ପୁରୀର ବିଜେପି ସାଂସଦ ସମ୍ବିତ ପାତ୍ରଙ୍କ ହ୍ୱାଟ୍ସ୍ ଆପ୍ ଆକାଉଣ୍ଟ ହ୍ୟାକ୍ ହୋଇଯାଇଛି । ଏହାପରେ ହ୍ୟାକରମାନେ ତାଙ୍କ ନମ୍ବରରୁ ଅନେକ ଲୋକଙ୍କୁ ମେସେଜ୍ ପଠାଇ ଟଙ୍କା ମାଗିଥିଲେ । ହ୍ୟାକରମାନେ ଲେଖିଥିଲେ ଯେ, “ତାଙ୍କର ୟୁପିଆଇ କାମ କରୁନାହିଁ ଏବଂ ତାଙ୍କୁ ତୁରନ୍ତ ୬୫ ହଜାର ଟଙ୍କାର ଆବଶ୍ୟକତା ଅଛି ।” ସଂସାଦ ସମ୍ବିତ ପାତ୍ର ଏହା ଜାଣିବା ପରେ ନିଜର ଏକ୍ସ ଆକାଉଣ୍ଟରେ ପୋଷ୍ଟ କରି ସମସ୍ତଙ୍କୁ ସତର୍କ କରାଇଥିଲେ । ସେ ଲେଖିଥିଲେ, […]
Continue readingDaily Archives: July 5, 2026
ପ୍ରତିଦିନ ଚାଲିବ ଅମୃତ ଭାରତ ଏକ୍ସପ୍ରେସ, ଆରମ୍ଭ ହେବ ନୂଆ ପୁରୀ-କୋରାପୁଟ ଟ୍ରେନ୍
ଓଡ଼ିଶାରେ ରେଳ ସଂଯୋଗୀକରଣକୁ ସୁଦୃଢ଼ କରିବା ପାଇଁ ଏକ ବଡ଼ ପଦକ୍ଷେପ ନିଆଯାଇଛି । ୬ ଜୁଲାଇ ୨୦୨୬ରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମିଳିତ ଭାବେ ଦୁଇଟି ପ୍ରମୁଖ ରେଳ ସେବାର ଶୁଭାରମ୍ଭ କରିବେ । ଏହି ନୂତନ ସେବା ଦ୍ୱାରା ରାଜ୍ୟର ପର୍ଯ୍ୟଟନ, ବାଣିଜ୍ୟ, ଯାତ୍ରୀ ସୁବିଧା ଏବଂ ଆଞ୍ଚଳିକ ଅର୍ଥନୈତିକ ବିକାଶରେ ବ୍ୟାପକ ସୁଧାର ଆସିବ । ନୂତନ ପୁରୀ–କୋରାପୁଟ ଏକ୍ସପ୍ରେସ୍ ଓଡ଼ିଶାବାସୀଙ୍କ […]
Continue readingଓଡ଼ିଶା ଭୋଟର ତାଲିକାରୁ କଟିଲା ୨୦ ଲକ୍ଷରୁ ଅଧିକ ନାଁ, ସେପ୍ଟେମ୍ବର ୬ରେ ଆସିବ ଫାଇନାଲ୍ ଭୋଟର ଲିଷ୍ଟ
ଓଡ଼ିଶା ଭୋଟର ତାଲିକାରୁ କଟିଲା ୨୦ ଲକ୍ଷରୁ ଅଧିକ ନାଁ । ସେପ୍ଟେମ୍ବର ୬ରେ ଆସିବ ଫାଇନାଲ୍ ଭୋଟର ଲିଷ୍ଟ। ଆଜିଠୁ ଆପତ୍ତି ଅଭିଯୋଗ ଆରମ୍ଭ ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀ CEOଙ୍କ ପକ୍ଷରୁ ରାଜ୍ୟରେ ସ୍ପେଶାଲ୍ ଇଣ୍ଟେନସିଭ୍ ରିଭିଜନ୍ ବା ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟାର ଭାଗ ସ୍ଵରୂପ ଚିଠା ଭୋଟର ତାଲିକା ପ୍ରକାଶ କରାଯାଇଛି। ଏହା ସହିତ ରାଜ୍ୟରେ ନୂତନ ନାମ ସାମିଲ, ସଂଶୋଧନ କିମ୍ବା ଆପତ୍ତି ଅଭିଯୋଗ ଦାଖଲ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ […]
Continue reading


