ଏନସିଓଆରଡିର ୧୦ମ ଶୀର୍ଷ ସ୍ତରୀୟ ବୈଠକରେ ଅଧ୍ୟକ୍ଷତା କଲେ ଶ୍ରୀ ଅମିତ ଶାହ

କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ ଆଜି ନୂଆଦିଲ୍ଲୀରେ ନାର୍କୋ-କୋଅର୍ଡିନେସନ ସେଣ୍ଟର (ଏନସିଓଆରଡି)ର ୧୦ମ ଶୀର୍ଷ ସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରିଛନ୍ତି। ଗୃହମନ୍ତ୍ରୀ ‘ମାଦକ ଦ୍ରବ୍ୟ ନିୟନ୍ତ୍ରଣ ଭିଜନ ଡକ୍ୟୁମେଣ୍ଟ (୨୦୨୬-୨୦୨୯)’ ଏବଂ ‘ଏନସିବିର ବାର୍ଷିକ ରିପୋର୍ଟ-୨୦୨୫’ ଉନ୍ମୋଚନ କରିବା ସହ ଜାମ୍ମୁ ଓ ଗୌହାଟୀରେ ଏନସିବି ଆଞ୍ଚଳିକ କାର୍ଯ୍ୟାଳୟଗୁଡ଼ିକୁ ଇ-ଉଦଘାଟନ କରିଛନ୍ତି। ଶ୍ରୀ ଶାହ ୨,୦୯,୫୦୦ କିଲୋଗ୍ରାମ ଓଜନର ଏବଂ ୬,୦୦୦ କୋଟି ଟଙ୍କା ମୂଲ୍ୟର ମାଦକ ଦ୍ରବ୍ୟ ନଷ୍ଟ କରିବା […]

Continue reading
ପୁସ୍ତକ ତ୍ରୁଟିକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ବଡ ସୂଚନା, ପିଲାଙ୍କୁ ମିଳିବ ନୂଆ ବହି

ପୁସ୍ତକ ତ୍ରୁଟିକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ବଡ ସୂଚନା, ପିଲାଙ୍କୁ ମିଳିବ ନୂଆ ବହି

୨ ସପ୍ତାହ ହେଲାଣି ବହିରେ ତ୍ରୁଟିକୁ ନେଇ ସାରା ରାଜ୍ୟ ହୁଲ୍‌ସ୍ତୁଲ୍‌ ହେଉଛି । ୪୦ ଲକ୍ଷ ପିଲାଙ୍କ ଭବିଷ୍ୟତକୁ ନେଇ ଠିଆ ହୋଇଛି ପ୍ରଶ୍ନ ଚିହ୍ନ । ଅଭିଭାବକ ଚିନ୍ତାରେ । ଶିକ୍ଷକ ଚିନ୍ତାରେ । ଛାତ୍ରଛାତ୍ରୀ ମଧ୍ୟ ଚିନ୍ତାରେ । ସମସ୍ତଙ୍କ ମନରେ ଅସନ୍ତୋଷ ।  ଏମିତି ସ୍ଥିତିରେ ପୁସ୍ତକ ତ୍ରୁଟିକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ବଡ ସୂଚନା ସାମ୍ନାକୁ ଆସିଛି  । ସେ କହିଛନ୍ତି ସରକାର ଏ ତ୍ରୁଟିଗୁଡିକୁ ଗମ୍ଭୀରତାର ସହ ନେଇଛନ୍ତି । […]

Continue reading
ବାସ୍ତବରେ ଧର୍ମେନ୍ଦ୍ର ପ୍ରଧାନ ଜଣେ ଓଡ଼ିଆ ବିସ୍ମୟ ପ୍ରତିଭା

ବାସ୍ତବରେ ଧର୍ମେନ୍ଦ୍ର ପ୍ରଧାନ ଜଣେ ଓଡ଼ିଆ ବିସ୍ମୟ ପ୍ରତିଭା

ଆଜି ମାନ୍ୟବର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୫୮(ଅଠାବନ) ବର୍ଷ ବୟସରେ ପଦାର୍ପଣ କରିଛନ୍ତି । ୧୯୬୯ ମସିହାରେ ଜନ୍ମଗ୍ରହଣ କରିଥିବା ଶ୍ରୀଯୁକ୍ତ ପ୍ରଧାନ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଆନ୍ଥୋପଲୋଜୀରେ ସ୍ନାତକୋତ୍ତର ଶିକ୍ଷା ଲାଭ କରିଛନ୍ତି । ଛାତ୍ରଜୀବନରୁ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ସଦସ୍ୟ ଭାବେ କାର୍ଯ୍ୟ କରି ପରବର୍ତ୍ତୀ ସମୟରେ ଏହାର କେନ୍ଦ୍ରୀୟ ନେତା ହେବା ଏବଂ ତତ୍ ପରବର୍ତ୍ତୀ ସମୟରେ ଏହାର ଯୁବ ସଂଗଠନର ସର୍ବଭାରତୀୟ ସଭାପତି ହୋଇଥିଲେ । ମାତ୍ର ୩୧ ବର୍ଷ ବୟସରେ […]

Continue reading

ଅଣ-ଘରୋଇ ଏଲପିଜି ଯୋଗାଣ ନେଇ ସମସ୍ତ କ୍ଷେତ୍ରଭିତ୍ତିକ ନିଷେଧାଜ୍ଞା ପ୍ରତ୍ୟାହାର କଲେ ସରକାର, ତେଲ ଦର କମିବ !

ବ୍ୟବସାୟୀ ତଥା ସାଧାରଣ ଖାଉଟିଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ଦେଶରେ ଅଣ-ଘରୋଇ (Commercial) ଏଲ୍‌ପିଜି ସିଲିଣ୍ଡର ଯୋଗାଣ ବ୍ୟବସ୍ଥା ଏବେ ସମ୍ପୂର୍ଣ୍ଣ ସ୍ୱାଭାବିକ ହୋଇଛି। ପୂର୍ବରୁ ଏହି ଯୋଗାଣ ଉପରେ ଲାଗୁ ହୋଇଥିବା ସମସ୍ତ ପ୍ରକାର କ୍ଷେତ୍ରଭିତ୍ତିକ ନିଷେଧାଜ୍ଞାକୁ ସରକାର ଆଧିକାରିକ ଭାବେ ପ୍ରତ୍ୟାହାର କରିନେଇଛନ୍ତି। ସରକାରଙ୍କ ଏହି ପଦକ୍ଷେପ ଯୋଗୁଁ ହୋଟେଲ, ରେଷ୍ଟୁରାଣ୍ଟ ଏବଂ ସ୍ମଲ୍ ସ୍କେଲ୍ ଇଣ୍ଡଷ୍ଟ୍ରିଗୁଡ଼ିକରେ ଗ୍ୟାସ୍ ସଙ୍କଟ ଦୂର ହେବା ସହ ବଜାରରେ ବ୍ୟବସାୟିକ ଅଭିବୃଦ୍ଧି ଘଟିବ […]

Continue reading