ବନ୍ଧୁ ସ୍ମୃତିରେ କ୍ରିକେଟ ମହାକୁମ୍ଭ

ବନ୍ଧୁ ସ୍ମୃତିରେ କ୍ରିକେଟ ମହାକୁମ୍ଭ

ଆସନ୍ତା ୧୭ରୁ ଆରମ୍ଭ ହେବ ‘ଗୁରୁପ୍ରସାଦ ମେମୋରିଆଲ ନାଇଟ୍ ଟୁର୍ନାମେଣ୍ଟ ନିରାକାରପୁର: ନିଜ ପ୍ରିୟ ବନ୍ଧୁ ଗୁରୁପ୍ରସାଦ (ଗଗି)ଙ୍କ ଅମ୍ଲାନ ସ୍ମୃତିକୁ ଜୀବନ୍ତ ରଖିବା ପାଇଁ ଆୟୋଜିତ ହେବାକୁ ଯାଉଛି ଏକ ଭବ୍ୟ ନାଇଟ୍ କ୍ରିକେଟ ଟୁର୍ନାମେଣ୍ଟ। ଆସନ୍ତା ଜାନୁୟାରୀ ୧୭ ତାରିଖ (ଶନିବାର) ସନ୍ଧ୍ୟାରେ ଏହି ‘ଗୁରୁପ୍ରସାଦ ମେମୋରିଆଲ ନାଇଟ୍ କ୍ରିକେଟ ଟୁର୍ନାମେଣ୍ଟ’ର ଶୁଭାରମ୍ଭ ହେବ। କ୍ରିକେଟର ରୋମାଞ୍ଚ ସହିତ ସାଂସ୍କୃତିକ କାର୍ଯ୍ୟକ୍ରମର ଆସର ଦେଖିବାକୁ ମିଳିବ। ୧୭ ତାରିଖ ସନ୍ଧ୍ୟା ୫ଟାରୁ ରଙ୍ଗାରଙ୍ଗ ସାଂସ୍କୃତିକ […]

Continue reading
ଦ୍ୱିତୀୟ ଦିନିକିଆ ବଦଳିବ ଟିମ ଇଣ୍ଡିଆର ରୂପ , ଡେବ୍ୟୁ କରିବେ ଆୟୁଷ

ଦ୍ୱିତୀୟ ଦିନିକିଆ ବଦଳିବ ଟିମ ଇଣ୍ଡିଆର ରୂପ , ଡେବ୍ୟୁ କରିବେ ଆୟୁଷ

ରାଜକୋଟରେ ବୁଧବାର ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ସିରିଜର ଦ୍ୱିତୀୟ ଦିନିକିଆ ଖେଳାଯିବ । ଭାରତ ୩ଟି ମ୍ୟାଚ ବିଶିଷ୍ଟ ସିରିଜରେ ୧-୦ରେ ଆଗୁଆ ରହିଛି । ଦଳ ଦ୍ୱିତୀୟ ଦିନିକିଆ ଜିତି ସିରିଜ୍ ଉପରେ ଆଗୁଆ କବଜା କରିବାକୁ ଲକ୍ଷ୍ୟ ରଖିବ । ନ୍ୟୁଜିଲାଣ୍ଡ ଦଳ ଦ୍ୱିତୀୟ ମ୍ୟାଚ୍ ଜିତି ସିରିଜକୁ ଫେରିବାକୁ ପ୍ରୟାସ କରିବ । ଏଥିପାଇଁ ଭାରତୀୟ ଟିମ ମଜବୁତ ପ୍ଲେଇଂ ଇଲେଭେନ ସହିତ ମଇଦାନକୁ ଓହ୍ଲାଇବ । ଦ୍ୱିତୀୟ ଦିନିକିଆ ପୂର୍ବରୁ […]

Continue reading
ଦକ୍ଷିଣ ଆଫ୍ରିକାକୁ ୧୦୧ ରନରେ ହରାଇଲା ଭାରତ

ଦକ୍ଷିଣ ଆଫ୍ରିକାକୁ ୧୦୧ ରନରେ ହରାଇଲା ଭାରତ

ବାରବାଟୀ ଷ୍ଟାଡିୟମରେ ଖେଳାଯାଇଥିବା ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚରେ ଭାରତୀୟ କ୍ରିକେଟ୍ ଟିମ୍ ଦକ୍ଷିଣ ଆଫ୍ରିକାକୁ ୧୦୧ ରନର ବୃହତ ବ୍ୟବଧାନରେ ପରାସ୍ତ କରି କଟକ ଠାରେ ଥିବା ପୂର୍ବ ରେକର୍ଡକୁ ଭାଙ୍ଗି ଦେଇଛି। ଭାରତର ଏହି ଆକର୍ଷଣୀୟ ବିଜୟର ମୁଖ୍ୟ ନାୟକ ଥିଲେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା। ଆହତରୁ ଫେରି ସେ ମାତ୍ର ୨୮ ବଲରେ ୫୯ ରନର ବିସ୍ଫୋରକ ଇନିଂସ ଖେଳି ଦଳକୁ ୧୭୫ ରନରେ ପହଞ୍ଚାଇଥିଲେ ଏବଂ ପରେ […]

Continue reading
ବାରବାଟୀରେ ଆଜି ଭାରତ-ଦକ୍ଷିଣ ଆଫ୍ରିକା ମହାସମର: ବିଜୟରୁ T20 ଅଭିଯାନ ଆରମ୍ଭ କରିବାକୁ ଟିମ୍ ଇଣ୍ଡିଆ ପ୍ରସ୍ତୁତ

ବାରବାଟୀରେ ଆଜି ଭାରତ-ଦକ୍ଷିଣ ଆଫ୍ରିକା ମହାସମର: ବିଜୟରୁ T20 ଅଭିଯାନ ଆରମ୍ଭ କରିବାକୁ ଟିମ୍ ଇଣ୍ଡିଆ ପ୍ରସ୍ତୁତ

କଟକ, ଡିସେମ୍ବର ୯: ଦୀର୍ଘ ଦିନର ପ୍ରତୀକ୍ଷା ପରେ ଆଜି ପୁଣି ଥରେ କଟକର ବାରବାଟୀ ଷ୍ଟାଡିୟମ୍‌ରେ ଅନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍‌ର ମାହୋଲ୍ ସୃଷ୍ଟି ହୋଇଛି। ଆଜି ସନ୍ଧ୍ୟାରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ୫ ମ୍ୟାଚ୍ ବିଶିଷ୍ଟ T20I ସିରିଜ୍‌ର ପ୍ରଥମ ମୁକାବିଲା ଖେଳାଯିବ। ଟେଷ୍ଟ ସିରିଜ୍ ହାରିବା ପରେ ଭାରତ ଦିନିକିଆ ସିରିଜ୍‌ରେ ବିଜୟୀ ହୋଇ ପ୍ରତିଶୋଧ ନେଇଥିଲା ଏବଂ ଏବେ T20 ସିରିଜ୍ ଅଭିଯାନ ବାରବାଟୀ ବିଜୟରୁ ଆରମ୍ଭ କରିବାକୁ ଟିମ୍ […]

Continue reading
ଦକ୍ଷିଣ ଆଫ୍ରିକାକୁ ୯ ଓ୍ବିକେଟରେ ହରାଇ ଦିନିକିଆ ସିରିଜ କବଜା କଲା ଭାରତ

ଦକ୍ଷିଣ ଆଫ୍ରିକାକୁ ୯ ଓ୍ବିକେଟରେ ହରାଇ ଦିନିକିଆ ସିରିଜ କବଜା କଲା ଭାରତ

ନନ୍ଦିଘୋଷ ବ୍ୟୁରୋ: ବିଶାଖାପାଟନମରେ ଚାଲିଥିବା ତୃତୀୟ ଦିନିକିଆରେ ଭାରତର ଦମଦାର ବିଜୟ । ଦକ୍ଷିଣ ଆଫ୍ରିକାକୁ ୯ ଓ୍ବିକେଟରେ ହରାଇଲା ଭାରତ । ଏହାସହ ୨-୧ରେ ଦିନିକିଆ କଲା କବଜା । ୨୭୧ ରନର ବିଜଳ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିଲା ଟିମ୍ ଇଣ୍ଡିଆ । ଗୋଟିଏ ଓ୍ବିକେଟ ହରାଇ ଦଳ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା । ଏକମାତ୍ର ଓ୍ବିକେଟ ଭାବେ ହିଟ୍ ମ୍ୟାନ ରୋହିତ ଶର୍ମା ଆଉଟ ହୋଇଥିଲେ । ତେବେ ରୋହିତ […]

Continue reading
IND vs SA: ଟି-୨୦ ସିରିଜ ପାଇଁ ଟିମ୍ ଇଣ୍ଡିଆ ଘୋଷଣା, ଶୁବମନ-ହାର୍ଦ୍ଦିକ ଫେରିଲେ

IND vs SA: ଟି-୨୦ ସିରିଜ ପାଇଁ ଟିମ୍ ଇଣ୍ଡିଆ ଘୋଷଣା, ଶୁବମନ-ହାର୍ଦ୍ଦିକ ଫେରିଲେ

ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ପାଞ୍ଚ ମ୍ୟାଚ୍ ବିଶିଷ୍ଟ T20 (ଟି-୨୦) ସିରିଜ୍ ପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (BCCI) ପକ୍ଷରୁ ଦଳ ଘୋଷଣା କରାଯାଇଛି। ଆସନ୍ତା ଡିସେମ୍ବର ୯ ତାରିଖରୁ ଏହି ସିରିଜ୍ ଆରମ୍ଭ ହେବ। ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଶୁବମନ ଗିଲ ଟି-୨୦ ଦଳକୁ ଫେରିଛନ୍ତି। ୨୦୨୫ ଏସିଆ କପ୍ ସମୟରେ ହାର୍ଦ୍ଦିକ ଆଘାତ ପାଇଥିଲେ। ସେ ପାକିସ୍ତାନ ବିପକ୍ଷରେ ଫାଇନାଲ ଖେଳିପାରି ନଥିଲେ। ଫଳସ୍ୱରୂପ, ସେ […]

Continue reading
ବାରବାଟୀ ଟି-୨୦ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥାବାରବାଟୀରେ ୯ ତାରିଖ ମ୍ୟାଚ୍: ଟିକେଟ୍ କଳାବଜାର ରୋକିବାକୁ କମିସନରେଟ୍ ପୁଲିସର ବଡ଼ ପ୍ରସ୍ତୁତି

ବାରବାଟୀ ଟି-୨୦ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥାବାରବାଟୀରେ ୯ ତାରିଖ ମ୍ୟାଚ୍: ଟିକେଟ୍ କଳାବଜାର ରୋକିବାକୁ କମିସନରେଟ୍ ପୁଲିସର ବଡ଼ ପ୍ରସ୍ତୁତି

ବାରବାଟୀ ଟି-୨୦ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥାବାରବାଟୀରେ ୯ ତାରିଖ ମ୍ୟାଚ୍: ଟିକେଟ୍ କଳାବଜାର ରୋକିବାକୁ କମିସନରେଟ୍ ପୁଲିସର ବଡ଼ ପ୍ରସ୍ତୁତି; ମୁତୟନ ହେବେ ୪୦ ପ୍ଲାଟୁନ୍ ଫୋର୍ସବାରବାଟୀ ଟି-୨୦ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ଆସନ୍ତା ଡିସେମ୍ବର ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ହେବାକୁ ଥିବା ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ୍ ପାଇଁ ଟିକେଟ୍ ବିକ୍ରି ଏବଂ ସୁରକ୍ଷାକୁ ନେଇ କମିସନରେଟ୍ ପୁଲିସ୍ ଏକ ବ୍ୟାପକ ପ୍ରସ୍ତୁତି କରିଛି। ବିଶେଷ କରି ଟିକେଟ୍ କଳାବଜାରୀ […]

Continue reading

ଅଷ୍ଟ୍ରେଲିଆ ବିପକ୍ଷ ଚତୁର୍ଥ ଟି ଟ୍ବେଣ୍ଟିରେ ଭାରତର ବଡ଼ ବିଜୟ

ଅଷ୍ଟ୍ରେଲିଆ ବିପକ୍ଷ ଚତୁର୍ଥ ଟି ଟ୍ବେଣ୍ଟିରେ ଭାରତର ବଡ଼ ବିଜୟ। ୪୮ ରନରେ କଙ୍ଗାରୁ ଦଳକୁ ହରାଇଲା ଟିମ ଇଣ୍ଡିଆ। ଅଷ୍ଟ୍ରେଲିଆକୁ ଚତୁର୍ଥ ଟି ଟ୍ବେଣ୍ଟି ଜିତିବା ପାଇଁ ୨୪ ବଲରେ ୫୪ ରନ ଦରକାର ଥିବା ବେଳେ ବୋଲିଂ କରିବାକୁ ଆସିଥିଲେ ସୁନ୍ଦର। ୧୬ ଓଭର ଯାଏ ତାଙ୍କୁ ଅଧିନାୟକ ସୂର୍ଯ୍ୟ କୁମାର ଯାଦବ ବୋଲିଂ କରିବାକୁ ଦେଇନଥିଲେ। ୧୭ତମ ଓଭରରେ ବୋଲିଂ କରିବାକୁ ଆସିଥିବା ସୁନ୍ଦରଙ୍କ ସାମ୍ନାରେ ଥିଲେ ମାର୍କସ ଷ୍ଟୋଇନିସଙ୍କ ଭଳି ବିସ୍ଫୋରକ […]

Continue reading

ରାଷ୍ଟ୍ରପତିଙ୍କୁ ସାକ୍ଷାତ କରିଛନ୍ତି ଭାରତୀୟ ମହିଳା କ୍ରିକେଟ ଦଳର ସଦସ୍ୟ

ଆଇସିସି ମହିଳା କ୍ରିକେଟ ବିଶ୍ୱକପ୍ ୨୦୨୫  ଜିତିଥିବା ଭାରତୀୟ ମହିଳା କ୍ରିକେଟ ଦଳର ସଦସ୍ୟମାନେ ଆଜି (୬ ନଭେମ୍ବର, ୨୦୨୫) ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ କରିଛନ୍ତି।ରାଷ୍ଟ୍ରପତି ଭାରତୀୟ ମହିଳା କ୍ରିକେଟ ଦଳର ପ୍ରତ୍ୟେକ ସଦସ୍ୟଙ୍କୁ ଅଭିନନ୍ଦନ ଜଣାଇ କହିଛନ୍ତି ଯେ, ସେମାନେ କ୍ରିକେଟ ବିଶ୍ୱକପ୍ ଜିତି ଇତିହାସ ସୃଷ୍ଟି କରିଛନ୍ତି। ଦେଶର ପ୍ରତ୍ୟେକ କୋଣ ଅନୁକୋଣ ଏବଂ ବିଦେଶରେ ଲକ୍ଷ ଲକ୍ଷ ଭାରତୀୟମାନେ ଏହି ବିଜୟକୁ ପାଳନ କରୁଛନ୍ତି।ରାଷ୍ଟ୍ରପତି କହିଛନ୍ତି ଯେ, […]

Continue reading

ଶ୍ରେୟସ ଆୟରଙ୍କ ସ୍ବାସ୍ଥ୍ୟକୁ ନେଇ ବଡ଼ ଅପଡେଟ୍‌ ଦେଲେ ସୂର୍ଯ୍ୟ କୁମାର

ଭାରତୀୟ କ୍ରିକେଟ୍ ବୋର୍ଡ (ବିସିସିଆଇ) ଶ୍ରେୟସ ଆୟରଙ୍କୁ ନେଇ ଦ୍ୱିତୀୟ ମେଡିକାଲ ଅପଡେଟ୍ ଜାରି କରିଛି । ବିସିସିଆଇ ମଙ୍ଗଳବାର କହିଛି ଯେ,ସିଡନୀର ହସ୍ପିଟାଲରେ ଭର୍ତ୍ତି ଶ୍ରେୟସଙ୍କର ସ୍ୱାସ୍ଥ୍ୟାବସ୍ଥାରେ ଧୀରେ ଧୀରେ ସୁଧାର ଆସୁଛି। ସେ ଭାରତ ବିପକ୍ଷ ଅଷ୍ଟ୍ରେଲିଆର ତୃତୀୟ ଦିନିକିଆ ମ୍ୟାଚରେ ଏଲେକ୍ସ କ୍ୟାରୀଙ୍କର କ୍ୟାଚ୍ ଧରିବା ପରେ ଆହତ ହୋଇଥିଲେ। ତାଙ୍କ ଛାତିରେ ଗଭୀର ଆଘାତ ଯୋଗୁଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି ହେବାକୁ ପଡିଥିଲା। ତାଙ୍କର ଏକ ଅସ୍ତ୍ରୋପଚାର ମଧ୍ୟ କରାଯାଇଛି। ଫ୍ୟାନ୍ସମାନେ […]

Continue reading