କ ଶାସନ କାଳ ମୋଟ ୮ ହଜାର ୯୩୧ ଦିନ। ପ୍ରଥମେ ସେ […]

Continue reading
​ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ: ଅଶୋଧିତ ତୈଳ ଓ ଗ୍ୟାସ ସଂକଟ ଉପରେ ରଣନୀତି ପ୍ରସ୍ତୁତ

​ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ: ଅଶୋଧିତ ତୈଳ ଓ ଗ୍ୟାସ ସଂକଟ ଉପରେ ରଣନୀତି ପ୍ରସ୍ତୁତ

​ନୂଆଦିଲ୍ଲୀ: ଦେଶର ବର୍ତ୍ତମାନର ଆର୍ଥିକ ଓ ଶକ୍ତି ସୁରକ୍ଷାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ କେନ୍ଦ୍ର ମନ୍ତ୍ରିପରିଷଦର ଅନେକ ବରିଷ୍ଠ ସଦସ୍ୟ ଯୋଗ ଦେଇ ଦେଶର ସାମ୍ପ୍ରତିକ ସ୍ଥିତି ସମ୍ପର୍କରେ ଆଲୋଚନା କରିଛନ୍ତି। ଏହି ହାଇ-ପ୍ରୋଫାଇଲ୍ ବୈଠକରେ ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଉପସ୍ଥିତ ଥିଲେ। ଏଥିସହିତ କେନ୍ଦ୍ର ମନ୍ତ୍ରୀ ହରଦୀପ ସିଂ ପୁରୀ, ବିଜେପି […]

Continue reading
ହୋଟେଲ ଓ ଢାବା ପାଇଁ ବଡ଼ ଆଶ୍ୱସ୍ତି,୨୩ ତାରିଖରୁ ମିଳିବ ଅଧିକ ୨୦% ଗ୍ୟାସ୍

ହୋଟେଲ ଓ ଢାବା ପାଇଁ ବଡ଼ ଆଶ୍ୱସ୍ତି,୨୩ ତାରିଖରୁ ମିଳିବ ଅଧିକ ୨୦% ଗ୍ୟାସ୍

ହୋଟେଲ ଓ ଢାବା ପାଇଁ ବଡ଼ ଆଶ୍ୱସ୍ତି  !  ୨୩ ତାରିଖରୁ ମିଳିବ ଅଧିକ ୨୦% ଗ୍ୟାସ୍ ।  ରାଜ୍ୟ ପାଇଁ ଅଧିକ ୨୦% ଗ୍ୟାସ କୋଟା ।  ସରକାରୀ କ୍ୟାଣ୍ଟିନ୍ ଓ ଡାଏରୀ ଶିଳ୍ପକୁ ମିଳିବ ପ୍ରାଥମିକତା ।  ଦେଶରେ ଚାଲିଥିବା ଗ୍ୟାସ୍ ସଂକଟ ଯୋଗୁଁ ବିଭିନ୍ନ କ୍ଷେତ୍ରରେ ଯୋଗାଣ କମାଇ ଦିଆଯାଇଛି ।  ଫଳରେ ଲୋକଙ୍କୁ ସେବା ଯୋଗାଉଥିବା ସଂସ୍ଥାଗୁଡ଼ିକ ଏଥିପାଇଁ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହାକୁ ଦୂର କରିବା ପାଇଁ […]

Continue reading
ଆମେରିକାର ଶକ୍ତିଶାଳୀ ସାମରିକ ଘାଟି ‘ଡିଏଗୋ ଗାର୍ସିଆ’ ଉପରେ ଇରାନର ଆଟାକ

ଆମେରିକାର ଶକ୍ତିଶାଳୀ ସାମରିକ ଘାଟି ‘ଡିଏଗୋ ଗାର୍ସିଆ’ ଉପରେ ଇରାନର ଆଟାକ

ଭାରତ ମହାସାଗରରେ ଯୁଦ୍ଧର ନିଆଁ । ଆମେରିକାର ସବୁଠାରୁ ବଡ଼ ଘାଟି ‘ଡିଏଗୋ ଗାର୍ସିଆ’କୁ ଟାର୍ଗେଟ କଲା ଇରାନ । ଭାରତ ମହାସାଗରରେ ଥିବା ଆମେରିକାର ଶକ୍ତିଶାଳୀ ସାମରିକ ଘାଟି ‘ଡିଏଗୋ ଗାର୍ସିଆ’ ଉପରେ ଇରାନର ଆଟାକ । ଆମେରିକା ଓ ବ୍ରିଟେନର ମିଳିତ ସାମରିକ ଘାଟି ‘ଡିଏଗୋ ଗାର୍ସିଆ’ ଉପରକୁ ଦୁଇଟି ଶକ୍ତିଶାଳୀ ମିସାଇଲ ମାଡ଼ କରିଛି ତେହେରାନ । ଯଦିଓ ଏହି ଆକ୍ରମଣ ବିଫଳ ହୋଇଛି, କିନ୍ତୁ ଏହା ବିଶ୍ୱ ପାଇଁ ଏକ ବଡ଼ […]

Continue reading