ବନ୍ୟା ପ୍ରପୀଡ଼ିତଙ୍କୁ ଗୋଟିଏ ମାସର ଦରମା ଦେବେ ସବୁ ଦଳର ବିଧାୟକ,ଏହି ଟଙ୍କାରେ ଦିଆଯିବ ରିଲିଫ ସାମଗ୍ରୀ

ବନ୍ୟା ପ୍ରପୀଡ଼ିତଙ୍କୁ ଗୋଟିଏ ମାସର ଦରମା ଦେବେ ସବୁ ଦଳର ବିଧାୟକ,ଏହି ଟଙ୍କାରେ ଦିଆଯିବ ରିଲିଫ ସାମଗ୍ରୀ

ଜନତାଙ୍କ ସୁଖଦୁଃଖରେ ସାଥି ହେବା ଜଣେ ଜନପ୍ରତିନିଧିଙ୍କ କର୍ତ୍ତବ୍ୟ । ଲୋକଙ୍କ ଅସୁବିଧା ସମୟ​‌ରେ ଛିଡ଼ା ହୋଇ ସମସ୍ୟାର ସମାଧାନ କରିବା ଜନପ୍ରତିନିଧିଙ୍କ କାମ । ଯଦି ଏଭଳି ହୁଏ, ତେବେ ସାଧାରଣ ଜନତାର ଦୁଃଖ ରହିବ ନାହିଁ । ସମସ୍ୟା ହେଲେ, ସମାଧାନର ବାଟ ଫିଟିଯିବ ।ଏହାର ଏକ ସଦ୍ୟତମ ଉଦାହରଣ ଦେଖିବାକୁ ମିଳିଛି ଆସାମରେ । ଦଳମତ ନିର୍ବିଶେଷରେ ସବୁ ଦଳର ବିଧାୟକ ଗୋଟିଏ ମାସର ଦରମା ବନ୍ୟା ପ୍ରପୀଡ଼ିତଙ୍କ ଲାଗି ଦେବାକୁ ସ୍ଥିର […]

Continue reading
ଛାତ୍ର ପ୍ରଦର୍ଶନରେ ସାମିଲ ଥିବା ପ୍ରତିବାଦକାରୀଙ୍କୁ ଗୁରୁତ୍ୱପୂର୍ଣ୍ଣ ଆଶ୍ୱସ୍ତି: ନିର୍ଦ୍ଦୋଷ ବ୍ୟକ୍ତି ଏବଂ ନାବାଳକଙ୍କୁ ତୁରନ୍ତ ମୁକ୍ତ କରିବାକୁ ଆଦେଶ ଦେଲେ  ସୁପ୍ରିମକୋର୍ଟ

ଛାତ୍ର ପ୍ରଦର୍ଶନରେ ସାମିଲ ଥିବା ପ୍ରତିବାଦକାରୀଙ୍କୁ ଗୁରୁତ୍ୱପୂର୍ଣ୍ଣ ଆଶ୍ୱସ୍ତି: ନିର୍ଦ୍ଦୋଷ ବ୍ୟକ୍ତି ଏବଂ ନାବାଳକଙ୍କୁ ତୁରନ୍ତ ମୁକ୍ତ କରିବାକୁ ଆଦେଶ ଦେଲେ ସୁପ୍ରିମକୋର୍ଟ

ମଙ୍ଗଳବାର, ସୁପ୍ରିମକୋର୍ଟ ଛାତ୍ର ପ୍ରଦର୍ଶନରେ ସାମିଲ ଥିବା ପ୍ରତିବାଦକାରୀଙ୍କୁ ଗୁରୁତ୍ୱପୂର୍ଣ୍ଣ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। ବିଭିନ୍ନ ଆବେଦନର ଶୁଣାଣି ସମୟରେ, କୋର୍ଟ କହିଛନ୍ତି ଯେ ଦିଲ୍ଲୀର ଜନ୍ତର ମନ୍ତର କିମ୍ୱା ଅନ୍ୟ କୌଣସି ରାଜ୍ୟରେ ପ୍ରତିବାଦ କରୁଥିବା ଛାତ୍ରମାନଙ୍କ ବିରୋଧରେ ପୋଲିସ କୌଣସି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ନାହିଁ। ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି ଯେ ଏହି ଆଶ୍ୱସ୍ତି କେବଳ ନିର୍ଦ୍ଦୋଷ ଛାତ୍ରଙ୍କ ପାଇଁ ପ୍ରଯୁଜ୍ୟ। କୋର୍ଟ ନିର୍ଦ୍ଦୋଷ ବ୍ୟକ୍ତି ଏବଂ ନାବାଳକଙ୍କୁ ତୁରନ୍ତ ମୁକ୍ତ କରିବାକୁ […]

Continue reading
ଇସ୍ତଫା ଦେବା ପରେ ପ୍ରଥମଥର ଓଡ଼ିଶା ଗସ୍ତରେ ଆସିଲେ ଧର୍ମେନ୍ଦ୍ର

ଇସ୍ତଫା ଦେବା ପରେ ପ୍ରଥମଥର ଓଡ଼ିଶା ଗସ୍ତରେ ଆସିଲେ ଧର୍ମେନ୍ଦ୍ର

ଭୁବନେଶ୍ୱର ବିମାନବନ୍ଦରରେ ଧର୍ମେନ୍ଦ୍ର ପ୍ରଧାନ । ତାଙ୍କ ଆଗମନ ପୂର୍ବରୁ ବିମାନବନ୍ଦର ବାହାରେ ବହୁ ସଂଖ୍ୟକ ବିଜେପି କର୍ମୀ ଓ ସମର୍ଥକ ଏକତ୍ରିତ ହୋଇଥିଲେ । ବିଜେପିର ବହୁ ବିଧାୟକ ଓ ବରିଷ୍ଠ ନେତାମାନେ ମଧ୍ୟ ସେଠାରେ ଉପସ୍ଥିତ ରହି ଧର୍ମେନ୍ଦ୍ର ପ୍ରଧାନଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରି ସ୍ୱାଗତ ଜଣାଇଥିଲେ । ଧର୍ମେନ୍ଦ୍ର ପ୍ରଧାନ ବିମାନବନ୍ଦରରୁ ବାହାରିବା ସମୟରେ କର୍ମୀମାନେ ଜିନ୍ଦାବାଦ ସ୍ଲୋଗାନ ଦେବା ସହ ତାଙ୍କୁ ଫୁଲମାଳ ପିନ୍ଧାଇ ଅଭିନନ୍ଦନ ଜଣାଇଥିଲେ ।ବିମାନବନ୍ଦର ପରିସରରେ କିଛି […]

Continue reading