ଇସ୍ରାଏଲର ବିମାନ ହାଇଜ୍ୟାକ୍ ମାମଲାକୁ ନେଇ ବଡ଼ ଖୁଲାସା ହୋଇଛି । ଫ୍ଲାଇ ଦୁବାଇ ବିମାନ ଅପହରଣ ନୁହେଁ ବରଂ ପାଇଲଟଙ୍କ ଝଗଡା ଯୋଗୁଁ ଡାଇଭର୍ଟ କରାଯାଇଥିଲା । କକପିଟ୍ ରେ ଥିବା ଜଣେ ପାଇଲଟ ବିମାନକୁ କ୍ରାସ କରିବାକୁ ଚାହୁଁଥିଲେ, ଯାହାକୁ ରୋକିବା ପାଇଁ ଅନ୍ୟ ପାଇଲଟ ଚେଷ୍ଟା କରିଥିଲେ । କକପିଟ୍ ଭିତରେ ପାଇଲଟଙ୍କ ମଧ୍ୟରେ ମାରପିଟ୍ ଯୋଗୁଁ ଜଣେ ପାଇଲଟଙ୍କ ହାତ ବିମାନର ହାଇଜାକ୍ ବଟନରେ ବାଜିଥିଲା । ଫଳରେ ଦୁବାଇ-ତେଲ୍ ଅବିବ […]
Continue readingDaily Archives: September 30, 2026
୬ ଦଫା ଦାବି ନେଇ ବନ୍ଦ ଡାକରା ଦେଇଛି ନବନିର୍ମାଣ କୃଷକ ସଂଗଠନ
ସେପ୍ଟେମ୍ବର ୩୦ (ବୁଧବାର) ନବନିର୍ମାଣ କୃଷକ ସଂଗଠନ ଓଡ଼ିଶା ବନ୍ଦ ଡାକରା ଦେଇଛି। ସେହିପରି ଅକ୍ଟୋବର ୮ ତାରିଖରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ୧୨ ଘଣ୍ଟିଆ ରାଜ୍ୟବ୍ୟାପୀ ବନ୍ଦ ଡାକରା ଦିଆଯାଇଛି।୬ ଦଫା ଦାବି ନେଇ ବନ୍ଦ ଡାକରା ଦେଇଛି ନବନିର୍ମାଣ କୃଷକ ସଂଗଠନ । ନବନିର୍ମାଣ ଯୁବଛାତ୍ର ସଂଗଠନ ଓ କୃଷକ ସଂଗଠନର ପ୍ରତିଷ୍ଠାତା ଅକ୍ଷୟ କହିଛନ୍ତି ଯେ,ପିଲାମାନଙ୍କ ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟ ପୁସ୍ତକରେ ୧୬୭୮ଟି ଭୁଲ୍ ରହିଛି। […]
Continue reading୫୬ ବର୍ଷ ଶାସନରେ ଥିବା ଦଳ ଗତ ଦୁଇଟା ନିର୍ବାଚନରେ ୫୬ ସିଟ୍ ପାଇଲାନାହିଁ- ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ
୫୬ ବର୍ଷ ଶାସନରେ ଥିବା ଦଳ ଗତ ଦୁଇଟା ନିର୍ବାଚନରେ ୫୬ ସିଟ୍ ପାଇଲାନାହିଁ । ବିରୋଧୀଙ୍କ କାମ ହେଲା ସରକାରଙ୍କୁ ସମାଲୋଚନା କରିବା ଏବଂ ଭୁଲ୍କୁ ଠିକ୍ କରିବା । କିନ୍ତୁ ଏଠି ବିରୋଧୀ ଦଳ ସବୁ ଭଲକୁ ବିରୋଧ କରୁଛନ୍ତି । ଏମିତି କିଛି କହି କଂଗ୍ରେସକୁ ଟାର୍ଗେଟ କରିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ଆସନ୍ତା ୮ ତାରିଖରେ ଓଡ଼ିଶା ବନ୍ଦ ଡାକରା ଦେଇଛି ବିଜେପି । ଯାହାକୁ ନେଇ […]
Continue reading


