ସ୍ୱତନ୍ତ୍ର ଲୋକ ଅଦାଲତ ‘ସମାଧାନ ସମାରୋହ-୨୦୨୬’ ଅବସରରେ ମାମଲାର ଶୀଘ୍ର ଫଇସଲା ପାଇଁ ଅଗଷ୍ଟ ୨୧ରୁ ୨୩ ଯାଏଁ ସୁଯୋଗ ରହିଛି । କୋର୍ଟ କଚେରୀରେ ବର୍ଷ ବର୍ଷ ଧରି ପଡ଼ି ରହିଥିବା ମାମଲାର ଶୀଘ୍ର ଓ ଆପୋଷ ସମାଧାନ ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଦେଶରେ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ ହେବାକୁ ଯାଉଛି । ଏହି କ୍ରମରେ ଓଡ଼ିଶାରେ ଆସନ୍ତା ଅଗଷ୍ଟ ୨୧, ୨୨ ଓ ୨୩ ତାରିଖରେ ତିନି ଦିନିଆ ସ୍ୱତନ୍ତ୍ର ଲୋକ ଅଦାଲତ ‘ସମାଧାନ […]
Continue readingDaily Archives: June 16, 2026
ବିଶ୍ୱରେ ସମ୍ପଦର ନୁହେଁ ‘ବିଶ୍ୱାସ’ର ଅଭାବ ଅଛି; ହର୍ମୁଜ ପ୍ରଣାଳୀ ସଙ୍କଟ ଓ ନାବିକଙ୍କ ସୁରକ୍ଷା ଉପରେ ରଖିଲେ ବଡ଼ ବୟାନ!
ଜୀ-୭ ସମିଟ୍ରେ ଯୋଗଦେଇ ବିଶ୍ୱ ସମୁଦାୟ ସାମ୍ନାରେ ଭାରତର ପକ୍ଷ ଏବଂ ମାନବିକତାର ସ୍ୱରକୁ ଦୃଢ଼ ଭାବେ ଉପସ୍ଥାପନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି ଅବସରରେ ସେ ଫ୍ରାନସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କୁ ଉଷ୍ମ ସ୍ୱାଗତ ପାଇଁ ହାର୍ଦ୍ଦିକ କୃତଜ୍ଞତା ଜଣାଇବା ସହ ଆଜିର ପରସ୍ପର ନିର୍ଭରଶୀଳ ବିଶ୍ୱରେ ‘ଆପୋଷ ବିଶ୍ୱାସ’ କୁ ସବୁଠାରୁ ବଡ଼ ରଣନୈତିକ ସମ୍ପଦ ବୋଲି ଅଭିହିତ କରିଛନ୍ତି। ପ୍ରଧାନମନ୍ତ୍ରୀ ନିଜ ସମ୍ବୋଧନରେ ପଶ୍ଚିମ ଏସିଆ ର ସାମ୍ପ୍ରତିକ ସଂଘର୍ଷ ଏବଂ […]
Continue readingNEET-UG ପରୀକ୍ଷାରେ କାହିଁକି ଜରୁରୀ କଡ଼ା ସୁରକ୍ଷା?
ଦେଶର ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ତଥା ଡାକ୍ତର ହେବାର ସ୍ୱପ୍ନ ଯେଉଁ ପରୀକ୍ଷା ସହ ଜଡ଼ିତ, ତାହା ହେଉଛି NEET-UG। କିନ୍ତୁ ବିଗତ ଦିନରେ ପ୍ରଶ୍ନପତ୍ର ଲିକ୍, ମାର୍କ ଜାଲିଆତି ଏବଂ ପରୀକ୍ଷା ପରିଚାଳନାରେ ହେଉଥିବା ତ୍ରୁଟି ଯୋଗୁଁ ଜାତୀୟ ପରୀକ୍ଷା ସଂସ୍ଥା (NTA) ଏବଂ ସମ୍ପୂର୍ଣ୍ଣ ପରୀକ୍ଷା ପ୍ରଣାଳୀ କାଠଗଡ଼ାକୁ ଆସିଛି। ଦିନରାତି ଏକ କରି ପରିଶ୍ରମ କରୁଥିବା ମେଧାବୀ ଛାତ୍ରଛାତ୍ରୀଙ୍କ ସ୍ୱାର୍ଥରକ୍ଷା ପାଇଁ NEET ପରୀକ୍ଷାରେ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ଏବେ […]
Continue readingନିଟ୍ ପରୀକ୍ଷାକୁ ଶୃଙ୍ଖଳିତ କରିବା ପାଇଁ ଲୋକସେବା ଭବନରେ ବଡ ବୈଠକ
ଲୋକସେବା ଭବନରେ ବଡ଼ ବୈଠକ । ନିଟ୍ ପରୀକ୍ଷାକୁ ଶୃଙ୍ଖଳିତ କରିବା ପାଇଁ ଲୋକସେବା ଭବନରେ ବଡ ବୈଠକ । ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଛି ବୈଠକ । ବିଭିନ୍ନ ବିଭାଗର ସଚିବ ଉପସ୍ଥିତ ରହିଛନ୍ତି । ତେବେ ଏହି ବୈଠକରେ ଜିଲ୍ଲାପାଳଙ୍କ ସହ ଆଲୋଚନା କଲେ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ହେମନ୍ତ ଶର୍ମା । ଛାତ୍ରଛାତ୍ରୀଙ୍କ ଯିବା ଆସିବା ପାଇଁ ବସ୍ ବ୍ୟବସ୍ଥା କରିବା ପାଇଁ କୁହାଯାଇଛି, କଣ ବ୍ୟବସ୍ଥା ହୋଇଛି […]
Continue reading



