କୋଲକାତା: ପଶ୍ଚିମବଙ୍ଗ ରାଜନୀତିରେ ଆଜି ଲିଖିତ ହୋଇଛି ଏକ ନୂଆ ସୁବର୍ଣ୍ଣ ଅଧ୍ୟାୟ। କୋଲକାତାର ଐତିହାସିକ ବିଗ୍ରେଡ୍ ପରେଡ୍ ଗ୍ରାଉଣ୍ଡରେ ଆୟୋଜିତ ଏକ ଭବ୍ୟ ସମାରୋହରେ ଶୁଭେନ୍ଦୁ ଅଧିକାରୀ ପଶ୍ଚିମବଙ୍ଗର ନବମ ତଥା ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ ଭାବେ ପଦ ଓ ଗୋପନୀୟତାର ଶପଥ ଗ୍ରହଣ କରିଛନ୍ତି। ଏହି ଶପଥ ଗ୍ରହଣ ସହ ବେଙ୍ଗଲରେ ଦୀର୍ଘ ଦଶନ୍ଧିର ଅପେକ୍ଷାର ଅନ୍ତ ଘଟିଛି ଏବଂ ପ୍ରଥମ ଥର ପାଇଁ ରାଜ୍ୟରେ ବିଜେପି ଶାସନ ଆରମ୍ଭ ହୋଇଛି। ଶପଥ ଗ୍ରହଣ […]
Continue readingDaily Archives: May 9, 2026
ସତ୍ୟମେବ ଜୟତେ ଅଭିଯାନ
ପଟିଆ, ଭୁବନେଶ୍ୱର:- ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ସଂସ୍ଥା ୯୦ବର୍ଷ ଈଶ୍ୱରୀୟଯାତ୍ରା ପୁରଣକରିବା ଅବସରରେ ବ୍ରହ୍ମାକୁମାରୀ ପ୍ରତିଷ୍ଠାନ ୨୦୨୬-୨୭ବର୍ଷକୁ ବିଶ୍ୱସେବା ମହୋତ୍ସବ ପାଳନକରୁଛି । ବ୍ରହ୍ମାକୁମାରୀ ସଂସ୍ଥାର ରାଜନେତା ସେବା ପ୍ରଭାଗ ରାଜନୈତିକ ନେତାମାନଙ୍କୁ ଚିନ୍ତା, ଶଦ୍ଦ ଏବଂ କାର୍ଯ୍ୟରେ ସତ୍ୟର ଅନନ୍ତ ମୂଲ୍ୟ । (ସତ୍ୟ)କୁ ଗ୍ରହଣ କରିବାକୁ ପ୍ରେରଣା ଦେବାପାଇଁ ଏକ ଜାତୀୟ ଅଭିଯାନ “ସତ୍ୟମେବ ଜୟତେ” ଆୟୋଜନ କରୁଛି ଯାହାଦ୍ୱାରା ବିଶ୍ୱାସ, ଅଖଣ୍ଡତା ଏବଂ ନୈତିକ ଶାସନର ମୁଳଦୂଆ ସୃଷ୍ଟି ହେବ । […]
Continue readingବେଙ୍ଗଲର ପୁନର୍ଜନ୍ମ: ରବୀନ୍ଦ୍ରନାଥଙ୍କ ମାଟିରୁ ମମତାଙ୍କ ପତନ ଓ ବିଜେପିର ଉଦୟ
ଯେଉଁ ମାଟିରେ ରବୀନ୍ଦ୍ରନାଥ ଠାକୁର କବିତା ଲେଖିଥିଲେ, ବିବେକାନନ୍ଦ ବିଶ୍ୱକୁ ନୂଆ ଦିଗ ଦେଖାଇଥିଲେ ଏବଂ ସୁଭାଷ ବୋଷ ସ୍ୱାଧୀନତାର ସ୍ୱପ୍ନ ଦେଖିଥିଲେ, ସେହି ବେଙ୍ଗଲ ଆଜି ଏକ ନୂଆ ମୋଡ଼ରେ ଛିଡ଼ା ହୋଇଛି। ଦୀର୍ଘ ୧୫ ବର୍ଷର ମମତା ଶାସନର ଅନ୍ତ ଘଟାଇ ପଶ୍ଚିମବଙ୍ଗ ଆଜି ବିକାଶର ଏକ ନୂଆ ବାର୍ତ୍ତା ଦେଉଛି। ଦିନେ ଭାରତର ଶିଳ୍ପ ଜଗତର ମୁକୁଟ କୁହାଯାଉଥିବା ବେଙ୍ଗଲର ପତନ ୧୯୭୭ର ବାମପନ୍ଥୀ ଶାସନରୁ ଆରମ୍ଭ ହୋଇଥିଲା। ୩୪ ବର୍ଷର ବାମ […]
Continue reading

