କଂଗ୍ରେସ ନାରୀଙ୍କ ପ୍ରତିନିଧିତ୍ବ ବୃଦ୍ଧି ଚାହୁଁ ନାହିଁ – ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

କଂଗ୍ରେସ ନାରୀଙ୍କ ପ୍ରତିନିଧିତ୍ବ ବୃଦ୍ଧି ଚାହୁଁ ନାହିଁ – ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ନାରୀ ଶକ୍ତି ବନ୍ଦନ ଅଧିନିୟମ’ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଂଗ୍ରେସ ଏବଂ ଅନ୍ୟ ବିରୋଧୀ ଦଳଗୁଡ଼ିକୁ ସମାଲୋଚନା କରିଛନ୍ତି । ଭୁବନେଶ୍ବରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, ଆଜିର ଦିନରେ ନାରୀ ସବୁ କ୍ଷେତ୍ରରେ ପାରଦର୍ଶିତା ଦେଖାଇ ପାରିଛନ୍ତି । ୧୪୦ କୋଟି ଜନସଂଖ୍ୟା ବିଶିଷ୍ଟ ଦେଶରେ ଅଧା ହେଉଛନ୍ତି ମହିଳା । ମହିଳାଙ୍କ ପାଇଁ ‘ନାରୀ ଶକ୍ତି ବନ୍ଦନ ଅଧିନିୟମ’ ବିଲ୍‌ ଆଣିଥିଲେ ମୋଦୀ ସରକାର । କିନ୍ତୁ ସଂସଦ […]

Continue reading
ମୁଖ୍ୟମନ୍ତ୍ରୀଙ୍କୁ ‘ନମାମି ମନ୍ଦାକିନୀ’ ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା

ମୁଖ୍ୟମନ୍ତ୍ରୀଙ୍କୁ ‘ନମାମି ମନ୍ଦାକିନୀ’ ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାଂସ୍କୃତିକ ଓ ବୌଦ୍ଧିକ ଅନୁଷ୍ଠାନ ‘ନମାମି ମନ୍ଦାକିନୀ ଓ ପୂଜ୍ୟ ପୂଜା ସଂସ୍କୃତି ସୁରକ୍ଷା ଅଭିଯାନ’ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କର ନିଷ୍ଠା ଓ ଓଡ଼ିଶା ପ୍ରତି ଥିବା ସେବା ପାଇଁ “ସୁଯୋଗ୍ୟ ଓଡ଼ିଆ ସମ୍ମାନ-୨୦୨୬” ରେ ସମ୍ମାନିତ କରାଯାଇଛି।​​ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଏହି ସୌଜନ୍ୟମୂଳକ ସାକ୍ଷାତକାର ସମୟରେ ଅନୁଷ୍ଠାନ ପକ୍ଷରୁ ତାଙ୍କୁ ଓଡ଼ିଆ ପରମ୍ପରା ଅନୁଯାୟୀ ସ୍ୱାଗତ କରାଯାଇଥିଲା।​ ମୁଖ୍ୟମନ୍ତ୍ରୀ ଙ୍କୁ ଉତ୍ତରୀୟ, ପଗଡ଼ି, ସାଲ୍, ଟ୍ରଫି, ପୁଷ୍ପଗୁଚ୍ଛ […]

Continue reading
ସ୍କାଉଟ୍ ଗାଇଡ୍ ଫେଲୋସିପ୍‌ର ରାଜ୍ୟ ସଭାପତି ଭାବେ ଡାକ୍ତର ଅମ୍ରିତ ପାଟ୍ଟଯୋଶୀ ଓ ସମ୍ପାଦକ ଭାବେ ଡଃ ରୁଷି ପଟ୍ଟନାୟକ ନିର୍ବାଚିତ

ସ୍କାଉଟ୍ ଗାଇଡ୍ ଫେଲୋସିପ୍‌ର ରାଜ୍ୟ ସଭାପତି ଭାବେ ଡାକ୍ତର ଅମ୍ରିତ ପାଟ୍ଟଯୋଶୀ ଓ ସମ୍ପାଦକ ଭାବେ ଡଃ ରୁଷି ପଟ୍ଟନାୟକ ନିର୍ବାଚିତ

ଭୁବନେଶ୍ୱର: ଭାରତୀୟ ସ୍କାଉଟ୍ ଗାଇଡ୍ ଫେଲୋସିପ୍ (ଓଡ଼ିଶା ରାଜ୍ୟ)ର ନୂତନ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ସ୍କାଉଟ୍ ଗାଇଡ୍ ରାଜ୍ୟ ମୁଖ୍ୟ କାର୍ଯ୍ୟାଳୟରେ ଜାତୀୟ ସଭାପତି ଏମ୍.ଏ. କେମିକିଙ୍କ ନେତୃତ୍ୱରେ ଆୟୋଜିତ ଏକ ସ୍ୱତନ୍ତ୍ର ନିର୍ବାଚନ ସଭାରେ ସର୍ବସମ୍ମତି କ୍ରମେ ନୂତନ ଟିମ୍ ଗଠନ କରାଯାଇଛି। ଏହି ଅବସରରେ ରାଜ୍ୟ ସ୍କାଉଟ୍ ଗାଇଡ୍ ମୁଖ୍ୟ କମିଶନର ଡଃ କାଳୀ ମିଶ୍ର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନିର୍ବାଚିତ ହୋଇଛନ୍ତି। ବିଶିଷ୍ଟ ଚିକିତ୍ସକ ଡାକ୍ତର ଅମ୍ରିତ ପାଟ୍ଟଯୋଶୀ ରାଜ୍ୟ […]

Continue reading
ସେମିକଣ୍ଡକ୍ଟର କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆତ୍ମନିର୍ଭର ଭାରତ ସଂକଳ୍ପକୁ ସାକାର କରିବାରେ ଓଡ଼ିଶା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ : ମୁଖ୍ୟମନ୍ତ୍ରୀ

ସେମିକଣ୍ଡକ୍ଟର କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆତ୍ମନିର୍ଭର ଭାରତ ସଂକଳ୍ପକୁ ସାକାର କରିବାରେ ଓଡ଼ିଶା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର ଇନଫୋଭ୍ୟାଲି ଠାରେ ଆଜି ଭାରତର ପ୍ରଥମ ଅତ୍ୟାଧୁନିକ ଥ୍ରୀଡି ଚିପ୍‌ ପ୍ୟାକେଜିଂ ୟୁନିଟ ପାଇଁ ଶିଳାନ୍ୟାସ କରାଯାଇଛି । ଦେଶର ସେମିକଣ୍ଡକ୍ଟର ଉତ୍ପାଦନ ଯାତ୍ରାରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ରେଳ, ଇଲେକ୍ଟ୍ରୋନିକ୍ସ ଓ ଆଇଟି, ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଉପସ୍ଥିତିରେ ହେଟେରେଜେନସ୍‌ ଇଣ୍ଟିଗ୍ରେସନ୍‌ ପ୍ୟାକେଜିଂ ସଲ୍ୟୁସନ୍ସ (ଥ୍ରୀଡି ଗ୍ଲାସ୍‌ ସଲ୍ୟୁସନ୍) ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି । ଭାରତର ପ୍ରଥମ ଅତ୍ୟାଧୁନିକ […]

Continue reading