ଆମେରିକା-ଇରାନ ଯୁଦ୍ଧ ଏବଂ ଭାରତ ଉପରେ ଏହାର ପ୍ରଭାବ

ଆମେରିକା-ଇରାନ ଯୁଦ୍ଧ ଏବଂ ଭାରତ ଉପରେ ଏହାର ପ୍ରଭାବ

ପଶ୍ଚିମ ଏସିଆ (ମଧ୍ୟ ପ୍ରାଚ୍ୟ) ବର୍ତ୍ତମାନ ପୁଣି ଏକ ଯୁଦ୍ଧ ସ୍ଥିତିରେ ପହଞ୍ଚିଛି। ଆମେରିକା ଏବଂ ଇରାନ ମଧ୍ୟରେ ଲଗାତାର ଦ୍ୱିତୀୟ ଦିନ ପାଇଁ ଚାଲିଥିବା କ୍ଷେପଣାସ୍ତ୍ର ମାଡ଼ ବିଶ୍ୱକୁ ତୃତୀୟ ବିଶ୍ୱଯୁଦ୍ଧର ନିକଟତର କରିଦେଇଛି। ଏହି ସଂଘର୍ଷ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏକ ସାଂଘାତିକ ବୟାନ ସାରା ବିଶ୍ୱକୁ ଚିନ୍ତାରେ ପକାଇଛି। ଟ୍ରମ୍ପ ନିଜ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଟ୍ରୁଥ୍ ସୋସିଆଲ୍’ରେ ଇରାନକୁ ଏକ ବଡ଼ ଧମକ ଦେଇ କହିଛନ୍ତି ଯେ, ଇରାନ […]

Continue reading
ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ ଓ ଭାରତୀୟ ନାରୀର ସଂଘର୍ଷ

ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ ଓ ଭାରତୀୟ ନାରୀର ସଂଘର୍ଷ

ଭାରତୀୟ ସମାଜରେ ଜଣେ ମହିଳା କେବଳ ଏକ ପରିବାରର ସଦସ୍ୟ ନୁହଁନ୍ତି, ବରଂ ସେ ହେଉଛନ୍ତି ସେହି ପରିବାରର ମେରୁଦଣ୍ଡ। ସକାଳୁ ସମସ୍ତେ ଶୋଇବା ପୂର୍ବରୁ ତାଙ୍କର ଦିନ ଆରମ୍ଭ ହୁଏ ଏବଂ ରାତିରେ ସମସ୍ତେ ଶୋଇବା ପରେ ତାଙ୍କ କାମ ସରେ। ବିନା କୌଣସି ଛୁଟି, ଦରମା ବା ଅଭିଯୋଗରେ ସେ ବର୍ଷ ବର୍ଷ ଧରି ପରିବାର ପାଇଁ ନିଜକୁ ସମର୍ପିତ କରିଦିଅନ୍ତି। ଗୃହିଣୀମାନଙ୍କର ଏହି ଅଦୃଶ୍ୟ ପରିଶ୍ରମ ଓ ସେବାକୁ ଏକ ବଡ଼ ସ୍ୱୀକୃତି […]

Continue reading
ନୀତି ଆୟୋଗର ୧୧ତମ ଶାସନ ପରିଷଦ ବୈଠକ:  ‘ବିକଶିତ ଭାରତ-୨୦୪୭’ ଲକ୍ଷ୍ୟ ପୂରଣ ନେଇ ରାଜ୍ୟ ସରକାରଙ୍କ ରୋଡମ୍ୟାପ୍ ଉପସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ନୀତି ଆୟୋଗର ୧୧ତମ ଶାସନ ପରିଷଦ ବୈଠକ: ‘ବିକଶିତ ଭାରତ-୨୦୪୭’ ଲକ୍ଷ୍ୟ ପୂରଣ ନେଇ ରାଜ୍ୟ ସରକାରଙ୍କ ରୋଡମ୍ୟାପ୍ ଉପସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ନୀତି ଆୟୋଗର ୧୧ତମ ଶାସନ ପରିଷଦ ବୈଠକରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡ଼ିଶାର ସାମଗ୍ରିକ ବିକାଶ, ମାନବ ସମ୍ପଦ ସଶକ୍ତିକରଣ ଓ ‘ବିକଶିତ ଭାରତ-୨୦୪୭’ ଲକ୍ଷ୍ୟ ପୂରଣ ନେଇ ରାଜ୍ୟ ସରକାରଙ୍କ ରୋଡମ୍ୟାପ୍ ଉପସ୍ଥାପନ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ପୂର୍ବୋଦୟ’ ଦୃଷ୍ଟିକୋଣ ଫଳରେ ପୂର୍ବ ଭାରତ ଦେଶର ନୂତନ ବିକାଶ କେନ୍ଦ୍ରରେ ପରିଣତ ହେଉଥିବା ବେଳେ ଓଡ଼ିଶା ଏହାର ଅଗ୍ରଣୀ ରାଜ୍ୟ ଭାବେ ଉଭା ହୋଇଥିବା ସେ କହିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ୨୦୨୫-୨୬ […]

Continue reading
ଦେଶର ମୋଟ ରପ୍ତାନି ୮୬୩ ବିଲିୟନ ଆମେରିକୀୟ ଡଲାରର ଐତିହାସିକ ସ୍ତରରେ ପହଞ୍ଚିଛି

ଦେଶର ମୋଟ ରପ୍ତାନି ୮୬୩ ବିଲିୟନ ଆମେରିକୀୟ ଡଲାରର ଐତିହାସିକ ସ୍ତରରେ ପହଞ୍ଚିଛି

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଗତ ୧୨ ବର୍ଷ ମଧ୍ୟରେ ଭାରତ ବିଶ୍ୱର ଏକ ପ୍ରମୁଖ ରପ୍ତାନିକାରୀ ରାଷ୍ଟ୍ର ରୂପେ ଉଭା ହୋଇଛି । ଭାରତ ସରକାରଙ୍କ ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରଣାଳୟ ଅଧୀନ ବାଣିଜ୍ୟ ବିଭାଗ ପ୍ରଧାନମନ୍ତ୍ରୀଙ୍କ ‘ଭୋକାଲ୍‌ ଫର୍‌ ଲୋକାଲ’ ଏବଂ ‘ଲୋକାଲ ଟୁ ଗ୍ଲୋବାଲ୍‌’ ସଂକଳ୍ପକୁ ସାକାର କରିବା ଲାଗି ସକ୍ରିୟ ରୂପେ କାର୍ଯ୍ୟ କରୁଛି । ଦେଶରେ ଉତ୍ପାଦିତ ସାମଗ୍ରୀକୁ ବିଶ୍ୱ ବଜାରରେ ପହଞ୍ଚାଇବା ଲାଗି ବିଭାଗ ପକ୍ଷରୁ ନିରନ୍ତର […]

Continue reading