ପ୍ରଦ୍ୟୁମ୍ନ ଶତପଥୀ ——————+ବ୍ରିଟିଶ ଶାସନ ସମୟର ଜମିଜମା ନଥିପତ୍ର, ଯେପରି କି ବିକ୍ରି କବଲା, ପଟ୍ଟା ଦେଖିବା ସମୟରେ ସେଥିରେ ଉଲ୍ଲେଖ ଥିବା ସାଙ୍କେତିକ ଚିହ୍ନଯଥା-ପି.=ପିତା, ଜା.-ଜାତି,ବା-ବାସସ୍ଥାନ, ସ୍ବା.-ସ୍ବାମୀ,ବି.-ବିଜେ,ମା.-ମାରଫତ୍ ,ସେ.-ସେବାୟତ,ଖା.-ଖାରଜଖାତା,ଦା.-ଦାଖଲ,ତ.-ତରଫ,ସ୍ମ.-ସମ୍ବନ୍ଧୀୟ,ମୌ.-ମୌଜା,ଓ.-ଓଗେର,ଜ.ଦ.-ଜବରଦଖଲ,ଖା.ପୁ.-ଖାନାପୁରୀ,ଜ.ସ.- ଜରସମନ,ଵ.ସୁ.ଦ.-ବନ୍ଧକ ସୂତ୍ରେ ଦଖଲ,ଖ.ସୁ.ଦ.-ଖରିଦ ସୂତ୍ରେ ଦଖଲ,ଦା.ସୁ.ଦ.- ଦାନ ସୂତ୍ରେ ଦଖଲ ଇତ୍ୟାଦି ଇତ୍ୟାଦି ସାଙ୍କେତିକ ଚିହ୍ନ ସମ୍ପ୍ରତି ବୈଷୟିକ ଜମିଜମା ସଂପର୍କିତ ନଥିପତ୍ରରେ ଆଉ ଦେଖିବାକୁ ମିଳୁନାହିଁ । ସେହିପରି ପଞ୍ଚମ ଶ୍ରେଣୀରେ ଆମେ ମାପର ସାରଣୀ ପଢି ମନେ ରଖୁଥିଲୁ ବୃତ୍ତି ପରୀକ୍ଷାରେ ପ୍ରଶ୍ନ […]
Continue reading