ଇଣ୍ଡୋନେସିଆ ସଂସଦରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଇଣ୍ଡୋନେସିଆ ସଂସଦରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଆମର ‘ସହବତ ସେଜାତୀ’ଙ୍କ ମଧ୍ୟରେ ରହିବା ମୋ ପାଇଁ ଏକ ବଡ଼ ସୌଭାଗ୍ୟ। ୧୪୦ କୋଟି ଭାରତୀୟଙ୍କ ପ୍ରତିନିଧି ଭାବରେ, ଗଣତନ୍ତ୍ରର ମାତାର ଜଣେ ଭାଗ୍ୟବାନ ନାଗରିକ ଭାବରେ, ମୁଁ ସମସ୍ତ ଭାରତୀୟଙ୍କ ପକ୍ଷରୁ ଆପଣଙ୍କୁ ମୋର ଶୁଭକାମନା ଜଣାଉଛି। ମାନ୍ୟବର ସଦସ୍ୟଗଣ, ଇଣ୍ଡୋନେସିଆର ଲୋକମାନେ, ଏଠାକାର ପିଲା, ଯୁବକ ଏବଂ ମହିଳାମାନେ ଏହି ଦିନଟିକୁ ମୋ ଜୀବନର ସବୁଠାରୁ ସ୍ମରଣୀୟ ଦିନ ମଧ୍ୟରୁ ଗୋଟିଏ କରିଦେଇଛନ୍ତି। ଆଜି ସକାଳେ ସେମାନେ ମୋତେ ଯେଉଁ ପ୍ରେମ ଏବଂ […]

Continue reading
ଏକ ପେଡ଼ ମା’ କେ ନାମ’ ଅଭିଯାନକୁ ମିଳିଲା ନୂଆ ଗତି; ଦିଲ୍ଲୀରେ ଆରମ୍ଭ ହେଲା ‘ମିଶନ୍ ୭୦ ଲକ୍ଷ ବୃକ୍ଷରୋପଣ’

ଏକ ପେଡ଼ ମା’ କେ ନାମ’ ଅଭିଯାନକୁ ମିଳିଲା ନୂଆ ଗତି; ଦିଲ୍ଲୀରେ ଆରମ୍ଭ ହେଲା ‘ମିଶନ୍ ୭୦ ଲକ୍ଷ ବୃକ୍ଷରୋପଣ’

କେନ୍ଦ୍ର ସ୍ୱରାଷ୍ଟ୍ର ଏବଂ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ ଆଜି ନୂଆଦିଲ୍ଲୀଠାରେ ‘ମିଶନ ୭୦ ଲକ୍ଷ ବୃକ୍ଷରୋପଣ’ ଅଭିଯାନର ଶୁଭାରମ୍ଭ ଏବଂ ଦିଲ୍ଲୀ ସରକାରଙ୍କ ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି। ଦିଲ୍ଲୀର ବିକାଶ ପାଇଁ ପ୍ରସ୍ତୁତ ‘ଗ୍ରାଣ୍ଡ ମାଷ୍ଟର ପ୍ଲାନ’ ଅଧୀନରେ ଶ୍ରୀ ଅମିତ ଶାହ ୩୦୦ଟି ଇଲେକ୍ଟ୍ରିକ୍ ବସ୍‌ର ଶୁଭାରମ୍ଭ କରିବା ସହ ଭର୍ଚୁଆଲ୍ ମାଧ୍ୟମରେ ୩ଟି ନବନିର୍ମିତ ବସ୍ ଡେପୋ ଓ ୪୦ଟି ଗାଡ଼ି ପରୀକ୍ଷଣ କେନ୍ଦ୍ରର ଉଦଘାଟନ କରିଛନ୍ତି। […]

Continue reading