୩୦ ଜୁନ ୨୦୨୬ରେ କାଗଜ ନୋଟ୍ ହଟାଇ ତା ସ୍ଥାନରେ ପ୍ଲାଷ୍ଟିକ୍ ନୋଟ୍ ପ୍ରଚଳନକୁ ଆଣିବାକୁ ଯାଉଥିବା ଦାବି କୁ ଅମାନ୍ୟ କଲେ କେନ୍ଦ୍ର ସରକାର

୩୦ ଜୁନ ୨୦୨୬ରେ କାଗଜ ନୋଟ୍ ହଟାଇ ତା ସ୍ଥାନରେ ପ୍ଲାଷ୍ଟିକ୍ ନୋଟ୍ ପ୍ରଚଳନକୁ ଆଣିବାକୁ ଯାଉଥିବା ଦାବି କୁ ଅମାନ୍ୟ କଲେ କେନ୍ଦ୍ର ସରକାର

ଭାରତ ସରକାର ଇଣ୍ଟରନେଟ୍ ମିଡିଆରେ ପ୍ରସାର ହେଉଥିବା ସେହି ସବୁ ଖବରକୁ ଖାରଜ କରିଦେଇଛନ୍ତି ଯେଉଁଥିରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଚଳିତମାସ ଶେଷ ସୁଦ୍ଧା ସବୁ କାଗଜ ନୋଟ ହଟାଇ ଦେଶରେ ପ୍ଲାଷ୍ଟିକ ନୋଟ୍ ପ୍ରଚଳନ କରିବେ ବୋଲି ଦାବି କରାଯାଉଛି। ସରକାର ସ୍ପଷ୍ଟ କରିଛନ୍ତି ଯେ କେନ୍ଦ୍ରୀୟ ବ୍ୟାଙ୍କ ଏପରି କୌଣସି ନିର୍ଦ୍ଦେଶ ଜାରି କରି ନାହାନ୍ତି ଓ କାଗଜ ମୁଦ୍ରା ପୂର୍ବବତ୍ ପ୍ରଚଳନରେ ରହିବ। ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି) ଫ୍ୟାକ୍ଟ ଚେକ୍ […]

Continue reading
ହିନ୍ଦୁ ଗ୍ରୋଥ୍ ରେଟ୍ କଂଗ୍ରେସର ବିଫଳତାକୁ ଲୁଚାଇବା ପାଇଁ ଏକ ଉଦ୍ୟମ ଥିଲା- ମୋଦୀ

ହିନ୍ଦୁ ଗ୍ରୋଥ୍ ରେଟ୍ କଂଗ୍ରେସର ବିଫଳତାକୁ ଲୁଚାଇବା ପାଇଁ ଏକ ଉଦ୍ୟମ ଥିଲା- ମୋଦୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସବୁଠୁ ଅଧିକ ଦିନ ଯାଏ ଲଗାତାର ସେବା ପ୍ରଦାନ କରିଥିବା ନିର୍ବାଚିତ ପ୍ରଧାନମନ୍ତ୍ରୀ ହୋଇଛନ୍ତି । ତାଙ୍କ କାର୍ଯ୍ୟକାଳର ୪୩୯୯ ଦିନ ପୂରଣ ହେବା ଅବସରରେ ଭାରତ ମଣ୍ଡପମରେ ଏନଡିଏ ବୈଠକ ହୋଇଛି । ପିଏମ୍ ମୋଦୀ ଏହି ବୈଠକକୁ ସମ୍ୱୋଧନ ତାଙ୍କ କାର୍ଯ୍ୟକାଳ ସମୟରେ ବିକାଶ ଏବଂ କଂଗ୍ରେସର ବିଫଳତା କଥା କହିଛନ୍ତି । କଂଗ୍ରେସକୁ ସମାଲୋଚନା କରି କହିଛନ୍ତି, ହିନ୍ଦୁ ଗ୍ରୋଥ୍ ରେଟ୍ କଂଗ୍ରେସର ବିଫଳତାକୁ ଲୁଚାଇବା ପାଇଁ ଏକ […]

Continue reading
ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ମୟୂରଭଞ୍ଜଜିଲ୍ଲା ରାଇରଙ୍ଗପୁର କାର୍ଯ୍ୟକ୍ରମ ପାଇଁ ସୁରକ୍ଷା ଦୃଷ୍ଟିରୁ ସମସ୍ତ କାର୍ଯ୍ୟକ୍ରମ ସ୍ଥଳ ଓ ଫଙ୍କସନ୍ ସାଇଟ୍‌କୁ ନୋ ଡ୍ରୋନ୍ ଜୋନ୍ ବା ନୋ ଫ୍ଲାଇଙ୍ଗ୍ ଜୋନ୍’ ଘୋଷଣା କରାଯାଇଛି

ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ମୟୂରଭଞ୍ଜଜିଲ୍ଲା ରାଇରଙ୍ଗପୁର କାର୍ଯ୍ୟକ୍ରମ ପାଇଁ ସୁରକ୍ଷା ଦୃଷ୍ଟିରୁ ସମସ୍ତ କାର୍ଯ୍ୟକ୍ରମ ସ୍ଥଳ ଓ ଫଙ୍କସନ୍ ସାଇଟ୍‌କୁ ନୋ ଡ୍ରୋନ୍ ଜୋନ୍ ବା ନୋ ଫ୍ଲାଇଙ୍ଗ୍ ଜୋନ୍’ ଘୋଷଣା କରାଯାଇଛି

ଆସନ୍ତା ଜୁନ୍ ୧୯ ଓ ୨୦ ତାରିଖରେ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ମୟୂରଭଞ୍ଜଜିଲ୍ଲା ରାଇରଙ୍ଗପୁର ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଏଥିପାଇଁ ସୁରକ୍ଷା ଦୃଷ୍ଟିରୁ ସମସ୍ତ କାର୍ଯ୍ୟକ୍ରମ ସ୍ଥଳ ଓ ଫଙ୍କସନ୍ ସାଇଟ୍‌କୁ ନୋ ଡ୍ରୋନ୍ ଜୋନ୍ ବା ନୋ ଫ୍ଲାଇଙ୍ଗ୍ ଜୋନ୍’ ଘୋଷଣା କରାଯାଇଛି। ମୟୂରଭଞ୍ଜ ଜିଲ୍ଲାପାଳ ଓ ଜିଲ୍ଲାଦଣ୍ଡାଧୀଶଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ଏକ ପତ୍ରରେ କୁହାଯାଇଛି ଯେ, ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମୟରେ ସୁରକ୍ଷା ବ୍ୟବସ୍ଥା କଠୋର କରାଯିବା ଏହି ସମୟରେ […]

Continue reading
ନରେନ୍ଦ୍ର ମୋଦିଙ୍କ ଶାସନର ୧୨ ବର୍ଷ ପୂର୍ତ୍ତି: ଦିଲ୍ଲୀ ଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ନରେନ୍ଦ୍ର ମୋଦିଙ୍କ ଶାସନର ୧୨ ବର୍ଷ ପୂର୍ତ୍ତି: ଦିଲ୍ଲୀ ଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭାରତୀୟ ଗଣତନ୍ତ୍ରର ଇତିହାସରେ ଆଜି ଏକ ନୂଆ କୀର୍ତ୍ତିମାନ ସ୍ଥାପନ ହୋଇଛି। ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର ସବୁଠାରୁ ଦୀର୍ଘ ସମୟ ନିରନ୍ତର କାର୍ଯ୍ୟ କରିଥିବା ନିର୍ବାଚିତ ଶାସନ ମୁଖ୍ୟ ହେବାର ଅନନ୍ୟ ଗୌରବ ଅର୍ଜନ କରିଛନ୍ତି। ଆଜି ପ୍ରଧାନମନ୍ତ୍ରୀ ଭାବେ ସେ କ୍ରମାଗତ ୧୨ ବର୍ଷ ବା 4399 ଦିନ ପୂରଣ କରିଥିବା ବେଳେ ତାଙ୍କ ନେତୃତ୍ୱାଧୀନ ସରକାର ଏବେ ୧୩ ବର୍ଷରେ ଅଗ୍ରସର ହେଉଛନ୍ତି। ଏହି ଐତିହାସିକ ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ […]

Continue reading
ବିଶ୍ୱର ୩ଟି ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟକୁ ଭାରତରେ କ୍ୟାମ୍ପସ ପ୍ରତିଷ୍ଠା ପାଇଁ ମଞ୍ଜୁରୀ

ବିଶ୍ୱର ୩ଟି ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟକୁ ଭାରତରେ କ୍ୟାମ୍ପସ ପ୍ରତିଷ୍ଠା ପାଇଁ ମଞ୍ଜୁରୀ

ଜାତୀୟ ଶିକ୍ଷା ନୀତି ଅନ୍ତର୍ଗତ ଭାରତୀୟ ଶିକ୍ଷା ବ୍ୟବସ୍ଥାର ଆନ୍ତର୍ଜାତୀୟକରଣ ଦିଗରେ ଏକ ଐତିହାସିକ ସଫଳତା ମିଳିଛି । କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଶ୍ୱର ତିନୋଟି ପ୍ରମୁଖ ଉଚ୍ଚ ଶିକ୍ଷାନୁଷ୍ଠାନ ଯଥା ୟୁନିଭର୍ସିଟି ଅଫ୍ ୟର୍କ, ୟୁନିଭର୍ସିଟି ଅଫ୍ ବ୍ରିଷ୍ଟଲ, ୟୁକେ ଏବଂ ୟୁନିଭର୍ସିଟି ଅଫ୍ ନ୍ୟୁ ସାଉଥ୍ ୱେଲ୍ସ, ଅଷ୍ଟ୍ରେଲିଆକୁ ଭାରତରେ କାର୍ଯ୍ୟକ୍ରମ ଆରମ୍ଭ କରିବା ପାଇଁ ଆନୁଷ୍ଠାନିକ ଭାବେ ‘ଲେଟର ଅଫ୍ ଆପ୍ରୁଭାଲ୍’ ହସ୍ତାନ୍ତର କରିଛନ୍ତି। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର […]

Continue reading
ହର୍ମୁଜ ଠାରୁ ବନ୍ଦର ଆବାସ ପର୍ଯ୍ୟନ୍ତ ଏକକାଳୀନ ଆକ୍ରମଣ କଲା ଆମେରିକା

ହର୍ମୁଜ ଠାରୁ ବନ୍ଦର ଆବାସ ପର୍ଯ୍ୟନ୍ତ ଏକକାଳୀନ ଆକ୍ରମଣ କଲା ଆମେରିକା

ଇରାନ ଏକ ଆମେରିକୀୟ ଆପାଚି ହେଲିକପ୍ଟରକୁ ଖସାଇ ଦେବା ପରେ ଟ୍ରମ୍ପ ପ୍ରଶାସନ ତେହେରାନ ଉପରେ ଜୋରଦାର ଆକ୍ରମଣ ଆରମ୍ଭ କରିଛି। ବନ୍ଦର ଆବାସର ଅନେକ ସ୍ଥାନରେ ଏହି ଆକ୍ରମଣ କରିଛି। ଟ୍ରମ୍ପ ହେଲିକପ୍ଟର ଖସାଇ ଦେବା ପାଇଁ ଇରାନକୁ ଦାୟୀ କରିବା ଏବଂ ଆମେରିକାର ପ୍ରତିଶୋଧର ଚେତାବନୀ ଦେବା ପରେ ଏହି ଆକ୍ରମଣ ହୋଇଛି। ଇରାନର ସରକାରୀ ଗଣମାଧ୍ୟମ ରିପୋର୍ଟ କରିଛି ଯେ ହରମୁଜ୍ ପ୍ରଣାଳୀର ଏକ ଇରାନୀ ଦ୍ୱୀପରେ ବିସ୍ଫୋରଣ ଶୁଣାଯାଇଛି। ହର୍ମୁଜ ପ୍ରଣାଳୀ […]

Continue reading