ଅଯୋଧ୍ୟା ରାମ ମନ୍ଦିର ଦାନ ବାକ୍ସରୁ ପ୍ରାୟ ୭ କୋଟି ଟଙ୍କା ହେରଫେର ନେଇ ଦେଶବ୍ୟାପୀ ଚର୍ଚ୍ଚା । ଗଠନ ହେଲା ୩ ଜଣିଆ SIT ଟିମ୍ । ଦଳରେ ସାମିଲ ଅଛନ୍ତି ଜଣେ କମିଶନର, ସିବିଆଇ ଅଭିଜ୍ଞତା ଥିବା ବରିଷ୍ଠ ପୋଲିସ ଅଧିକାରୀ ଓ ଅର୍ଥ ବିଭାଗର ଜଣେ ସ୍ୱତନ୍ତ୍ର ସଚିବ । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିର୍ଦ୍ଦେଶକ୍ରମେ ଗଠିତ ଏହି ହାଇ-ପ୍ରୋଫାଇଲ୍ SIT ଟିମ୍ କୁ ଆସନ୍ତା ୧୫ ଦିନ ମଧ୍ୟରେ ଚୂଡ଼ାନ୍ତ ରିପୋର୍ଟ […]
Continue readingDaily Archives: June 14, 2026
ଶସ୍ତାରେ ଘରଭଡ଼ା ନିହାତି ଜରୁରୀ
ରାଜ୍ୟର ସମସ୍ତ ସହରାଞ୍ଚଳରେ ବେଆଇନ ଭାବେ ବଢ଼ୁଥିବା ବସ୍ତି ସଂଖ୍ୟା ଉପରେ ରୋକ୍ ଲଗାଇବା ଏବଂ ଗରିବ ଶ୍ରେଣୀର ଲୋକଙ୍କୁ ସୁରକ୍ଷିତ ବାସଗୃହ ଯୋଗାଇବା ପାଇଁ ରାଜ୍ୟ ସରକାର ଏକ ବଡ଼ ମାଷ୍ଟରପ୍ଲାନ ପ୍ରସ୍ତୁତ କରୁଛନ୍ତି। ‘ପିଏମ୍-ଆବାସ (ସହରାଞ୍ଚଳ) ୨.୦’ ଅଧୀନରେ ଏଣିକି ସହରାଞ୍ଚଳରେ ନିର୍ମାଣ ହେବାକୁ ଥିବା ସମସ୍ତ ପକ୍କାଘର ମଧ୍ୟରୁ ଠିକ୍ ଅଧା (୫୦%) ଘର ବସ୍ତିବାସିନ୍ଦା ଏବଂ ଆର୍ଥିକ ଦୁର୍ବଳ ବର୍ଗର (EWS) ଲୋକଙ୍କୁ ବିକ୍ରି କରାଯିବ। ସବୁଠାରୁ ବଡ଼ ସଂସ୍କାର ହେଉଛି, […]
Continue readingଓଡ଼ିଶାରେ ବର୍ଷା ହେବାରେ ବିଳମ୍ବ !
ଓଡ଼ିଆ ସଂସ୍କୃତି ଓ ଗଣପର୍ବ ରଜର ସମ୍ପର୍କ ସିଧାସଳଖ ଆମ ମାଟି ଏବଂ କୃଷି ସଭ୍ୟତା ସହିତ ଜଡ଼ିତ। ପରମ୍ପରା ଅନୁସାରେ, ମୌସୁମୀ ବାୟୁର ଆଗମନ ସହିତ ପ୍ରଥମ ବର୍ଷା ଜଳ ପାଇ ଜମିର ଶୁଖିଲା ମାଟି ଆର୍ଦ୍ର ହୋଇଥାଏ, ଯାହାକୁ ଧରିତ୍ରୀ ମାତାଙ୍କ ରଜସ୍ୱଳା ସମୟ ବୋଲି ବିଶ୍ୱାସ କରାଯାଏ। ଏହି ସମୟରେ ମାଟିକୁ ସମ୍ପୂର୍ଣ୍ଣ ବିଶ୍ରାମ ଦିଆଯାଏ। ତିନି ଦିନ ଧରି ରଜ ପର୍ବ ପାଳନ ହେବା ପରେ ଚତୁର୍ଥ ଦିନରେ ‘ବସୁମତୀ ସ୍ନାନ’ […]
Continue readingପାନଖିଆ ରସିକ ପାଟି
ପ୍ରଦ୍ୟୁମ୍ନ ଶତପଥୀ ପରମ ସମ୍ମାନନୀୟ/ ଆଦରଣୀୟ ବନ୍ଧୁ ବର୍ଗ ! ଆପଣମାନଙ୍କ ସପରିବାର ବର୍ଗଙ୍କ ସକଳ ସୁମନାସ ପ୍ରାର୍ଥନାନ୍ତେ ଜୟ ଜଗନ୍ନାଥ, ବନ୍ଦେ ଉତ୍କଳ ଜନନୀ, ଶୁଭ ସକାଳ । ଆଜ୍ଞା ! ଆପଣ ମାନେ ଭଲ ଭାବରେ ଅବଗତ ଯେ ଆମେ ଜଣେ ପାନୁଆ , ଏହା ଗର୍ବର ସହିତ ସ୍ବୀକାର କରି ଆମେ ଅନେକ ସମୟରେ ପାନ, ଖିଲିପାନ ଶୀର୍ଷକରେ ଅନେକ କବିତା ମାଧ୍ୟମରେ ସମାଜର ବାସ୍ତବ ସ୍ଥିତି ଆପଣ ମାନଙ୍କ ଦୃଷ୍ଟି ଆକର୍ଷଣ […]
Continue readingମଧ୍ୟପ୍ରଦେଶର ଭୋପାଳ ଗସ୍ତରେ କେନ୍ଦ୍ରମନ୍ତ୍ରୀ
ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଡା. ମୋହନ ଯାଦବଙ୍କ ସହ ଶିକ୍ଷା, ଦକ୍ଷତା ବିକାଶ ଏବଂ ଯୁବକମାନଙ୍କ ସଶକ୍ତୀକରଣ ବିଷୟ ଉପରେ ଆଲୋଚନା କଲେ ଦେଶର ଲୋକପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ବିଗତ ୧୨ ବର୍ଷର ଯାତ୍ରା ସେବା, ସୁଶାସନ ଓ ଗରିବ କଲ୍ୟାଣର ସଫଳ ନିଦର୍ଶନ ବୋଲି ଆଜି ମଧ୍ୟପ୍ରଦେଶର ଭୋପାଳ ଗସ୍ତ ଅବସରରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ ସାମିଲ ହେବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଗସ୍ତକାଳରେ ଶ୍ରୀ ପ୍ରଧାନ ପୃଥକ ପୃଥକ ଭାବରେ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ, ଜନପ୍ରତିନିଧି ଏବଂ ଗଣମାଧ୍ୟମ ପ୍ରତିନିଧିମାନଙ୍କ ସହ ଆଲୋଚନା କରିଥିଲେ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱର ସଫଳ ୧୨ ବର୍ଷ […]
Continue reading




