ଇ-୨୦ ପେଟ୍ରୋଲକୁ ବିରୋଧ କରୁଥିବା ସଂଗଠନ ‘ଟିମ୍ ଭାରତ’ର ସଦସ୍ୟଙ୍କୁ ଭେଟିଲେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ

ଇ-୨୦ ପେଟ୍ରୋଲକୁ ବିରୋଧ କରୁଥିବା ସଂଗଠନ ‘ଟିମ୍ ଭାରତ’ର ସଦସ୍ୟଙ୍କୁ ଭେଟିଲେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ

ଇ-୨୦ ପେଟ୍ରୋଲକୁ ବିରୋଧ କରୁଥିବା ସଂଗଠନ ‘ଟିମ୍ ଭାରତ’ର ସଦସ୍ୟଙ୍କୁ ଭେଟିଲେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂହ ପୁରୀ। ସଂଗଠନ ଜୁଲାଇ ୩୧ରେ ପ୍ରତିବାଦ କରିବାକୁ ଯୋଜନା କରୁଥିଲା। ହେଲେ ତା’ ପୂର୍ବରୁ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ହରଦୀପ ସିଂହ ପୁରୀ ସଂଗଠନର ପ୍ରତିନିଧିମାନଙ୍କ ସହ ପ୍ରାୟ ୪ ଘଣ୍ଟା ଧରି ବୈଠକ କରିଛନ୍ତି। ଏହାକୁ ସରକାରଙ୍କର ଏକ ସକାରାତ୍ମକ ପଦକ୍ଷେପ ଆକାରରେ ଦେଖାଯାଉଛି। ଜୁଲାଇ ୩୧ରେ ‘ଦ ଗାଡ଼ି ମାର୍ଚ୍ଚ’ର […]

Continue reading
ସୋସିଆଲ୍ ମିଡିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନେଇ ମିଛ ପ୍ରଚାର,ମିଛ ଇସ୍ତଫା ପତ୍ର ଭାଇରାଲ୍

ସୋସିଆଲ୍ ମିଡିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନେଇ ମିଛ ପ୍ରଚାର,ମିଛ ଇସ୍ତଫା ପତ୍ର ଭାଇରାଲ୍

ଦିଲ୍ଲୀ ଆନ୍ଦୋଳନ ସମୟରେ ଅନେକ ମିଛ ଏବଂ ବିଭ୍ରାନ୍ତିକର ଭିଡିଓକୁ ଭାଇରାଲ୍ କରାଯାଇଥିଲା । ମିଛ ଭିଡିଓ କରି ଲୋକଙ୍କୁ ଉତ୍ତେଜିତ କରିବା ପାଇଁ ପ୍ରୟାସ କରାଯାଇଥିଲା । ଦିଲ୍ଲୀ ପୋଲିସ ସେହି ସବୁ ଉପରେ ଆକ୍ସନ ନେଇଛି । ଏହାରି ଭିତରେ କିଛି ଅସମାଜିକତତ୍ତ୍ୱ ସୋସିଆଲ୍ ମିଡିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନେଇ ମିଛ ପ୍ରଚାର କରିବାରେ ମାତିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ପଦରୁ ଓହରି ଥିବା ନେଇ ଦାବି କରୁଥିବା ଏକ […]

Continue reading
ରାଜ୍ୟରେ ବନ୍ୟା ସ୍ଥିତି ଧୀରେ ଧୀରେ ଉଗ୍ର ରୂପ ନେବାରେ ଲାଗିଛି,ରାତିରେ ବଡ଼ ବିପଦ

ରାଜ୍ୟରେ ବନ୍ୟା ସ୍ଥିତି ଧୀରେ ଧୀରେ ଉଗ୍ର ରୂପ ନେବାରେ ଲାଗିଛି,ରାତିରେ ବଡ଼ ବିପଦ

ରାଜ୍ୟରେ ବନ୍ୟା ସ୍ଥିତି ଧୀରେ ଧୀରେ ଉଗ୍ର ରୂପ ନେବାରେ ଲାଗିଛି। ଅବଶ୍ୟ ଏହାର ମୁକାବିଲା ପାଇଁ ପ୍ରଶାସନିକ ସ୍ତରରେ ଉଦ୍ୟମ ଜାରି ରହିଛି। ପ୍ରଭାବିତ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଥିବା ବେଳେ, ସେମାନଙ୍କୁ ରନ୍ଧା ଖାଦ୍ୟ ସହ ଅନ୍ୟାନ୍ୟ ରିଲିଫ୍ ସାମଗ୍ରୀ ଯୋଗାଇଦିଆଯାଉଛି। ଏହି କ୍ରମରେ ପୁରୀ ଜିଲ୍ଲାରେ ସମ୍ଭାବ୍ୟ ବନ୍ୟାକୁ ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି। ଏନେଇ ଗୁରୁବାର ପୁରୀ ଓସଓ୍ବାନ ଗୃହରେ ଭିଡିଓ କନଫରେନ୍ସ ମାଧ୍ୟମରେ ବନ୍ୟା ପ୍ରଭାବିତ ଆଶଙ୍କା ଥିବା […]

Continue reading