୨୦୨୫ ପହଲଗାମ ଆତଙ୍କବାଦୀ ଆକ୍ରମଣ ମାମଲା: ଲସ୍କର-ଏ-ତୈବା ମୁଖ୍ୟ ହାଫିଜ୍ ମହମ୍ମଦ ସଇଦଙ୍କ ବିରୋଧରେ କୋର୍ଟ ସମନ ପଠାଇବ NIA

୨୦୨୫ ପହଲଗାମ ଆତଙ୍କବାଦୀ ଆକ୍ରମଣ ମାମଲା: ଲସ୍କର-ଏ-ତୈବା ମୁଖ୍ୟ ହାଫିଜ୍ ମହମ୍ମଦ ସଇଦଙ୍କ ବିରୋଧରେ କୋର୍ଟ ସମନ ପଠାଇବ NIA

୨୦୨୫ ପହଲଗାମ ଆତଙ୍କବାଦୀ ଆକ୍ରମଣ ମାମଲାରେ ପାକିସ୍ତାନରେ ଥିବା ଲସ୍କର-ଏ-ତୈବା ମୁଖ୍ୟ ହାଫିଜ୍ ମହମ୍ମଦ ସଇଦଙ୍କ ବିରୋଧରେ ଭାରତର ଆଇନଗତ ପଦକ୍ଷେପ ଆହୁରି ତୀବ୍ର ହୋଇଛି। ଜୁଲାଇରେ ଜମ୍ମୁର ସ୍ୱତନ୍ତ୍ର ଏନଆଇଏ କୋର୍ଟ ତାଙ୍କ ବିରୋଧରେ ଜାମିନବିହୀନ ୱାରେଣ୍ଟ ଜାରି କରିଥିବାବେଳେ, ଏବେ ତାଙ୍କୁ କୋର୍ଟ ସମନ ପ୍ରଦାନ ପାଇଁ କୂଟନୈତିକ ମାଧ୍ୟମରେ ପଦକ୍ଷେପ ନିଆଯାଉଛି।  ସରକାରୀ ସୂତ୍ର ଅନୁସାରେ, ସମନକୁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ (MEA) ମାଧ୍ୟମରେ ପାକିସ୍ତାନକୁ ପଠାଯିବାର ପ୍ରକ୍ରିୟା ଚାଲିଛି। ଏହାର ଉଦ୍ଦେଶ୍ୟ ହେଉଛି […]

Continue reading
ବିଜେପି ମୁଖ୍ୟାଳୟରେ ଜାତୀୟ ପଦାଧିକାରୀଙ୍କ ସହ ବୈଠକ କଲେ ମୋଦୀ, ଜେନେରେସନ୍‌-ଜେଡ୍‌’ଙ୍କ ସହ ଯୋଗାଯୋଗ ବଢ଼ାଇବା ନେଇ ଆଲୋଚନା

ବିଜେପି ମୁଖ୍ୟାଳୟରେ ଜାତୀୟ ପଦାଧିକାରୀଙ୍କ ସହ ବୈଠକ କଲେ ମୋଦୀ, ଜେନେରେସନ୍‌-ଜେଡ୍‌’ଙ୍କ ସହ ଯୋଗାଯୋଗ ବଢ଼ାଇବା ନେଇ ଆଲୋଚନା

 ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ସନ୍ଧ୍ୟାରେ ନୂଆଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟରେ ପହଞ୍ଚି ଦଳର ନବନିଯୁକ୍ତ ଜାତୀୟ ପଦାଧିକାରୀଙ୍କ ସହ ବୈଠକ କରିଛନ୍ତି। ନୂତନ ଟିମ୍‌ ଘୋଷଣା ହେବା ପରେ ପ୍ରଧାନମନ୍ତ୍ରୀଙ୍କ ସହ ଏହା ପ୍ରଥମ ସାକ୍ଷାତ୍‌କାର।ବୈଠକ ପରେ ପ୍ରଧାନମନ୍ତ୍ରୀ ‘ଏକ୍ସ’ରେ ପୋଷ୍ଟ କରି କହିଛନ୍ତି ଯେ, ଦଳୀୟ ସହକର୍ମୀଙ୍କ ସହ ଏହା ଏକ ଭଲ ବୈଠକ ଥିଲା। ଏଭଳି ବୈଠକ ଦଳକୁ ଆହୁରି ସୁଦୃଢ଼ କରିବା ସହ ଜନସାଧାରଣଙ୍କ ସହ ଅଧିକ ପ୍ରଭାବଶାଳୀ ଯୋଗାଯୋଗ ସ୍ଥାପନ ପାଇଁ […]

Continue reading